Blank space
Blank space
Breaking News/ମୁଖ୍ୟ ଖବର:
୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ
Blank space
Monthly Archives

December 2019

ଡାକ୍ତରଖାନାରେ ନବଜାତ ଶିଶୁକୁ ଛାଡି ବାପା ବୋହିନେଲା ସ୍ତ୍ରୀର ଶବ ….

ବାରିପଦା(ନିରପେକ୍ଷ ଖବର)ତା-୧୬/ଡ଼ିସେମ୍ବର/୨୦୧୯-କଥାରେ ଅଛି ସ୍ୱାମୀ ଓ ସ୍ତ୍ରୀର ବନ୍ଧନ ଯୋଗେ ଯୋଗେ ରହିଛି, ଆଗକୁ ବି ରହିବ। ସ୍ତ୍ରୀର ପ୍ରେମ ଆଉ ଭଲ ପାଇବା ଯେ ଖାଲି ଜୀବିତ ଅବସ୍ଥାରେ ତାହା ନୁହେଁ ମୂର୍ତ୍ୟୁପରେ ମଧ୍ୟ ସେହି ଭଲ ପାଇବାକୁ ଜୀବିତ ରଖି ହୁଏ। ତାକୁ ପ୍ରମାଣ କରି…

ନିଷ୍ଠୁର ସାଜିଲା ମାଆ….

ବାରିପଦା(ନିରପେକ୍ଷ ଖବର)ତା-୧୬/ଡ଼ିସେମ୍ବର/୨୦୧୯-ପୁଣି ନିଷ୍ଠୁର ସାଜିଲା ମାଆ। ୧୦ ଦିନର ଶିଶୁ କନ୍ୟାକୁ ଡାକ୍ତରଖାନା ବାରଣ୍ଡାରେ ଛାଡି ଦେଲା ମା। ଏମିତି ଏକ ହୃଦୟ ବିଦାରକ ଘଟଣା ମୟୁରଭଞ୍ଜ ଜିଲ୍ଲା ବେତନଟୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି। ଏହି କିଛି ଦିନ ତଳେ ଜଣେ…

ସ୍ୱାସ୍ଥ୍ୟସେବାର ନଗ୍ନ ଚରିତ୍ର, ଉପହାସ ପାଲଟିଛି 5T

ବାରିପଦା(ନିରପେକ୍ଷ ଖବର)ତା-୧୬/ଡ଼ିସେମ୍ବର/୨୦୧୯- ପୁଣି ସ୍ୱାସ୍ଥ୍ୟସେବାର ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ସରକାରଙ୍କର 5T ଯୋଜନା ଏଠି ଉପହାସ ପାଲଟିଛି। ଏକ୍ସପାରି ସାଲାଇନରେ ରୋଗୀଙ୍କ ଚିକିତ୍ସା କରାଯାଉଛି। ଜଣେ ରୋଗୀକୁ ଏକ୍ସପାରି ସାଲାଇନ ଦେଇ ଡାକ୍ତର ହଟହଟା ହେବା ଭଳି ଘଟଣା…

ବରଗଡର ଜିଲ୍ଲାପରିଷଦ ସଦସ୍ୟାଙ୍କୁ ଅପହରଣ କରାଯାଇଥିବା ଘଟଣାକୁ ଖଣ୍ଡନ କଲେ ନିଜେ ଜିଲ୍ଲାପରିଷଦ

ଭୁବନେଶ୍ୱର:(ନିରପେକ୍ଷଖବର),୧୫/୧୨/୧୯: ବରଗଡର ଜିଲ୍ଲାପରିଷଦ ସଦସ୍ୟାଙ୍କୁ ଅପହରଣ ନେଇ ଯେଉଁ ବିବାଦ ଲାଗି ରହିଥିଲା ତାର ଆଜି ପୂର୍ଣ୍ଣଛେଦ ପଡିଛି। ବିଜିପିର ଅଭିଯୋଗକୁ ଖଣ୍ଡନ କଲେ ନିଜେ ଜିଲ୍ଲାପରିଷଦ ସଭ୍ୟା। ଜିଲ୍ଲାପରିଷଦ ସଭ୍ୟାଙ୍କୁ ଲୁଚାଇ ରଖିଥିବା ଘଟଣାରେ ଆସିଛି ନୂଆମୋଡ। ଆମକୁ…

ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଜୟନ୍ତୀ….

ଭୁବନେଶ୍ୱର,ନିରପେକ୍ଷ ଖବର:ତା- ୧୪.୧୨.୨୦୧୯ ଓଡିଆ ଜାତୀୟତାର,ଓଡିଆ ସ୍ୱାଭିମାନର ଏବଂ ଓଡିଆ ଭାଷା ଆନ୍ଦୋଳନର ଉତୁଙ୍ଗ ବ୍ୟକ୍ତିତ୍ୱ ଥିଲେ ବାଙ୍କୀର ବୈଦେଶ୍ୱର ନିକଟସ୍ଥ ବ୍ରଜବିହାରପୁରରେ ଜନ୍ମଗ୍ରହଣ କରିଥିବା ପଣ୍ଡିତ ନୀଳମଣି ବିଦ୍ୟାରତ୍ନ । ସମ୍ବଲପୁର ହିତୈଷିଣୀ ପତ୍ରିକାରେ ତକ୍ରାଳୀନ…

କଷ୍ଟ ସହି ନ ପାରି ସବୁ ଦିନ ପାଇଁ ଆଖି ବୁଜି ଦେଲେ ଜଣେ ଏଚଆଇଭି ରୋଗୀ

ବାରିପଦା:(ନିରପେକ୍ଷଖବର),୧୩/୧୨/୧୯: ସହି ପାରିଲାନି କଷ୍ଟ ଆଉ ଯନ୍ତ୍ରଣା। ଦୀର୍ଘ ବର୍ଷ ଧରି HIV ରୋଗୀରେ ପୀଡିତ ହୋଇ ବଞ୍ଚିବାକୁ ଚାହିଁଲା ନାହିଁ ଜଣେ HIV ରୋଗୀ। ଶେଷରେ ସେ ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କଲେ। ଏଭଳି ଏକ ଅଭାବନୀୟ ଘଟଣା ତିରିଙ୍ଗ ଥାନା ସୁନାପୋଷି ଗ୍ରାମରେ…

ନୂତନ ଜଙ୍ଗଲ ବାହାନାରେ ଜଙ୍ଗଲ କାଟି ଧ୍ୱଂସ କରୁଛି ବନ ବିଭାଗ

ବାରିପଦା(ନିରପେକ୍ଷ ଖବର)ତା-୧୩/ଡିସେମ୍ବର/୨୦୧୯: ବନ ବିଭାଗର ବିଚିତ୍ର ନୀତି। ଗଛର ଚାରକୁ ଜୀବନ ଦେବାକୁ ଯାଇ ପରିବେଶ ପ୍ରଦୂଷଣ ରୋକୁଥିବା ବଢ଼ିଲା ଗଛଗୁଡ଼ାକୁ କାଟି ପକାଉଛି। ନୂତନ ଚାରା ଉତ୍ପାଦନ ବାହାନାରେ ବଳି ପଡ଼ିଛନ୍ତି ଶତାଧିକ ଔଷଧୀୟ ବୃକ୍ଷ। ବାରିପଦା-ଚିତ୍ରଡ଼ା ରାଜ୍ୟ ରାଜପଥ…

ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ଙ୍କର ନବମ ବୈଠକ…

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୨/୧୨/୨୦୧୯ ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ଙ୍କର ନବମ ବୈଠକ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୫ରେ ଅନୁଷ୍ଠିତ ଏହି ବୈଠକରେ କମିଟିର ସଦସ୍ୟମାନଙ୍କ ମଧ୍ୟରେ ପ୍ରାରମ୍ଭିକ ଆଲୋଚନା…

ଭୁବନେଶ୍ଵରରେ ଭି ଏଲ୍ ସି ସି ପକ୍ଷରୁ ୨ୟ ୱେଲ୍ ନେସ୍ ଓ ବିୟୁଟି ସେଣ୍ଟର୍ ର ଶୁଭାରମ୍ଭ….

ଭୁବନେଶ୍ୱର, ନିରପେକ୍ଷ ଖବର:୧୨/୧୨/୨୦୧୯ ଏକ ପ୍ରମୁଖ ଭାରତୀୟ ବିୟୁଟି ଓ ୱେଲନେସ୍ ବ୍ରାଣ୍ଡ ,ଭି ଏଲ୍ ସି ସି ପକ୍ଷରୁ ଆଜି ଆନୁଷ୍ଠାନିକଭାବେ ଭୁବନେଶ୍ଵରରେ ଏହାର ୨ୟ ସେଣ୍ଟର୍ ର ଶୁଭାରମ୍ଭ କରାଯାଇଛି ଏବଂ ଏଥିସହିତ ସହରରେ ପୁର୍ବରୁ ଥିବା ପ୍ରଥମ ସେଣ୍ଟର୍ କୁ ଅନ୍ୟ ଏକ ସ୍ଥାନରେ…

ପାଠ ହେଲା କାଳ…..

ବାରିପଦା(ନିରପେକ୍ଷ ଖବର)ତା-୧୦/ଡ଼ିସେମ୍ବର/୨୦୧୯-ପାଠ ହେଲା କାଳ ।ସ୍କୁଲ ଯିବାକୁ ବାଧ୍ୟ କରିବାରୁ ଛାତ୍ର କଲେ ଆତ୍ମହତ୍ୟା।ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ପଶୁଦା ଗ୍ରାମରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଭଳି ସମ୍ବେଦନଶୀଳ ଘଟଣା ଘଟିଛି। ଗୁରୁତର…

ଦେବକୁଣ୍ଡ ଜଳପ୍ରପାତ ପାଖରେ ଏକ ମଲା ହାତୀ ଠାବ..

ବାରିପଦା(ନିରପେକ୍ଷ ଖବର)ତା-୯/ଡ଼ିସେମ୍ବର/୨୦୧୯-ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଜଙ୍ଗଲରେ ଏକ ମଲା ହାତୀ ପଡିଥିବା ଠାବ କରାଯାଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ର ଜେନାବିଲା ରେଞ୍ଜ ଅଧିନ ପର୍ଯ୍ୟଟନ ସ୍ଥଳୀ ଦେବକୁଣ୍ଡ ଜଳପ୍ରପାତର ବାମ ପାର୍ଶ୍ୱ ରେ ଏହି ହାତୀ ମରି ପଡିଥିବାର…

ଡିସେମ୍ବର ୧୪,୧୫ ଏବଂ ୧୬ ତାରିଖରେ ବିଜେପି ଜିଲ୍ଲା ସଭାପତି ନିର୍ବାଚନ*

ଭୁବନେଶ୍ୱର,ନିରପେକ୍ଷ ଖବର,ତା.୦୯/୧୨/୧୯: ଗତ ଜୁଲାଇ ୬ ତାରିଖରୁ ଆରମ୍ଭ ହୋଇଥିବା ସଙ୍ଗଠନ ପର୍ବ -୨୦୧୯ ଡିସେମ୍ବର ମାସରେ ସମାପ୍ତି ହେବ । ଏଯାବତ ରାଜ୍ୟରେ ୩୭ହଜାର ବୁଥରୁ ୨୪ ହଜାର ୫ଶହ ୩୫ ବୁଥ କମିଟି ଗଠନ ହୋଇସାରିଛି । ସେହିପରି ୧୦୦୪ ମଣ୍ଡଳରୁ ୯୦୦ରୁ ଉଦ୍ଧ୍ୱର୍ ମଣ୍ଡଳରେ ନିର୍ବାଚନ…

ପ୍ରଥମେ ଥଇଥାନକର ତାପରେ ଉଚ୍ଛେଦ….

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୯.୧୨.୧୯– ବିଶ୍ୱ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରର ପରିବେଶ ଓ ଚର୍ତୁପାଶ୍ୱର୍କୁ ସୁନ୍ଦର ଓ ଆକର୍ଷଣୀୟ କରିବାପାଇଁ ରାଜ୍ୟ ସରକାର ଯେଉଁ ଉଚ୍ଛେଦ ପଦକ୍ଷେପ ଗ୍ରହଣ କରିଛନ୍ତି ତାହାକୁ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ସୁରେଶ କୁମାର ରାଉତରାୟ…

ନାବାଳିକାକୁ ଦୁଷ୍କର୍ମ କଲା ନାବାଳକ…

ବାରିପଦା(ନିରପେକ୍ଷ ଖବର)ତା-୯/ଡ଼ିସେମ୍ବର/୨୦୧୯- ଜଣେ ନାବାଳିକାକୁ ଦୁଷ୍କର୍ମ କଲା ନାବାଳକ। ମୟୁରଭଞ୍ଜରେ ପୁଣି ଏକ ଲଜ୍ୟାଜନକ ଘଟଣା ଘଟିଛି।ନାବାଳକ ଜଣକ ନାବାଳିକା କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି।ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଝାରପୋଖରିଆ…

ମୟୁରଭଞ୍ଜରେ ଫୁଟିଲା ଗୁଳି….

ବାରିପଦା:(ନିରପେକ୍ଷଖବର),୯/୧୨/୧୯:ଆଦିବାସୀ ବହୁଳ ଜିଲ୍ଲାରେ ଗୁଳିମାଡ଼। ଘଟଣାଟି ଆଶ୍ଚର୍ଯ୍ୟ ହେଲେ ବି ଏମିତି ଘଟଣା ଘଟିଛି ମୟୁରଭଞ୍ଜରେ। ଜିଲ୍ଲାରେ ଅନ୍ଧବିଶ୍ୱାସ ପିଛା ଛାଡିବାର ନାଁ ଧରୁନି। ଗୁଣି ଗାରେଡି ସନ୍ଦେହରେ କେତେବେଳେ ଗାଁରୁ ବାଛନ୍ଦ କରାଯାଉଛି ତ ପୁଣି କେତେବେଳେ ହତ୍ୟା…

ସ୍ୱଧାର ଗୃହରୁ ଦୁଇ ଅନ୍ତେବାସୀଙ୍କୁ ନେଇ ଚମ୍ପଟ ମାରୁଥିବା ଅଭିଯୁକ୍ତ ଗିରଫ ।

ବାରିପଦା(ନିରପେକ୍ଷ ଖବର)ତା-୯/ଡିସେମ୍ବର/୨୦୧୯: ସ୍ଥାନୀୟ ସ୍ବଧାର ଗୃହରୁ ୮ଦିନ ଧରି ନିଖୋଜ ଥିବା ଦୁଇ ଜଣ ଅନ୍ତେବାସୀଙ୍କୁ ଉଦ୍ଧାର କଲା ବାରିପଦା ଟାଉନ ଥାନା ପୁଲିସ। ଅଭିଯୁକ୍ତମାନେ ଅନ୍ତେବାସୀମାନଙ୍କୁ ନେଇ ରାସଗୋବିନ୍ଦପୁର ଦେଇ ପଶ୍ଚିମବଙ୍ଗ ନେଇଯାଉଥିବା ବେଳେ ପୁଲିସ ସେମାନଙ୍କୁ…

ବରିଷ୍ଠ କଂଗ୍ରେସ ନେତା ଭାଗବତ ପ୍ରସାଦ ମହାନ୍ତିଙ୍କ ବିୟୋଗ…

ଭୁବନେଶ୍ୱର,ନିରପେକ୍ଷ ଖବର :ତା ୮.୧୨- ବରିଷ୍ଠ କଂଗ୍ରେସ ନେତା ତଥା ପ୍ରାକ୍ତନ ମର୍ନ୍ତୀ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କର ମରଶରୀର ପୂର୍ବାହ୍ନ ଘ. ୧୦.୩୦ ମି. ସମୟରେ କଂଗ୍ରେସ ଭବନ ପରିସରରେ ପଂହଚିବା ପରେ ଶୋକାକୁଳ ପରିବେଶରେ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ,…

ମୟୁରଭଞ୍ଜରେ ମୁଣ୍ଡ ବିହୀନ ଛୁଆ..ଦେଖନ୍ତୁ ବିରଳ ଘଟଣା

ବାରିପଦା(ନିରପେକ୍ଷ ଖବର)ତା-୮/୧୨/୧୯: ବାଙ୍ଗିରିପୋଷି ବ୍ଲକର କୁସୁମବନ୍ଧ ଗ୍ରାମରେ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ଗାଈ ଏକା ଥରକେ ତିନୋଟି ଛୁଆ ଜନ୍ମ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଗୋଟେ ମୁଣ୍ଡ ବିହୀନ ଛୁଆ ଜନ୍ମ ହୋଇଥିବା ଦେଖିବାକୁ ମିଳିଛି। ସବୁଠୁଁ ବଡ଼ ଆଶ୍ଚର୍ଯ୍ୟର…

ରାଜ୍ୟସଭାରେ ପ୍ରଥମ ଥର ପାଇଁ ଶୁଭିଲା ସାନ୍ତାଳୀ ଭାଷାର ସ୍ୱର

ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଭାରତରତ୍ନ ଦେବାକୁ ଦାବି କଲେସାଂସଦ ସରୋଜିନୀ... ବାରିପଦା(ନିରପେକ୍ଷ ଖବର)ତା୭/୧୨/୨୦୧୯: ରାଜ୍ୟସଭାରେ ପ୍ରଥମ ଥର ପାଇଁ ଶୁଭିଲା ସାନ୍ତାଳୀ ଭାଷାର ସ୍ୱର। ସାନ୍ତାଳୀ ଭାଷାର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଭାରତରତ୍ନ ଦେବାକୁ ଦାବି କେଲେ…

ମୟୁରଭଞ୍ଜିଆଙ୍କ ଦୁଃଖ କେବେ ସରିବ ?

*ଭଗବାନଙ୍କ ଭରଷାରେ ପିଆରଏମ୍ ମେଡିକାଲର ରୋଗୀ *  ହସ୍ପିଟାଲ କ୍ୟାଣ୍ଟିନର ମହିଳା କର୍ମଚାରୀଙ୍କ ହାତରେ ବନ୍ଧା ପଡିଛି ରୋଗୀଙ୍କ ଜୀବନ ବାରିପଦା(ନିରପେକ୍ଷ ଖବର) ୦୬/୧୨/୧୯/ଡ଼ିସେମ୍ବର/୨୦୧୯-ପିଆରଏମ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ହେବା ପରେ ମୟୁରଭଞ୍ଜ ଜିଲ୍ଲାରେ ଖୁସିର ଲହରୀ ଖେଳି…