ସାମ୍ବାଦିକ ସୁରକ୍ଷା ବିଧେୟକ ବିଧାନସଭାରେ ଆଗତ ହେଉ…
ଭୁବନେଶ୍ୱର,ନିରପେକ୍ଷ ଖବର:୧୭/୧୧: ଗଣତନ୍ତ୍ରର ଜାଗ୍ରତ ପହରୀ ସାଜିଥିବା ଗଣମାଧ୍ୟମ ଏବେ ଅସୁରକ୍ଷିତ ମାନେକରୁଛନ୍ତି। କାର୍ଯ୍ୟରତ ସାମ୍ବାଦିକମାନେ କେତେବେଳେ ମାଡ ଖାଉଛନ୍ତି ଆଉ କେତେବେଳେ ନେତା ଓ ପୁଞ୍ଜିପତିଙ୍କ ଠାରୁ ଅପମାନିତ ହେଉଛନ୍ତି। ଫଳରେ ଦିନକୁ ଦିନ ସାମ୍ବାଦିକମାନେ ସତ୍ୟ ଖବର…