ବିଧାୟକ ଅନନ୍ତ ଜେନା ଓ ପୋଲିସ ଡିଏସପି ଅନୁପଙ୍କ ବିରୁଦ୍ଧରେ ବିଜେପି ଦାୟର କଲା ମୋକଦ୍ଦମା
ଭୁବନେଶ୍ୱର,ନିରପେକ୍ଷ ଖବର,ତା.୩୦/୦୧: ରାଜ୍ୟରେ ପୋଲିସ ବ୍ୟବସ୍ଥା ବଡ ଆଶ୍ଚର୍ଯ୍ୟଜନକ ଭାବରେ ଚାଲିଛି । କମିଶନରେଟ ପୋଲିସ ସତରେ ସାଧାରଣ ଲୋକଙ୍କ ପାଇଁ କାମ କରୁଛି ନା ଶାସକ ଦଳର ଗୁଣ୍ଡା ବାହିନି ଭାବେ କାମ କରୁଛି ।
୩ ଦିନ ତଳେ ଦୁଇ ଜଣ ଆଦିବାସୀ ଝିଅ ସମ୍ପୃର୍ଣ୍ଣ ଗଣତାନ୍ତ୍ରିକ…