ଓଡିଶା ମୋ ପରିବାର ପକ୍ଷରୁ ୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ ପାଇଁ ଲକ୍ଷ ଧାର୍ଯ୍ୟ…
ଭୁବନେଶ୍ୱର ନିରପେକ୍ଷ ଖବର:ତା ୦୫/୦୮"ଓଡିଶା ମୋ ପରିବାର-ଜୀବନ ବିନ୍ଦୁ"ର ଏକ ସ୍ବତନ୍ତ୍ର ଅଭିଯାନ ଆଗାମୀ ଅଗଷ୍ଟ ୯ ତାରିଖ (କ୍ରାନ୍ତି ଦିବସ)ରୁ ଅଗଷ୍ଠ ୧୫ ତାରିଖ (ସ୍ବାଧୀନତା ଦିବସ) ପର୍ଯ୍ୟନ୍ତ କରାଯିବ। ବର୍ତ୍ତମାନ କରୋନା ମହାମାରୀର ଜଟିଳମୟ ସ୍ଥିତିରେ ରାଜ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ…