Blank space
Blank space
Breaking News/ମୁଖ୍ୟ ଖବର:
୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ
Blank space
Yearly Archives

2019

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦର ଶ୍ରୀଶ୍ରୀ ହରିବଳଦେଵ ଜିଉ ବିଜେ ମନ୍ଦିରର ସମୀକ୍ଷ ବୈଠକରେ ଅଧକ୍ଷତା କଲେ ଆଇନ ମନ୍ତ୍ରୀ…

ବାରିପଦା,(ନିରପେକ୍ଷ ଖବର),୧୧/୦୯: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦର ଶ୍ରୀଶ୍ରୀ ହରିବଳଦେଵ ଜିଉ ବିଜେ ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ଭୁବନେଶ୍ୱରରେ ଆୟୋଜିତ ଏକ ସମୀକ୍ଷ ବୈଠକରେ ବିହୀତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି ଆଇନ ମନ୍ତ୍ରୀ ମାନ୍ୟବର ପ୍ରତାପ ଜେନା ଯୋଗଦେଇ…

ଗାଡି ଚାଳକଙ୍କ ଠାରୁ ଫାଇନ୍ ଆଦାୟ ପାଇଁ ୩ ମାସ କୋହଳ କଲେ ମୁଖ୍ୟମନ୍ତ୍ରୀ ନବୀନ…

ଭୁବନେଶ୍ୱର, (ନିରପେକ୍ଷ ଖବର),୦୯/୦୯: ଗାଡି ଚାଳକଙ୍କ ଦୁଃଖ ବୁଝିପାରିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫାଇନ୍ ଆଦାୟ ପାଇଁ ଗାଡି ଚାଳକଙ୍କୁ ୩ ମାସ ସମୟ ଦେଲେ ନବୀନ। ଏହି ତିନି ମାସ ଭିତରେ ଗାଡି ଓ ଚାଳକଙ୍କର ସମସ୍ତ କାଗଜପତ୍ର ଠିକ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବେପରୁଆ…

ବୁଢା ବୟସରେ ରାସଲୀଳା କରିବାକୁ ଉଦ୍ୟମ କରି ନିଲମ୍ବିତ ହେଲେ ପୁଲିସ ବାବୁ

ବାରିପଦା(ନିରପେକ୍ଷ ଖବର)ତା-୮/ସେପ୍ଟେମ୍ବର/୨୦୧୯-ବୁଢା ବୟସରେ ରାସଲୀଳା କରିବାକୁ ମନ ବଳାଇ ଜଣେ ଚତୁର୍ଥ ଶ୍ରେଣୀର ପୁଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଝିଅକୁ ସେ ଦିବା ଆଲୋକରେ ଏକୁଟିଆ ପାଇ ତାକୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହି ୫୮ବର୍ଷୀୟ ଚତୁର୍ଥ…

ମୟୁରଭଞ୍ଜବାସୀଙ୍କୁ କ୍ଷମା ମାଗିଲେ ମନ୍ତ୍ରୀ ଅରୁଣ ସାହୁ

ବାରିପଦା,(ନିରପେକ୍ଷ ଖବର) (ବିଶ୍ୱଜିତ ଭୂୟାଁ)-୭/୦୯/୨୦୧୯: ମୟୂରଭଞ୍ଜ ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସାମିଲ ହେଲେ ଦୁଇ ପୂର୍ବତନ ପର୍ଯ୍ୟବେକ୍ଷ ସଞ୍ଜୟ ଦାସବର୍ମା,ମନ୍ତ୍ରୀ ଅରୁଣ ସାହୁ ଓ ନବ ନିଯୁକ୍ତ ପ୍ରଣବ ପ୍ରକାଶ ଦାସ ଓରଫ ବବି। ଯାହାକୁ ନେଇ ଜିଲ୍ଲାରେ…

ଜଣେ ମହିଳାଙ୍କୁ ବିଭର୍ସ ଭାବେ ହତ୍ୟା କରାଯାଇ ମୁଣ୍ଡ ଗଣ୍ଡି ଅଲଗା କଲେ ଦୁର୍ବୁର୍ତ୍ତ

ବାରିପଦା,(ନିରପେକ୍ଷ ଖବର)ତା-୭/ସେପ୍ଟେମ୍ବର/୨୦୧୯- ଗୁଣିଗାଡେଡି ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା କରି ତାର ମୁଣ୍ଡ ଗଣ୍ଡି ଅଲଗା କରିଦିଆଯାଇଛି। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ପାଟୁଳିଡ଼ିହି ଗ୍ରାମରେ ଏଭଳି ଲୋମଟାଙ୍କରା ହତ୍ୟାକାଣ୍ଡ ଘଟିଛି। ସୂଚନା ମୁତାବକ ଗତକାଲି…

ଡିଏଲ୍ / ଆରସି ପାଖରେ ନଥିଲେ ବି ଟ୍ରାଫିକ ପୁଲିସ୍ ଦେଖାଇ ପାରିବେନି ନାଲିଆଖି…..

*ଭୁବନେଶ୍ୱର, (ନିରପେକ୍ଷ ଖବର  ) ୬/୯/୧୯: ଗାଡି ଚାଳକଙ୍କ ପାଇଁ ବଜ଼ାରକୁ ଆସିଲା ନୂଆ ଆପ। ଗାଡି ଚାଳକମାନଙ୍କୁ ଏଣିକି ହାତରେ କାଗଜପତ୍ର ଧରି ବୁଲିବାକୁ ପଡିବ ନାହିଁ । ପାଖରେ ଡିଏଲ୍ / ଆରସି ନଥିଲେ ବି କଟିବନି ଚାଲାଣ। ଏମ୍ ପରିବହନ ଆପରେ ଗାଡି ମାଲିକଙ୍କ ନାଁ , ରେଜିଷ୍ଟ୍ରେସନ୍ ତାରିଖ…

ସହିଦ ନଗର ୟୁଥ ଆସୋସିଏସନରେ ଗଣେଶ ପୂଜା ଧୁମଧାମରେ ପାଳିତ….

ଭୁବନେଶ୍ୱର, (ନିରପେକ୍ଷ ଖବର), ୦୫/୯/୧୯: ଭୁବନେଶ୍ବର ସହିଦ ନଗର ୟୁଥ ଆସୋସିଏସନରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଦ୍ୟାଦାତା ପ୍ରଭୁ ଗଣେଶଙ୍କ ପୂଜା ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ଆସୋସିଏସନ ପକ୍ଷରୁ ଏକ ସମ୍ବଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ସମ୍ବଦ୍ଧନା ସଭାରେ…

ମାସା ଆର୍ମି ଉଦ୍ୟମରେ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟରେ ସାମିଲ ହେଲା ସାନ୍ତାଳୀ ସାହିତ୍ୟ

ବାରିପଦା(ନିରପେକ୍ଷ ଖବର)ତା-୫/ସେପ୍ଟେମ୍ବର/୨୦୧୯: ସ୍ଥାନୀୟ ନଳଗଜାସ୍ଥିତ ଉପେନ୍ଦ୍ରନାଥ ମହାବିଦ୍ୟାଳୟ ସମେତ ଉତ୍ତର ଓଡିଶା ବିଶ୍ବ ବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ମହାବିଦ୍ୟାଳୟରେ ସାନ୍ତାଳୀ ସାହିତ୍ୟକୁ ଯୁକ୍ତ ତିନି ପାଠ୍ୟକ୍ରମ ସିଲାବସରେ ସାମିଲ୍ କରାଯାଇଛି। ମୟୁରଭଞ୍ଜ ଜିଲ୍ଲାର ଅଗ୍ରଣୀ…

ପ୍ରମୁଖ ସାଇବର ସିକ୍ୟୁରିଟି କମ୍ପାନୀ ଥ୍ରେଟସିସ୍ ଉଦଘାଟିତ

ଭୁବନେଶ୍ବର, ନିରପେକ୍ଷ ଖବର,୦୪/୯/୨୦୧୯: ଓଡ଼ିଶାର ପ୍ରମୁଖ ସାଇବର ସିକ୍ୟୁରିଟି ଡେଭଲପ୍ମେଟ୍, ୱେବ୍ ଓ ସଫ୍ଟୱେର ସଲ୍ୟୁସନ କମ୍ପାନୀ ଗ୍ଲୋବାଲ ଟେକ୍ ପ୍ରମୋଟରସର (ଜିଟିପି) ନୂତନ ଶାଖା ଥ୍ରେଟ୍ସିସ୍ ସ୍ଥାନୀୟ ଇନ୍ଫୋସିସ୍ ଠାରେ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟାଳୟକୁ କମ୍ପାନୀର…

ଏସ୍.ଏସ୍.ଆରଡ଼ିପି ପକ୍ଷରୁ ଗ୍ରାମାଞ୍ଚଳର ଯୁବକ ଯୁବତୀମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଓ ସାର୍ଟିଫିକେଟ ପ୍ରଦାନ

ଭୁବନେଶ୍ୱର:ନିରପେକ୍ଷ ଖବର :୪.୦୯.୨୦୧୯ ଶ୍ରୀ ଶ୍ରୀ ରୁରାଲ ଡ଼େଭଲ୍ଅପ୍‌ମେଣ୍ଟ ପ୍ରୋଗ୍ରାମ ଟ୍ରଷ୍ଟ ପକ୍ଷରୁ ରାଜ୍ୟ ବିଭିନ୍ନ ଅଞ୍ଚଳରୁ ଆସିଥିବା ୧୦୦୦ରୁ ଊର୍ଦ୍ଧ୍ୱ ଯୁବକ ଯୁବତୀମାନଙ୍କୁ ଭୁବନେଶ୍ୱର ରେଲେଓ୍ୱ ଅଡ଼ିଟୋରିଅୟମରେ ବୁଧବାରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାର୍ଟିଫିକେଟ ସହ ଆର୍ଥିକ…

ଦୁନିଆକୁ ଜାଣିବା ପୂର୍ବରୁ ଲିଭିଗଲା ଦୁଇ କୋମଳମତି ଶିଶୁଙ୍କ ଜୀବନ ଦୀପ

ବାରିପଦା(ନିରପେକ୍ଷ ଖବର)ତା-୩/ସେପ୍ଟେମ୍ବର/୨୦୧୯- ଦୁନିଆ ବିଷୟରେ ଜାଣିବା ପୂର୍ବରୁ ଦୁଇ କୋମଳମତି ଶିଶୁଙ୍କ ଜୀବନ ଦୀପ ଲିଭିଗଲା। ବାପା ଓ ମାଆ ଡାକ ଶୁଣିବା ପୂର୍ବରୁ ସନ୍ତାନହରା ହୋଇଗଲେ ପିତାମାତା। ମୟୁରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଚାନ୍ଦୁଆ ଗ୍ରାମରେ ଏଭଳି ଶୋକକୁଳ ପରିବେଶ…

ବିଡ଼ିଏର ପ୍ରତିଷ୍ଠା ଦିବସରେ ମଖ୍ୟ ଅତିଥିଭାବେ ଯୋଗଦେଲେ ମନ୍ତ୍ରୀ ପ୍ରତାପ ଜେନା..

ଭୁବନେଶ୍ୱର,ନିରପେକ୍ଷ ଖବର : ସରକାରଙ୍କ ବିଭିନ୍ନ ଯୋଜନାଗୁଡିକୁ ଯୋଜନାବଦ୍ଧ ଭାବେ ବିକାଶକୁ ତ୍ୱରାନ୍ୱିତ କରିବାକୁ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ବିଡିଏର ୩୭ତମ ପ୍ରତିଷ୍ଠା ଦିବସରେ ଆହ୍ୱାନ ଦେଇଛନ୍ତି। ବିଡ଼ିଏର ଉଦ୍ୟମ ପାଇଁ ଭୁବନେଶ୍ୱର ଆଜି ଦେଶର ଶ୍ରେଷ୍ଠ ସ୍ମାର୍ଟ ସିଟିର ମାନ୍ୟତା…

ଯୁବକକୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ

ବାରିପଦା,(ନିରପେକ୍ଷ ଖବର)୧/୯: ଜଣେ ଯୁବକୁ ମଦ ପିଇବାକୁ ଡାକିନେଇ ତାର ସାଙ୍ଗମାନେ ପଥରରେ ଛେଚି ଛେଚି ହତ୍ୟା କରିଥିବା ଅଭିଯୋଗ ଆଣିଲେ ମୂର୍ତ ଯୁବକର ଭାଇ। ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ସୋରଶଳ ଗାଁରେ ଶନିବାର ଦିନ ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଯାଇଛି। ଗତକାଲି ବିଳମ୍ବିତ…

ଦାଇତ୍ୱହୀନ ଥାନାଧିକାରୀ ହେଲେ ନିଲମ୍ବିତ

ବାରିପଦା,(ନିରପେକ୍ଷ ଖବର) ୩୧।୮: କଥାରେ ଅଛି ଜଣେ ଦୋଷୀ ବରଂ ଛାଡ଼ ପାଇଯାଉ, କିନ୍ତୁ ଜଣେ ନିର୍ଦୋଷ ଦଣ୍ଡିତ ନ ହେଉ। ହେଲେ ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ଼ ଥାନା ଅଧୀନରେ ଗୋଟିଏ ନିର୍ଦୋଷ ପରିବାରକୁ ଦଣ୍ଡିତ କରାଯାଇଥିଲା।ଯାହାକୁ ନେଇ ମୟୁରଭଞ୍ଜ ଜିଲ୍ଲା ସମେତ ସମଗ୍ର ଓଡ଼ିଶାରେ ଚହଳ…

ରାଜ୍ୟ ଗୋଷ୍ଠୀ ସଂସଦୀୟ ସମ୍ମିଳନୀରେ ଭାଗ ନେବେ ଓଡ଼ିଶାର ବାଚସ୍ପତି ସ୍ୱର୍ଯ୍ୟ ପାତ୍ର

ଭୁବନେଶ୍ୱର:( ନିରପେକ୍ଷ ଖବର)୨୮/୦୮/୨୦୧୯: ଆସନ୍ତା ସେପେଫମ୍ବର ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ଉଗାଣ୍ଡାର ରାଜଧାନୀ କାମ୍ପାଲାଠାରେ ୬୪ତମ ରାଜ୍ୟ ଗୋଷ୍ଠୀ ସଂସଦୀୟ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ଯୋଗଦେବାକୁ ଥିବା ଭାରତୀୟ ପ୍ରତିନିଧିଙ୍କୁ ଏହି ସମ୍ମିଳନୀ ସଂପର୍କରେ ସମ୍ୟକ ସୂଚନା ପ୍ରଦାନ…

ମୁଖ୍ୟମନ୍ତ୍ରୀଙ୍କ ୫-ଟି ଆଧାରରେ ସବୁକାମକୁ ଠିକ୍ ଭାବରେ ସଂପୂର୍ଣ୍ଣ କରିବା ଉପରେ ଗୁରୁତ୍ୱ ଦେଲେ ମନ୍ତ୍ରୀ ରଘୁନନ୍ଦନ…

ଭୁବନେଶ୍ୱର,(ନିରପେକ୍ଷ ଖବର):୨୮/୮/୧୯: ସ୍ଥାନୀୟ ରାଜୀବ ଭବନଠାରେ ଜଳ ସଂପଦ ବିଭାଗୀୟ କାର୍ଯ୍ୟର ଏକ ସମୀକ୍ଷା ବୈଠକରେ ରାଜ୍ୟ ଜଳସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ଜଳ ସଂପଦ ବିଭାଗୀୟ ସମସ୍ତ କାର୍ଯ୍ୟ ଓ ପ୍ରକଳ୍ପଗୁଡିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ…

ଗଞ୍ଜାମ ଜିଲ୍ଲାର ଅନେକ ପ୍ରକଳ୍ପର ଶିଳାନ୍ୟାସ କଲେ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର, ନିରପେକ୍ଷ ଖବର: ୨୮/୦୮/୨୦୧୯ ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ମାରାଥନ…

ବଳତ୍କାରିକୁ ଫାଶୀ ଦଣ୍ଡ ଶୁଣାଇଲେ ଜିଲ୍ଲା ଦୌରାଜଜ୍

ବାରିପଦା(ନିରପେକ୍ଷ ଖବର)ତା-୨୮/ଅଗଷ୍ଟ/୨୦୧୯- ମୟୁରଭଞ୍ଜ ଜିଲ୍ଲାରେ ଜଣେ ୮ବର୍ଷର ଝିଅକୁ ବଳାତ୍କାର କରି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୁକ୍ତକୁ ଜିଲ୍ଳା ଦୌରାଜଜ ବୁଧବାର ଫାଶୀ ଦଣ୍ଡ ଶୁଣାଇଛନ୍ତି। ମୟୁରଭଞ୍ଜ ଜିଲ୍ଲା ଦୌରାଜଜ କାର୍ଯ୍ୟାଳୟ-1 ପୋସ୍କୋ କୋର୍ଟ ଆଜି ପ୍ରଥମ ଥର ଏଭଳି…

ହାତରେ ଜୋତା ଧରି ବନ୍ୟାଚଳ ପରିଦର୍ଶନ କଲେ ବିଡିଓ

ବାରିପଦା(ନିରପେକ୍ଷ ଖବର)ତା-୨୬/ଅଗଷ୍ଟ/୨୦୧୯-ହାତରେ ଜୋତା ଧରି ଖାଲି ପାଦରେ ଚାଲି ଚାଲି ବନ୍ୟାଞ୍ଚଳ ପରିଦର୍ଶନ କଲେ ବିଡ଼ିଓ। ବନ୍ୟାର ତାଣ୍ଡବରେ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମାଟ ବାନ୍ଧି ଘରେ ବନ୍ୟା ଜଳ ପସୁଥିବା ବେଳେ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଗାଁରେ ସରକାରୀ ସାହାଯ୍ୟ…

ମୟୁରଭଞ୍ଜର କଳା ଓ ସଂସ୍କୃତିକୁ ବିଶ୍ଵଦରବାରରେ ପହଚାଇବାର ଲକ୍ଷ୍ୟ

ବାରିପଦା(ନିରପେକ୍ଷ ଖବର)ତା-୨୬/ଅଗଷ୍ଟ/୨୦୧୯: ମୟୁରଭଞ୍ଜ ଫାଉଣ୍ଡେସନ ପକ୍ଷରୁ ବେଲଗଡ଼ିଆ ରାଜପ୍ରାସାଦରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ତିନିଦିଆ ମୟୁରଭଞ୍ଜ ଚିତ୍ରକଳା ପ୍ରଦର୍ଶନୀ ରବିବାର ଉଦଯାପିତ ହୋଇଯାଇଛି । ମୟୁରଭଞ୍ଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଏହାର ଶୁଭ ଉଦ୍‌ଘାଟନ…