କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ସୂଚନା
ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୯/୦୫ ଶୁକ୍ରବାର
* କ୍ୟାବିନେଟ ବୈଠକରେ ୨୨ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ
*ଅଙ୍ଗନବାଡ଼ି ପିଲାଙ୍କୁ ପୋଷାକ ସହ ଏଣିକି ମିଳିବ ଜୋତା ଓ ମୋଜା
*୩ରୁ ୬ ବର୍ଷର ପିଲାଙ୍କୁ ୟୁନିଫର୍ମ ସହ ମିଳିବ ଜୋତା ଓ ମୋଜା
* ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ମିଳିବ…