Blank space
Blank space
Breaking News/ମୁଖ୍ୟ ଖବର:
୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ
Blank space
Yearly Archives

2019

ସଙ୍ଗିନୀ ତରଫରୁ ଶ୍ରାବଣ ସନ୍ଧ୍ୟା ପାଳିତ…

ଭୁବନେଶ୍ୱର,ନିରପେକ୍ଷ ଖବର:୦୩/୦୮/୨୦୧୯,ସ୍ୱର ଶବ୍ଦ ତାଳ କୁ ନେଇ ହୃଦୟର ଅଭିବ୍ୟକ୍ତି। ଶନିବାରରେ ଭାରତୀୟ ବିଦ୍ୟାଭବନ ଠାରେ ସଙ୍ଗିନୀ ଅନୁଷ୍ଠାନ ତରଫରୁ ଶ୍ରାବଣ ସନ୍ଧ୍ୟା -୨୦୧୯ପାଳିତ ହୋଇଯାଇଛି। ବର୍ଷା କୁ ନେଇ ମନୋରମ ସଙ୍ଗୀତ,କବିତା ଓ ପାଠ ଉତ୍ସଵ ଅନୁଷ୍ଠିତ ହୋଇ ଯାଇଛି ।କବିତା ଓ…

ରାଜ୍ୟ ସରକାରଙ୍କ ଆଳୁ ମିଶନ ସଂପୂର୍ଣ୍ଣଭାବେ ଫେଲ୍ ମାରିଛି:ବିଜେପି କୃଷିକ ମୋର୍ଚ୍ଚା

* ପୁରୀ ଜିଲ୍ଲାର ଏକମାତ୍ର ଶୀତଳ ଭଣ୍ଡାରରେ ଗଜା ହେଲା ୪୦୦୦ କ୍ୱିଂଟାଲ ଆଳୁ * ବିଜୁଳି କଟିବା ପରେ ବିକଳ୍ପ ବିଜୁଳି ବ୍ୟବସ୍ଥା କରିପାରିଲା ନାହିଁ ପ୍ରଶାସନ * ଗଜା ହୋଇଥିବା ଆଳୁର କ୍ଷତିପୂରଣ ତୁରନ୍ତ ଦିଆଯାଉ   ଭୁବନେଶ୍ୱର,ନିରପେକ୍ଷ ଖବର: ତା.୦୩/୦୮:ରାଜ୍ୟସରକାରଙ୍କ ଆଳୁମିଶନ ଦିଗହରା…

ରାଜନୈତିକ ସ୍ୱାର୍ଥ ହାସଲ କରିବା ପାଇଁ ବିଜେଡି କଂଟିଜେନ୍ସି ଫଣ୍ଡକୁ ଅପବ୍ୟବହାର କରିଛି :ବିଜେପି

ଭୁବନେଶ୍ୱର,ନିରପେକ୍ଷ ଖବର: ତା.୦୨/୦୮: ଶାସକ ବିଜେଡି ରାଜନୈତିକ ସ୍ୱାର୍ଥ ହାସଲ କରିବା ଏବଂ ଭୋଟ ହାତେଇବା ପାଇଁ କଂଟିଜେନ୍ସି ଫଣ୍ଡକୁ ଅପବ୍ୟବହାର କରିଛି । କଂଟିଜେନ୍ସି ଫଣ୍ଡକୁ ଆପାତକାଳୀନ ସ୍ଥିତିରେ ବ୍ୟବହାର କରାଯାଏ । କିନ୍ତୁ ଶାସକ ବିଜେଡି ୨୦୧୯ ନିର୍ବାଚନ ବୈତରଣୀ ପାର ହେବା ପାଇଁ…

ଡିଏସ୍‌ଟି ତାଲିମ ନେଇ ଓପିଟିସିଏଲ୍‌ ଏବଂ ୭ଟି ସରକାରୀ ଆଇଟିଆଇ ମଧ୍ୟରେ ଚୁକ୍ତିନାମା….

ଭୁବନେଶ୍ୱର ,ନିରପେକ୍ଷ ଖବର: ୦୨/୦୮/୨୦୧୯ ଆଜି ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ପରିଷଦସ୍ଥିତ ସମ୍ମିଳନୀ କକ୍ଷଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ୨୦୧୯-୨୦ ଏବଂ ଆଗାମୀ ଶିକ୍ଷା ବର୍ଷମାନଙ୍କରେ ଡୁଆଲ୍‌ ସିଷ୍ଟମ୍‌ ଟ୍ରେନିଂ (ଡିଏସ୍‌ଟି) ପ୍ରଣୟନ ନେଇ ରାଜ୍ୟର…

ସତ୍ୟନଗର କାଳୀମନ୍ଦିର ନିର୍ମାଧୀନ ରାସ୍ତାରେ ଫସିଲା ସ୍କୁଲ ବସ…

ଭୁବନେଶ୍ୱର:(ନିରପେକ୍ଷ ଖବର )୦୨/୦୮/୧୯ : ଶୁକ୍ରବାର ସକାଳ ୯ଟା ସମୟରେ ରାଜଧାନୀ ଭୁବନେଶ୍ୱର ସ୍ଥିତ କାଳୀମନ୍ଦିର ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କାଳୀମନ୍ଦିର ଛକ ନିକଟରେ ନିର୍ମାଣଧନ ରାସ୍ତାରେ ଏକ ସ୍କୁଲ ବସ ଫସି ଯାଇଛି। ବସ ଭିତରେ କୁନିକୁନି ସ୍କୁଲ ପିଲା ରହିଥିଲେ ମଧ୍ୟ…

ଚୋରା ଚାଲାଣ ହେଉଥିବା କାଠ ବୋଝେଇ ପିକଅପକୁ ଜବତ କଲା ପୁଲିସ୍….

ବାରିପଦା(ନିରପେକ୍ଷ ଖବର)ତା-୧/ଅଗଷ୍ଟ/୨୦୧୯-ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଠାକୁରମୁଣ୍ଡା ଥାନା ପୋଲିସ୍ କୁ ମିଳିଛି ଏକ ବଡ ସଫଳତା । ଗୁରୁବାର ସକାଳୁ ପୋଲିସ୍ ପେଟ୍ରୋଲିଂ କରୁଥିବାବେଳେ ମୂଲ୍ୟବାନ କାଠ ସହ ଏକ ପିକଅପ ଭ୍ୟାନ ଓ ଗୋଟିଏ ଇଣ୍ଡିଗୋ କାର ଏବଂ ୫ ଜଣକୁ ସନ୍ଦେହରେ ଅଟକ ରଖିଛି…

ପାଇଖାନା ସମ୍ବୁଖରେ ଚିକିତ୍ସିତ ହେଉଛନ୍ତି ରୋଗୀ….

ପୁରୀ:(ନିରପେକ୍ଷ ଖବର):୩୧-୭-୧୯: ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ହେଉଛନ୍ତି ହନ୍ତସନ୍ତ। ଏପରିକି ମେଡିକାଲରେ ଥିବା ପାଇଖାନ ନିକଟରେ ରୋଗୀଙ୍କୁ ଚିକିତ୍ସା କରାଯାଉଛି। ପାଇଖାନାର ମଳମୂତ୍ର ଗନ୍ଧରେ ରୋଗୀମାନେ ନାହିଁ ନଥିବା ଅସୁବିଧାରେ ସମ୍ବୁଖିନ ହେଉଛନ୍ତି। ଫଳରେ ରୋଗୀ ଆରୋଗ୍ୟ…

ପ୍ରଶାସନିକ ଅଧିକାରୀ ନାଁରେ ଠକେଇ କରୁଥିବା ଠକକୁ ଦଣ୍ଡିତ କଲେ କୋର୍ଟ…

ବାରିପଦା(ନିରପେକ୍ଷ ଖବର)ତା-୩୧/ଜୁଲାଇ/୨୦୧୯- ନକଲି ସରକାରୀ ଅଧିକାରୀ ବୋଲି ନିଜର ପରିଚୟ ଦେଇ ଲୋକଙ୍କୁ ଠକି ଚାଲୁଥିବା ଜଣେ ବ୍ୟକ୍ତିକୁ ମୟୁରଭଞ୍ଜ ଜିଲ୍ଲା ସ୍ପେଶାଲ ଦୌରା ଜର୍ଜ ସୁମିତା ଆଚାର୍ଯ୍ୟ ଦଣ୍ଡିତ କରିଛନ୍ତି। ବୁଧବାର ମାନ୍ୟବର କୋର୍ଟ ଦୋଷୀକୁ ୬ବର୍ଷ ଜେଲଦଣ୍ଡ ସହ ୧୦୦୦୦ ଟଙ୍କା…

କ୍ୱିଜ୍ ବେଲ୍ ର ୪ର୍ଥ ସଂସ୍କରଣ ଉଡ୍ ଆପଲ ବିଦ୍ୟାଳୟ ଦ୍ୱାରା କୁଇଜ୍ ପ୍ରତିଯୋଗିତା ଆୟୋଜିତ…

ଭୁବନେଶ୍ୱର,ନିରପେକ୍ଷ ଖବର: ୩୦.୦୭.୨୦୧୯: ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ନିମନ୍ତେ ଆୟୋଜିତ କ୍ୱିଜ୍ ପ୍ରତିଯୋଗିତା କ୍ୱିଜ୍ ବେଲ ୨୦୧୯, ୪ର୍ଥ ସଂସ୍କରଣ ଉଡ୍ ଆପଲ ବିଦ୍ୟାଳୟ ଦ୍ୱାରା ସ୍ଥାନୀୟ ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ ସ୍କୁଲରେ ଆୟୋଜିତ ହୋଇଯାଇଛି । ଉଡ୍ ଆପଲ ବିଦ୍ୟାଳୟ ସମାଜରେ…

ଦଣ୍ଡିତ ହେଲେ ଲାଞ୍ଚୁଆ ସରକାରୀ ଅଧିକାରୀ….

ବାରିପଦା(ନିରପେକ୍ଷ ଖବର)ତା-୩୦/ଜୁଲାଇ/୨୦୧୯- ଲାଞ୍ଚ ମାଗିବା ମହଙ୍ଗା ପଡିଲା। ଦଣ୍ଡିତ ହେଲେ ଲାଞ୍ଚୁଆ ସରକାରୀ ଅଧିକାରୀ। ୨୦୧୨ ମସିହାର ଏକ ଲାଞ୍ଚ ମାମଲାର ବିଚାର କରି ମଙ୍ଗଳବାର ବାରିପଦା ଭିଜିଲାନ୍ସ କୋର୍ଟର ସ୍ପେଶାଲ ଜର୍ଜ ବେଣୁଧର ପାତ୍ର ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ମୟୁରଭଞ୍ଜ…

ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାକୁ ଠକି ଚାଲିଛନ୍ତି ରାଜ୍ୟ ସରକାର..

ବାରିପଦା(ନିରପେକ୍ଷ ଖବର)ତା-୨୯/ଜୁଲାଇ/୨୦୧୯-ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦର ଶ୍ରୀ ଶ୍ରୀ ହରିବଳଦେଵ ମହାପ୍ରଭୁ ବିଜେ ଓ ବାଣ୍ଠିଆ ଜଗନ୍ନାଥ ମନ୍ଦିର ସମେତ ବିଭିନ୍ନ ମଠ ମନ୍ଦିର ଗୁଡିକର ସୁରକ୍ଷା ଓ ବିଶେଷ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାର ସେବାୟତମାନେ…

ଭୁବନେଶ୍ୱର ସାହିତ୍ୟ ସମାଜର ମାସିକ ଆସର …….

ଭୁବନେଶ୍ୱର,ନିରପେକ୍ଷ ଖବର: ୨୭/୦୭/୨୦୧୯ ଓଡ଼ିଆ ସାହିତ୍ୟ ପତି୍ରକା ଅନେକଙ୍କ ପାଇଁ ସାହିତ୍ୟ ଜଗତକୁ ପ୍ରବେଶ ପଥ । ନୂତନ ପ୍ରତିଭାର ଆବିଷ୍କାର ସହ ଲାଳନପାଳନକୁ ସାହିତ୍ୟ ପତିକ୍ରା ଅଗ୍ରାଧିକାର ଦେଇଛି ଓ ଓଡ଼ିଆ ସାହିତ୍ୟର ବିଭବକୁ ଉପସ୍ଥାପନ କରୁଛି । ପାଠକୀୟ ଉଦାସୀନତା ଓ ପୃଷ୍ଠପୋଷକତାର ଅଭାବ…

ଜଳାଭିଷେକ ପାଇଁ ଯାଉଥିବା ବେଳେ ଚାଲିଗଲା ଦୁଇ କାଉଡ଼ିଆଙ୍କ ଜୀବନ…

ନିରପେକ୍ଷ ଖବର(ବାରିପଦା)ତା: ୨୭/୦୭/୨୦୧୯-ମୟୁରଭଞ୍ଜ ଜିଲ୍ଲାର ବାଙ୍ଗରିପୋଷି ଅଞ୍ଚଳରେ ଘଟିଯାଇଛି ମର୍ମନ୍ତୁତ ସଡ଼କ ଦୁର୍ଘଟଣା। ଶ୍ରାବଣ ମାସର ସୋମବାର ଦିନ ବାବା ମହାଦେବ ଙ୍କ ଲିଙ୍ଗରେ ଜଳାଭିଷେକ କଲେ ପୁଣ୍ୟ ମିଳେ ବୋଲି ଲୋକବାଣୀ ଅଛି। ହେଲେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗରିପୋଷି ଅଞ୍ଚଳରୁ…

୫‘ଟି’ ସୂତ୍ରର ଆଧାରରେ କୃଷି କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବା ସହ ଓଡ଼ିଶାକୁ ବିକାଶର ଭୂଖଣ୍ଡରେ ପରିଣତ…

ଭୁବନେଶ୍ୱର,ନିରପେକ୍ଷ ଖବର:୨୬ ଜୁଲାଇ, ୨୦୧୯ କୃଷି ଓ କୃଷକର ଉନ୍ନତି ନିମନ୍ତେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରି ଅନେକଗୁଡ଼ିଏ ଯୁଗାନ୍ତକାରୀ ଯୋଜନା ପ୍ରଣୟନ କରିଥିବାବେଳେ ଏହିସବୁ ଯୋଜନାର ସଫଳ ରୂପାୟନ ଦିଗରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଧିକାରୀ ଓ କର୍ମଚାରୀମାନେ…

ରାସ୍ତା ନିର୍ମାଣ ପାଇଁ ଦାବିପତ୍ର ଦେଲେ ୱାଲିଗଞ୍ଜବାସୀ….

ନିରପେକ୍ଷ ଖବର(ବାରିପଦା)ତା୨୬/ଜୁଲାଇ/ ୨୦୧୯: ରାସ୍ତାରେ ଜମି ରହୁଛି ଆଣ୍ଠୁଏ ଲେଖାଏଁ ବର୍ଷା ପାଣି । ବର୍ଷା ଦିନରେ ରାସ୍ତାରେ ଯିବାଆସିବା କରିବା ସମ୍ଭବପର ହେଉନି। ଏପରିକି ରୋଗୀ ଯିବା ପାଇଁ ଆମ୍ବୁଲାନ୍ସ ଆସିବା ମଧ୍ୟ ସମ୍ଭବ ନୁହେଁ। ଏହା ହେଉଛି ବାରିପଦା ପୌରପରିଷଦ ଅନ୍ତର୍ଗତ ଥିବା ୩…

*ଗଛ ଲଗାନ୍ତୁ, ସମ୍ମାନିତ ହୁଅନ୍ତୁ*

ଭଦ୍ରକ:(ନିରପେକ୍ଷ ଖବର) ୨୬/୭/୧୯ : ବୃକ୍ଷ ହିଁ ଜୀବନ। ଗଛ ଲଗାନ୍ତୁ, ସମ୍ମାନୀତ ହୁଅନ୍ତୁ। ଭଦ୍ରକ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ତିହିଡି ଯୁବ ମଞ୍ଚ ପକ୍ଷରୁ ଏଭଳି ଅଭିନବ ପ୍ରୟାସ ଆରମ୍ଭ ହୋଇଛି। ପରିବେଶକୁ ସବୁଜ ସୁନ୍ଦର ଭାବେ ଗଢିତୋଳିବାର  ସ୍ୱପ୍ନ ନେଇ ଏକ ସ୍ୱତନ୍ତ୍ର କ୍ୟାମ୍ପେନ…

ଆଜି ବି ମାନବିକତା ବଞ୍ଚିଛି…..

ନିରପେକ୍ଷ ଖବର(ବାରିପଦା)ତା-୨୬/ଜୁଲାଇ/୨୦୧୯-ସରକାରୀ ବାବୁଙ୍କ କ୍ଷେତ୍ରରେ ଥିବା ଜନତାଙ୍କ ଭାବଧାରା କୁ ବଦଳାଇ ଦେଲେ ଜଣେ ସରକାରୀ ବାବୁ।ଏକ ଅସହାୟ ବୃଦ୍ଧା ମହିଳା ଜଣଙ୍କୁ ଉଦ୍ଧାର କରି ପହଞ୍ଚାଇଥିଲେ ବୃଦ୍ଧାଶ୍ରମରେ। ମୟୁରଭଞ୍ଜ ଜିଲ୍ଲା ବାରିପଦା ଠାରେ ଦେଖିବାକୁ ମିଳିଛି ଏଭଳି ଏକ ଉଦାହରଣ…

ସୀମାନ୍ତ ମହାବିଦ୍ୟାଳୟରେ ଛାତ୍ର ଉତ୍ତେଜନା…..

ନିରପେକ୍ଷ ଖବର(ବାରିପଦା)ତା-୨୫/ଜୁଲାଇ/୨୦୧୯-ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରୀଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟରେ +୩ ଦ୍ବିତୀୟ ବର୍ଷ ଚତୁର୍ଥ ସେମିଷ୍ଟାରର ପରୀକ୍ଷା ଆରମ୍ଭ ହୋଇଯାଇଥିଲା ବେଳେ ଦ୍ବିତୀୟ ଦିନ ପରୀକ୍ଷା ନଦେଇ ପାରିବାକୁ କେନ୍ଦ୍ର କରି ଆଜି…

ଡିବିରି ରୁ ଅଗ୍ନିକାଣ୍ଡ : ୩ ଗୁରୁତର ….

ବାରିପଦା (ନିରପେକ୍ଷ ଖବର)ତା-୨୫/ଜୁଲାଇ/୨୦୧୯- ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।ମୟୁରଭଂଜ ଜିଲ୍ଲାର ଶରତ ଥାନା ଅନ୍ତର୍ଗତ କୁଟୁରିଆ ଗ୍ରାମର ମାନି ଦେଓଗାଁ, ଶାନ୍ତି ଦେଓଗାଁ ଓ ଚିର୍ପି ପୂର୍ତ୍ତି ଲାଇନ କଟିଯିବାପରେ ଡିବିରି ଜଳାଇ ତେଲ ଢାଳୁଥିବା ବେଳେ ଘରେ ଥିବା ଏକ…

ନଗଡ଼ା’ରେ ଆଟ୍ ଅଫ୍ ଗିଭିଂ….

ଭୁବନେଶ୍ବର,ନିରପେକ୍ଷ ଖବର: ୨୫/୦୭/୧୯ : ଅପପୃଷ୍ଟି ଓ ଅପହଞ୍ଚ ପାହାଡ଼ ପର୍ବତ ଘେରା ଯାଜପୁର ଜିଲ୍ଲା ନଗଡ଼ା’ ଗ୍ରାମ‌ରେ ଅନୁଷ୍ଠିତ ହୋଇ ଯାଇଛି ‘ଆର୍ଟ ଅଫ୍ ଗିଭିଂ’ କାର୍ଯ୍ୟକ୍ରମ।ଯେଉଁଥିରେ ଓଡ଼ିଆ ଯୁବକ ଏନ୍.ଆର୍.ଆଇ୍ ସତ୍ୟ ସାବତ ସହାୟତାର ହାତ ବଢ଼ାଇ ନଗଡ଼ା ବାସିଙ୍କୁ ନୂଆ ପୋଷାକ, ପାଠ୍ୟ…