ଅଗଣତାନ୍ତ୍ରିକ ଭାବେ ପୁରୁଷ ପୋଲିସ୍ ଲଗାଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅତ୍ୟନ୍ତ ଲଜ୍ଜା ଏବଂ ନିନ୍ଦନୀୟ ଘଟଣା…
ଭୁବନେଶ୍ୱର, ତା.୨୧/୦୧: ରାଜ୍ୟରେ ବଢି ଚାଲିଛି ଅରାଜକତା । ୨୦୦ ବର୍ଷର ବ୍ରିଟିଶ ଶାସନ ଠୁ ବଳିଛି ୧୯ ବର୍ଷର
ବିଜେଡି ଶାସନ । କ୍ଷମତା ପିପାସୁ ବିଜେଡି ସରକାରର ମତିଭ୍ରମ ଘଟିଛି । ପୋଲିସ ଏବେ ସରକାରୀ ଗୁଣ୍ଡା ଭାବରେ ଆତଙ୍କ ଚଲାଇଛି । ଏପରିକି ପୁରୁଷ ଏବଂ ମହିଳା ମାନଙ୍କ ଭିତରେ ପ୍ରଭେଦ ବି…