ଆସନ୍ତୁ ଜାଣିବେ ଆଜି ଠାରୁ ୨୧ ଦିନିଆ ଲକଡାଉନ ବେଳେ କଣ ସବୁ ଖୋଲା ରହିବ ଆଉ କଣ ବନ୍ଦ ରହିବ
ଦିଲ୍ଲୀ, ନିରପେକ୍ଷ ଖବର: ୨୪/୦୩ ଆଜି ରାତି ୧୨ଟା ଠାରୁ ସାରା ଦେଶ ହେବ ଲକ୍ ଡାଉନ । କରୋନା ମୁକାବିଲା ପାଇଁ ପୂରା ଦେଶରେ ଜାରି ହେଲା ୨୧ ଦିନ ପାଇଁ ଲକ୍ ଡାଉନ । ଆଜି ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାମାଜିକ ଦୂରତା ରକ୍ଷା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି…