ୟୁନିସେଫ୍ ପକ୍ଷରୁ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ…
ଭୁବନେଶ୍ୱର: (ନିରପେକ୍ଷ ଖବର) ୟୁନିସେଫ୍ ପକ୍ଷରୁ ରାଜ୍ୟ ସ୍ତରର ଏକ ସମ୍ବାଦିକ ଆଲୋଚନାଚକ୍ର କୁହାଯାଇଛିଯେ ପିଲାଙ୍କର ଶୈଶବ ସେମାନଙ୍କର ମସ୍ତିଷ୍କର ବିକାଶ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ । ପିଲାମାନଙ୍କର ବୃଦ୍ଧି ତାଙ୍କର ମସ୍ତଷ୍କର ବ୍ଲୁପ୍ରିଣ୍ଟ ତିଆରିରେ ସହାୟକ ହୋଇଥିବା ବେଳେ,…