କଟକ ଓ ଭୁବନେଶ୍ୱର ମଧ୍ୟରେ ଗଡ଼ିବା ବସ..
ଭୁବନେଶ୍ବର ନିରପେକ୍ଷ ଖବର:ତା୧୨/୫/ ସରକାରୀ ଅଧିକାରୀଙ୍କ ଯାତାୟତ ପାଇଁ ରାଜ୍ୟ ସରକାର ବସ୍ ଚଳାଇକୁ ନିସ୍ପତି ନେଇଛନ୍ତି। ଆସନ୍ତାକାଲିଠୁ ଏହି ସେବା ଆରମ୍ଭ ହେବ । କଟକରୁ ଭୁବନେଶ୍ବରକୁ ଗୋଟିଏ ବସ୍ ଯାତାୟତ କରିବ । ଭଡା ୩୦ ଟଙ୍କା ନିଆଯିବ । ଏନେଇ ପରିବହନ ପଦ୍ମନାଭ ବେହେରା ସୂଚନା…