Blank space
Blank space
Breaking News/ମୁଖ୍ୟ ଖବର:
୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ
Blank space
Monthly Archives

August 2020

ଡି .ଏ .ଭି ପବ୍ଲିକ୍ ସ୍କୁଲର ୫୦ ବର୍ଷ ପୂର୍ତ୍ତି ସୁବର୍ଣ୍ଣ ଜୟନ୍ତୀ ଉତ୍ସବ

ଭୁବେନଶ୍ବର ନିରପେକ୍ଷ ଖବର:ତା ୩୦/୦୮ ୟୁନିଟ୍-୮ ଡି .ଏ .ଭି ପବ୍ଲିକ୍ ସ୍କୁଲର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ନିମନ୍ତ୍ରୀତ 8ହୋଇଥିବା ସ୍ବତନ୍ତ୍ର ଅତିଥି ଓ କର୍ମାଚାରୀମାନେ କୋଭିଡି-୧୯ ନିୟମ ପାଳନ କରି ଯୋଗ ଦେଇଥିଲେ। ଏହି ଅବସରରେ…

ବିଜୁ ଜନତା ଦଳ ପକ୍ଷରୁ ୧୧ ନଂ ୱାର୍ଡରେ ପରିମଳ କାର୍ଯ୍ୟକ୍ରମ

ଭୁବନେଶ୍ୱର,ନିରପେକ୍ଷ ଖବର : ମହାମାରୀ କରୋନା ସମୟରେ ପରିମଳ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଉଛି | ଏଥିପାଇଁ ବିଜୁ ଜନତା ଦଳ ପକ୍ଷରୁ ରବିବାର ବି ଏମ ସି ର 11ନଂ ୱାର୍ଡରେ ପରିମଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ସକାଳୁ ୱାର୍ଡର ବିଭିନ୍ନ ଅଞ୍ଚଳ ସମେତ ଘରକୁ ଘର ବୁଲି ଵି ଜେ ଡ଼ି…

ବନ୍ୟା ପାଣିରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ବାରିପଦା(ନିରପେକ୍ଷ ଖବର) ତା-୩୦/୦୮-ଲଘୁଚାପ ଜନିତ ବର୍ଷାରେ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହା ଦ୍ୱାରା ଗଙ୍ଗାହାର ନଦୀ ବନ୍ୟାଜଳରେ ଭାସିଯାଇ ଜଣେ ମହିଳା ନିଖୋଜ ହୋଇଥିଲେ।ସେହି ନିଖୋଜ ହୋଇଥିବା ମହିଳା ଜଣଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ଗ୍ରାମବାସୀ ମାନଙ୍କ ଦ୍ବାରା…

ଡାକ୍ତର ଅଭୟ ପଟ୍ଟନାୟକ ଙ୍କୁ ସମ୍ମାନିତ କଲା ବ୍ରାଜିଲ ର ଏକ ସଂସ୍ଥା

କଟକ, ନିରପେକ୍ଷ ଖବର:ତା ୩୦/୦୮ ମାନବାଧିକାର ରକ୍ଷାକାରୀ ଡାକ୍ତର ଅଭୟ ରଞ୍ଜନ ପଟ୍ଟନାୟକ ଚଳିତ ବର୍ଷ ର ମର୍ଯ୍ୟାଦା ଜନକ ସମ୍ମାନ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି।ସମାଜରେ ସଚେତନତା ସୃଷ୍ଟି କରି ଅନେକ ଅମୂଲ୍ୟ ଜୀବନ ବଞ୍ଚେଇବା ସହିତ ଉତ୍ସାଗିକୃତ ମନୋଭାବ ନେଇ ସେବା କରି ଥିବାରୁ ବ୍ରାଜିଲ…

ଜିଲ୍ଲାରେ କୋଭିଡ଼ ଟେଷ୍ଟ ସଂଖ୍ୟା ଏକ ଲକ୍ଷ ପହଞ୍ଚିଲା

ବାରିପଦା(ନିରପେକ୍ଷ ଖବର) ତା-୨୭/୦୮-ଜିଲ୍ଲା ପ୍ରସାଶନ ପକ୍ଷରୁ କୋଭିଡ଼ ଟେଷ୍ଟକୁ ବ୍ୟାପକ କରାଯାଇ ନମୁନା ପରୀକ୍ଷାର ସଂଖ୍ୟା ବୃଦ୍ଧି କରାଯାଇଛି। ଏଥି ସହିତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ଘଟୁଛି। ପ୍ରତେକ ଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତଙ୍କ ନମୁନା ପରୀକ୍ଷଣ…

ଜିଲ୍ଲାରେ ବନ୍ୟାଜନୀତ ବ୍ୟାପକ କ୍ଷୟକ୍ଷତି

ବାରିପଦା (ନିରପେକ୍ଷ ଖବର) ତା ୨୭/୦୮ ଗତ ୨୫ ରାତିରେ ଲଘୁଚାପ ଜନୀତ ପ୍ରବଳ ବର୍ଷାରେ ୨୬ ତାରିଖରେ ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ଜଳକା, ଜରାଳି, ସରାଳି, ଜମ୍ଭୀରା ଆଦି ନଦୀରେ ବନ୍ୟା ଆସି ବ୍ୟାପକ କ୍ଷୟ କ୍ଷତି ହୋଇଥିବା ବେଳେ ବହୁ ଲୋକଙ୍କ ଘରେ ପାଣିପଶି ଯାଇଛି । ବହୁ କଚ୍ଚାଘର ଏପରିକି…

ଲଗାଣ ବର୍ଷାରେ ଭୁଶୁଡିଲା କାନ୍ଥ, ମା’ ମୃତ ଝିଅ ଗୁରୁତର

ବାରିପଦା(ନିରପେକ୍ଷ ଖବର)ତା-୨୬/୦୮-ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଘରର କାନ୍ଥ ଭୁଶୁଡି ପଡିଲା। ଏହି ଦୁଃଖଦ ଘଟଣା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଘଟିଛି। ଲଗାଣ ବର୍ଷାରେ ଘର କାନ୍ଥ ଭୁଶୁଡିବା ଫଳରେ ମାଆର ମୃତ ହେବା ସହିତ ଝିଅ ଗୁରୁତର ହୋଇଛି। ଆହତ ଝିଅକୁ ଡାକ୍ତରଖାନାରେ ଭର୍ତ୍ତି…

ବନ୍ୟା ପାଣିରେ ଭାସିଗଲେ ୩ ଜଣ…

ବାରିପଦା(ନିରପେକ୍ଷ ଖବର)ତା-୨୬/୦୮-ଲଘୁଚାପ ଜନିତ ବର୍ଷାରେ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଯାହା ଦ୍ୱାରା ଗଙ୍ଗାହାର ନଦୀ ବନ୍ୟାଜଳରେ ଭାସିଯାଇ ଜଣେ ମହିଳା ନିଖୋଜ ହୋଇଥିବା ବେଳେ ଜମ୍ଭିରା ନଦୀ ବନ୍ୟା ଜଳରେ ଭାସି ଯାଇଥିବା ବୃଦ୍ଧା ଦମ୍ପତି ଉଦ୍ଧାର ହୋଇଥିବା ଜଣାପଡିଛି।…

ଲଘୁଚାପ ଜନିତ ବର୍ଷା ହେଲା କାଳ

ବାରିପଦା(ନିରପେକ୍ଷ ଖବର) ତା-୨୬/୦୮- ବାରିପଦା ସହର ଏକ ଲଗାଣ ବର୍ଷା ଯେ ସହିବାକୁ ଅସମର୍ଥ ତାହା ଆଜି ଧରା ପଡ଼ିଯାଇଛି।ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଲୋ ପ୍ରେସରରେ ପରିଣତ ହେବା ଦ୍ୱାରା ରାଜ୍ୟର ଅଧିକାଶଂ ଜିଲ୍ଲାରେ ବର୍ଷା ଲାଗି ରହିଛି। ମୟୁରଭଞ୍ଜ ଜିଲ୍ଲାର ସମେତ ବାରିପଦାରେ ସୋମବାର ଠାରୁ…

ଦୋସ୍ତି ଫାଉଣ୍ଡେସନ୍‍ ପକ୍ଷରୁ ବୃଦ୍ଧା ଆଶ୍ରମରେ ବୃକ୍ଷ ରୋପଣ ସହ ଲୁଗା ବଣ୍ଟନ

ଭୂବନେଶ୍ବର,ନିରପେକ୍ଷ ଖବର: ଚତୁର୍ଥତମ ଜନ୍ମବାର୍ଷିକ ଉତ୍ସବରେ ଦୋସ୍ତି ଫାଉଣ୍ଡେସନ୍‍ପକ୍ଷରୁ ସୁନ୍ଦରପଦା ନିକଟ ପିପୁଲ ଫାଉଣ୍ଡେସନର ବୃଦ୍ଧା ଆଶ୍ରମରେ ବୃକ୍ଷ ରୋପଣ ସହ ବୃଦ୍ଧା ମାନଙ୍କ ଲୁଗା ଓ ଖାଦ୍ୟ ବଣ୍ଟନ କରାଯାଇଅଛି । ଏହି ଦୋସ୍ତି ଫାଉଣ୍ଡେସନର କର୍ମଚାରୀମାନେ ବିଭିନ୍ନ ସମାଜୀକ କାମ…

ନାବଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗ।

ବାରିପଦା(ନିରପେକ୍ଷ ଖବର) ତା-୨୨/୦୮-ଘରେ କେହି ନଥିବାର ଫାଇଦା ନେଇ ନାବାଳିକାଙ୍କୁ ଅପହରଣ କରିବା ସହ ଦୀର୍ଘ ୩୫ ଦିନ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଅଭାବନୀୟ ଘଟଣା ମୟୁରଭଞ୍ଜ ଜିଲ୍ଲାର ବଡ଼ସାହି ଥାନା ଅନ୍ତର୍ଗତ ଭିମଦା ଫାଣ୍ଡି ଅଞ୍ଚଳରେ ଘଟିଯାଇଛି। ଅଭିଯୁକ୍ତ ଜଣକ…

ସାର୍ବଜନୀନ ସ୍ଥାନରେ ଗଣେଶ ପୂଜା ମନା

ବାରିପଦା(ନିରପେକ୍ଷ ଖବର) ତା-୨୧/୦୮-ମୟୁରଭଞ୍ଜ ଜିଲାର କୌଣସି ସର୍ବସାଧାରଣ ସ୍ଥାନରେ ଏଥର ଗଣେଶ ପୂଜା ହେବ ନାହିଁ। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏହି ପ୍ରକାର ନିଷ୍ପତ୍ତି ଗ୍ରହଣ କରାଯାଇଛି। କୌଣସି ସାର୍ବଜନୀନ ସ୍ଥାନରେ ଗଣେଶ ପୂଜା କରିପାରିବେ ନାହିଁ…

ପ୍ରକାଶ ଡାଙ୍ଗଙ୍କୁ ବିଜେଡିର ଯୁଗ୍ମ ସମ୍ପାଦକ ଦାୟିତ୍ୱ

ବାରିପଦା(ନିରପେକ୍ଷ ଖବର) ତା-୨୧/୦୮-ବିଜେଡି ସଂଗଠନର ପୁନର୍ବିନ୍ୟାସ ଜାରି ରହିଛି। ଦଳର ସଙ୍ଗଠନକୁ ଆହୁରି ମଜବୁତ କରିବା ପାଇଁ ଦଳର ସାଙ୍ଗଠନିକ ପଦ ପଦବୀର ପୁନର୍ଗଠନ କରାଯାଇଛି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୫ ଜଣଙ୍କୁ ଦଳର ସମ୍ପାଦକ ଓ ୪୧ ଜଣଙ୍କୁ ଯୁଗ୍ମ ସମ୍ପାଦକ…

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲା ପରିଚୟ ଫାଉଣ୍ଡେସନ୍‌

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୦/୦୮:କରୋନା ସମୟରେ ଯୋଦ୍ଧା ସାଜି ନିଜ କର୍ତ୍ତବ୍ୟ ପରାୟଣତାର ପରିଚୟ ଦେଇଥିବା ଓ ସମାଜ ପାଇଁ ସେବା କରିଥିବା ଲୋକଙ୍କୁ ସମ୍ବର୍ଦ୍ଧିତ କରିଛି ପରିଚୟ ଫାଉଣ୍ଡେସନ୍ ।ଭର୍ଚୁଅ।ଲ୍ ମାଧ୍ୟମରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ଏହି…

ପ୍ରକାଶ ପାଇଲା ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ

ବାରିପଦା(ନିରପେକ୍ଷ ଖବର) ତା-୧୯/୦୮-ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ)ପକ୍ଷରୁ ଯୁକ୍ତ ୨ ବାଣିଜ୍ୟର ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ବହୁ ଘାତ ପ୍ରତିଘାତ ମଧ୍ୟରେ ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଫଳ ବାହାରିଥିବା ବେଳେ ରେଜଲ୍ଟ ମଧ୍ୟ ବେଶ୍‌ ଉତ୍ସାହଜନକ ରହିଛି।…

ଧାର୍ଯ ଲକ୍ଷ୍ୟ ଠାରୁ ବହୁ ଦୂରରେ ସୂବର୍ଣ୍ଣର୍ରେଖା ବୃହତ ଜଳସେଚନ ପ୍ରକଳ୍ପ

ବାରିପଦା (ନିରପେକ୍ଷ ଖବର) ତା୧୮/୦୮-ଓଡିଶାର ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ଦେଇ ଯାଇଥିବା ବୃହତ ଜଳ ସେଚନ ପ୍ରକଳ୍ପ ସୂବର୍ଣ୍ଣର୍ରେଖା ଜଳସେଚନ ପ୍ରକଳ୍ପ ଦୀର୍ଘ ବର୍ଷ ହେଲା ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଆସୁଥିବା ବେଳେ ଅଦ୍ୟାବଧି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ…

କରୋନା ସମୟରେ ରାଜ କରୁଛନ୍ତି ଗଞ୍ଜେଇ ବେପାରୀ

ବାରିପଦା(ନିରପେକ୍ଷ ଖବର)ତା-୧୭/୦୮-କରୋନା ସମୟରେ ଲୋକେ ଖାଇବାକୁ ପାଉନାହାନ୍ତି କିନ୍ତୁ ଚୋରା ଗଞ୍ଜେଇ ବେପାରୀଙ୍କ ବେପାର କମୁନି।ସାଧାରଣ ଜନତା ବରଂ ମରନ୍ତୁ କିନ୍ତୁ ଆମେ ବେପାର କରିବୁ। ରାତା ରାତି କୋଟିପତି ହେବାର ନିଶା ପାଇଁ ଗଞ୍ଜେଇ ନିଶାକୁ ଏହି ଚୋରା ବେପାରୀ ମାନେ ଆପଣେଇ ନେଇଛନ୍ତି।…

ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ “ଓଡିଶା ମୋ ପରିବାର -ଜୀବନ ବିନ୍ଦୁ ” ଆନୁକୁଲ୍ୟରେ ରକ୍ତଦାନ…

ଭୁବନେଶ୍ୱର, ନିରପେକ୍ଷ ଖବର: ତା ୧୬/୦୮ ଓଡ଼ିଶା ମୋ ପରିବାର - ଜୀବନ ବିନ୍ଦୁ ତରଫରୁ ଅଗଷ୍ଟ ୯, କ୍ରାନ୍ତି ଦିବସରୁ ଆରମ୍ଭ ହୋଇଥିବା ଜୀବନବିନ୍ଦୁ ରକ୍ତ ଦାନ ଶିବିରର ଆଜି ଉଦଯାପନୀ ଦିବସରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ୱାର୍ଡ଼ ନମ୍ୱର-୧୨ , ରେଲୱେ ସ୍କୁଲ ପରିସରରେ ଆୟୋଜନ…

ଭିଏସ୍‍ଏସ୍‍ ନଗର ଗଡ଼େଶ୍ୱର ହାଟ୍‍ ବଣିକ ସଂଘ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ବର ,ନିରପେକ୍ଷ ଖବର:ଭିିଏସ୍‍ଏସ୍‍ ନଗର ଗଡ଼େଶ୍ୱର ହାଟ ବଣିକ ସଂଘ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। କୋଭିଡ୍‍ ନିୟମାନୁସାରେ ସାମାଜିକ ଦୂରତା ଅବଲମ୍ବନ କରି ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଭିଏସ୍‍ଏସ୍‍ ନଗର ଫାଣ୍ଡି ଭାରପ୍ରାପ୍ତ ଅଧିକାରୀ ଚିତ୍ତରଞ୍ଜନ ରାଉତ…

ସ୍ୱାଧୀନତାର ୭୪ ବର୍ଷ ପରେ ବି ଏମିତି ଏକ ଗାଁ ଅଛି ଯେଉଁ ଗାଁ କୁ ଯିବାକୁ ରାସ୍ତା ନାହିଁ….

କଟକ, ନିରପେକ୍ଷ ଖବର:ତା ୧୫/୦୮/୨୦୨୦ ଏମିତି ଏକ ଗାଁ ଅଛି ଯେଉଁ ଗାଁ କୁ ଯିବାକୁ ରାସ୍ତାଟିଏ ନାହିଁ। ନାଉଗାଁ ବ୍ଲକ୍ ର ବ୍ରାହ୍ମଣୀ ଗାଁ ଯେଉଁ ଗାଁ କୁ ଯିବାକୁ ରାସ୍ତାଟିଏ ନାହିଁ। ଏହି ଗାଁର ଲୋକେ ବର୍ଷାଦିନେ ଗାଁ ଭିତରେ ବନ୍ଦୀ ହୋଇ ରହୁଛନ୍ତି।ନେତା,ମନ୍ତ୍ରୀ, ପ୍ରଶାସନ କେହି ବି ଏହି…