ବାତ୍ୟା ପରେ ପୁରୀ ଜିଲ୍ଲାରେ ବଂଚିବା ପାଇଁ ଚାଲିଛି ସଂଘର୍ଷ..
ନିରପେକ୍ଷ ଖବର,ପୁରୀ:୦୮/୦୫/୨୦୧୯, ବାତ୍ୟାକୁ ୬ଦିନ ବିତିଯାଇଥିଲେ ମଧ୍ୟ ପୁରୀ ରାସ୍ତାରୁ ହଟୁନି ଗଛ । ଏବେ ସବୁଠାରୁ ଅଧିକ ପାଣି ଓ ବିଦ୍ୟୁତ୍ ସମସ୍ୟା ଲୋକଙ୍କର । ସବୁଠି ହାହାକାର । ବାସହରା ହୋଇଯାଇଛନ୍ତି ହଜାର ହଜାର ଲୋକ । ମୁଣ୍ଡ ଉପରେ ଛାତ ନାହିଁ, ରାତି ହେଲେ ଚାରିଆଡେ ଶୂନ ଶାନ ।…