କଷ୍ଟ ସହି ନ ପାରି ସବୁ ଦିନ ପାଇଁ ଆଖି ବୁଜି ଦେଲେ ଜଣେ ଏଚଆଇଭି ରୋଗୀ
ବାରିପଦା:(ନିରପେକ୍ଷଖବର),୧୩/୧୨/୧୯: ସହି ପାରିଲାନି କଷ୍ଟ ଆଉ ଯନ୍ତ୍ରଣା। ଦୀର୍ଘ ବର୍ଷ ଧରି HIV ରୋଗୀରେ ପୀଡିତ ହୋଇ ବଞ୍ଚିବାକୁ ଚାହିଁଲା ନାହିଁ ଜଣେ HIV ରୋଗୀ। ଶେଷରେ ସେ ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କଲେ। ଏଭଳି ଏକ ଅଭାବନୀୟ ଘଟଣା ତିରିଙ୍ଗ ଥାନା ସୁନାପୋଷି ଗ୍ରାମରେ…