ବୟନିକାର ସ୍ୱୟଂଚାଳିତ ପ୍ରଣାଳୀ “ବୟନସ୍ପର୍ଶ’’ଉନ୍ମୋଚିତ
ଭୁବନେଶ୍ୱର,ନିରପେକ୍ଷ ଖବର: ତା୩୦/୧୧ ଆଜି ଅପରାହ୍ନରେ ବୟନ ଭବନଠାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ
ପଦ୍ମିନୀ ଦିଆନ ବୟନିକାର ଏକ ସ୍ୱୟଂଚାଳିତ ପ୍ରଣାଳୀ “ବୟନସ୍ପର୍ଶ’’କୁ ଉନ୍ମୋଚିତ କରିଥିଲେ । ଏହି ବୈଷୟିକ ପ୍ରଣାଳୀ ‘ଗଅପି-ଓଅକ୍ତଅ‘ ଉପନରେ ଆଧାରିତ ଏବଂ ହସ୍ତତନ୍ତ,…