ଜଣାନ୍ତୁ ଆଜି ଅପଣଙ୍କ ଦିନଟି କିପରି କଟିବ
ଭୁବନେଶ୍ୱର,ନିରପେକ୍ଷ ଖବର:ରବିବାର ୧୭/୦୫/୨୦
*ଜାଣନ୍ତୁ ଅପଣଙ୍କ ରାଶି ଫଳ…..
ମେଷ : ଆଜି କିଛି ଭୁଲବୁଝାବଣା ହୋଇ ପାରେ ଏଥି ପାଇଁ ସାବଧାନ ରହିବେ । ନିଜ ବିଚ଼ାରକୁ ସ୍ପଷ୍ଟଭାବରେ ଅଭିବ୍ୟକ୍ତ କରନ୍ତୁ ଏବଂ ତା ସହିତ ଅନ୍ୟ ବ୍ୟକ୍ତିର କଥାବାର୍ତ୍ତାକୁ ମଧ୍ୟ ମନଦେଇ ଶୁଣି ବୁଝିବାକୁ…