କରୋନା ପଜେଟିଭ୍ ଙ୍କୁ କୋଭିଡ୍ ହସ୍ପିଟାଲ ନେବାର ଆବଶ୍ୟକତା ନାହିଁ ।
ଭୁବନେଶ୍ୱର, ନିରପେକ୍ଷ ଖବର:ତା,୧୧/୦୫ କରୋନା ପଜିଟିଭ୍ ଙ୍କୁ କୋଭିଡ୍ ହସ୍ପିଟାଲ ନେବାର ଆବଶ୍ୟକତା ନାହିଁ । ଯଦି ଜଣେ ବ୍ୟକ୍ତି କେରାନା ପଜିଟିଭ୍ ଚିହ୍ନଟ୍ ହେଉଛନ୍ତି ଓ ତାଙ୍କ ଶରୀରରେ କୌଣସି ଲକ୍ଷଣ ପ୍ରକଶ ପାଉନାହିଁ ବା ସାମାନ୍ୟ ଲକ୍ଷଣ ଅଛି ତେବେ ତାଙ୍କୁ ଘରେ ସଙ୍ଗରୋଧରେ ରଖିବାକୁ…