ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି…
ଭୁବନେଶ୍ୱର, ନିରପେକ୍ଷ ଖବର:ତା-୦୬/୦୫/୨୦ ଆଜି ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି। ମୃତ୍ୟୁ ହୋଇଥିବା ଵ୍ୟକ୍ତି ଖୋର୍ଦ୍ଧା ଜିଲ୍ଲାର ବୋଲି କୁହାଯାଇଛି।ସ୍ପଷ୍ଟ ଭାବରେ ଆକ୍ରନ୍ତ ଜଣକର କୋଣସି ବିବରଣୀ…