ଶୀତ ଦିନିଆ ନେପାଳି ମାର୍କେଟରେ ଜମୁଛି ବେପାର ।
ବାରିପଦା(ନିରପେକ୍ଷ ଖବର)ତା-୨୩/ଡ଼ିସେମ୍ବର/୨୦୧୯:ଆଜିର ଦିନରେ ଶୀତର ଚାଦୋର ରେ ସାରା ରାଜ୍ୟ ଘୋଡ଼ାଇ ହୋଇରହିଛି । ସେଥିପାଈ୍ ସବୁଠାରେ ଶୀତବସ୍ତ୍ର ବ୍ୟବସାୟୀମାନେ ନିଜ ପସରା ମେଲେଇ ବସିଲେଣି ।ସେହିପରି ଆମ ରାଜ୍ୟରେ ଆଦିବାସି ବହୁଳ ଜିଲ୍ଲା ଭାବେ ପରିଚିତ ମୟୂରଭଞ୍ଜ ଠାରେ ଶୀତର ତ୍ପକୋପ ଅନ୍ୟ…