କରୋନା କୁ ନେଇ ପିସିସି ସଭାପତି ମୁହଁ ଖୋଲିଲେ
ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୯/୦୩ କରୋନା ଭାଇରସ୍ ବିଶ୍ୱରେ ଅକଳ୍ପନୀୟ କ୍ଷତି ଘଟାଇଛି। ଦୁନିଆର ପ୍ରତ୍ୟେକ ଦେଶ ପ୍ରଭାବିତ ହୋଇଅଛି। ଏହାର ପ୍ରତିରୋଧ ପାଇଁ ଲକଡାଉନ୍ ହେଉଛି ଏକମାତ୍ର ବିକଳ୍ପ। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି, ସରକାରଙ୍କ ଆଦେଶକୁ ଶୁଣନ୍ତୁ – ବାହାରକୁ ଯାଆନ୍ତୁ…