ମଦ ବେପାରୀକୁ ସୁରକ୍ଷା ଦେଉଥିବା ଅଭିଯୋଗ କରି ପୁଲିସକୁ ୪ ଘଣ୍ଟା ଅଟକ ରଖିଲେ ମହିଳା…
ମଦ ବେପାରୀକୁ ସୁରକ୍ଷା ଦେଉଛି ପୁଲିସ୍...
ଭଦ୍ରକ,ତିହିଡି, (ନିରପେକ୍ଷଖବର ),୦୧,୦୨,୨୦୨୦: ମଦ ବେପାରୀକୁ ସୁରକ୍ଷା ଦେଉଥିବା ଅଭିଯୋଗ କରି ପୁଲିସକୁ ୪ ଘଣ୍ଟା ଅଟକ ରଖିଲେ ମହିଳା। ଭଦ୍ରକ ଜିଲ୍ଲା ତିହିଡି ଥାନା ସୟା ପଞ୍ଚାୟତ ଅଧିନ ବାଂଶବାଗ ଗାଁରେ ଏଭଳି ଘଟଣା ଦେଖିବାକୁ…