ମହିଳା ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ…
ଭୁବନେଶ୍ୱର:ନିରପେକ୍ଷ ଖବର, ତା,୨୮/୧୨/୨୦୧୯ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଥିବା ବେଳେ ଆଜି ପୁଣି ଖବର ସଂଗ୍ରହ ପାଇଁ ଆସିଥିବା ଜଣେ ମହିଳା ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି।ଏସ୍ପ୍ଲାନେଡ୍ ମଲକୁ ଆସୁଥିବା ଗ୍ରାହକଙ୍କ ଠାରୁ ମଲ ମାଲିକ ବେଆଇନ ଭାବେ…