ଜିଲ୍ଲାପାଳଙ୍କୁ ସିଇଓଙ୍କ ନିର୍ଦ୍ଦେଶ , ୧୯ରେ ୩୪ଟି ବୁଥରେ ହେବ ସାନି ମତଦାନ…
ନିରପେକ୍ଷ ଖବର : ଓଡ଼ିଶାରେ ଗତ ଏପ୍ରିଲ ୨୩ରେ ହୋଇଥିବା ତୃତୀୟ ପର୍ଯ୍ୟାୟ ମତଦାନ ଓ ଏପ୍ରିଲ ୨୯ରେ ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ୧୦ଟି ଜିଲ୍ଲାର ୩୪ଟି ମତଦାନ କେନ୍ଦ୍ରରେ ବିଭ୍ରାଟ ହୋଇଥିଲା । ସେଥିପାଇଁ ଏହି ସବୁ ଜାଗାରେ ସାନି ମତଦାନ ହେବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ…