ଜମି ଫାଟି ଆଁ କରିଛି, ବର୍ଷାର ଦେଖା ମିଳୁନି
* ମୁଣ୍ଡରେ ହାତଦେଇ ବସିଛନ୍ତି ଚାଷୀ.....
ଭଦ୍ରକ, ତିହିଡି ୪/୮,(ନିରପେକ୍ଷଖବର): ଶ୍ରାବଣ ମାସ ସାରିବାକୁ ବସିଲାଣି, କିନ୍ତୁ ବର୍ଷାର ଦେଖାଦର୍ଶନ ମିଳୁନି। କେଉଁଠି ଜମି ଫାଟି ଆଁ କଲାଣି ତ ଆଉ କେଉଁ କ୍ଷତ ହଳଦିଆ ପଡ଼ିଗଲାଣି। ବର୍ଷା ଜଳ ଉପରେ ନିର୍ଭର କରୁଥିବା କୃଷକମାନେ ରୁଆ ବେଉଷଣ…