୩୮,୪୨୭ କୋଟି ଟଙ୍କାର ହିସାବ ଗାଏବ, ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କାଟିଏ ଦେଲେନାହିଁ, ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ…
ଭୁବନେଶ୍ୱର,ନିରପେକ୍ଷ ଖବର:ତା. ୩୦/୧୧: ସଦ୍ୟ ଉପସ୍ଥାପିତ ହୋଇଥିବା ୨୦୧୮ ଆର୍ଥିକ ବର୍ଷର ସିଏଜି ରିପୋର୍ଟ ସ୍ପଷ୍ଟ କରୁଛି କି ରାଜ୍ୟସରକାର ଓଡିଶାବାସୀଙ୍କୁ ବିଭ୍ରାନ୍ତି କରିଛନ୍ତି । ରାଜ୍ୟସରକାରଙ୍କ ଅର୍ଥନୀତିର କୌଣସି ଦିଗନାହିଁ ଓ କେନ୍ଦ୍ର ସରକାରଙ୍କର ଅନୁଦାନକୁ ବାଟମାରଣା କରାଯାଇଛି ।…