ସ୍ମାର୍ଟସିଟିରେ ବିଶ୍ୱସ୍ତରୀୟ ବିୟୁଟି ବ୍ରାଣ୍ଡ୍ ; ଏପ୍ରିଲ୍ ୨ ରେ “ବିୟୁଟି ବିଜ୍ନେସ୍ ଡେ”
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୬/୦୩ ଆସନ୍ତା ଏପ୍ରିଲ୍ ୨ ରୁ ୩ ତାରିଖ ଦୁଇଦିନ ଧରି ଭୁବନେଶ୍ୱର ମେଫେୟାର୍ କନ୍ଭେସନ୍ ଠାରେ ଅନୁଷ୍ଠିତ ହେବାକୁ ଯାଉଛି “ବିୟୁଟି ବିଜନେସ୍ ଡେ”। ରାଜଧାନୀ ଭୁବନେଶ୍ବରରେ ହେବାକୁ ଯାଉଥିବା ଏହି ପ୍ରକାର ପ୍ରଥମ ଆନ୍ତର୍ଜାତିକ ପ୍ରଦର୍ଶନୀ ସ୍ମାର୍ଟ ସିଟିର…