Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space
Yearly Archives

2020

କରୋନା ମ୍ୟାପ୍ ରେ ମୟୁରଭଞ୍ଜ……

ବାରିପଦା(ନିରପେକ୍ଷ ଖବର)ତା୦୭/୦୫/ରାଜ୍ୟରେ ଆଜି କରୋନ ମ୍ୟାପରେ ମୟୁରଭଞ୍ଜ ଯୋଡ଼ି ହୋଇଛି ।ଦିନକରେ ୩ଜଣ କରୋନା ରୋଗୀ ଜିଲ୍ଲାରେ ଚିହ୍ନଟ ହୋଇଛି। ଚିନ୍ହଟ ହୋଇଥିବା ରୋଗୀମାନେ ସୁରତ ଫେରନ୍ତା ପ୍ରବାସୀ ବୋଲି ଜଣାପଡ଼ିଛି। ଏ ବାବଦରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଟ୍ୱିଟ୍…

କାୟା ଵିସ୍ତାରୁଛି ମହାମାରୀ ଗୋଟିଏ ଦିନରେ ୨୦ ଆକ୍ରାନ୍ତ….

ଭୁବନେଶ୍ୱର ,ନିରପେକ୍ଷ ଖବର:ତା-୭/୫/ ରାଜ୍ୟରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା । ଏହି ମହାମାରୀକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । କିନ୍ତୁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଆଉ ୨୦କରୋନା…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି…

ଭୁବନେଶ୍ୱର, ନିରପେକ୍ଷ ଖବର:ତା-୦୬/୦୫/୨୦ ଆଜି ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି। ମୃତ୍ୟୁ ହୋଇଥିବା ଵ୍ୟକ୍ତି ଖୋର୍ଦ୍ଧା ଜିଲ୍ଲାର ବୋଲି କୁହାଯାଇଛି।ସ୍ପଷ୍ଟ ଭାବରେ ଆକ୍ରନ୍ତ ଜଣକର କୋଣସି ବିବରଣୀ…

ଖୋଲିଲାନି ମଦ ଦୋକାନ, ନିରାଶ ହୋଇ ଫେରିଲେ…..

ଭୁବନେଶ୍ୱର ନିରପେକ୍ଷ ଖବର: ତା,(୦୫/୦୫/ ୨୦୨୦)୪୦ ଦିନର ଅପେକ୍ଷା ପରେ ଶେଷରେ ମଦୁଆ ମାନଙ୍କ ଆଶା ନିରାଶରେ ପରିଣତ ହୋଇଥିଲା। ଚାତକ ପରି ଅନେଇ ବସିଥିଲେ କେବେ ଖୋଲିବ ମଦ ଦୋକାନ। ଆଉ ଶେଷରେ ଅପେକ୍ଷାର ଅନ୍ତ ହେଲା। କେନ୍ଦ୍ର ସରକାର ଗ୍ରୀନ ଯୋନରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଲେ।ଏହି ଖବର…

ଜେଇଇ ମେନ୍ ପରୀକ୍ଷା ପାଈଁ ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ବଡ଼ ଘୋଷଣା ….

ଭୁବନେଶ୍ୱର, ନିରପେକ୍ଷ ଖବର:ତା-୫/୫/ କରୋନାର ଭୟ ଭିତରେ ପରୀକ୍ଷାକୁ ନେଇ ନିଷ୍ପତି ନେଇଛନ୍ତି ସରକାର । ଜୁଲାଇ ୧୮ରୁ ୨୩ ଭିତରେ ହେବ ଜେଇଇ ମେନ୍ ପରୀକ୍ଷା । ସେହିପରି ଅଗଷ୍ଟରେ ହେବ ଜେଇଇ ଆଡ଼ଭାନ୍ସ ପରୀକ୍ଷା । ଜୁଲାଇ ୨୬ରେ ମେଡ଼ିକାଲ ପ୍ରବେଶିକା ପରୀକ୍ଷା କରିବା ନେଇ ଘୋଷଣା କରିଛନ୍ତି…

ଓଡ଼ିଶା ମତ୍ସ୍ୟ ସେବା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୩ ଲକ୍ଷ ଟଙ୍କା ପ୍ରଦାନ..

ଭୁବନେଶ୍ୱର,ନିରପେକ୍ଷ ଖବର: ୦୫ ମଇ,୨୦୨୦ କରୋନା ଭୂତାଣୁ ସଂକ୍ରମଣ (କୋଭିଡ୍‌-୧୯)ର ମୁକାବିଲା ନିମନ୍ତେ ଓଡ଼ିଶା ମତ୍ସ୍ୟ ସେବା ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୩ ଲକ୍ଷ ଟଙ୍କାର ଏକ ଚେକ୍‌ ପ୍ରଦାନ କରାଯାଇଛି । ଆଜି କୃଷି ଭବନଠାରେ ଏହି ଅର୍ଥରାଶିକୁ କୃଷି ଓ କୃଷକ…

କଂଗ୍ରେସ ଧଉଳି ଅଞ୍ଚଳରେ ଜାଯାବରଙ୍କୁ ବାଣ୍ଟିଲେ ଶୁଖିଲା ଖାଦ୍ୟସାମଗ୍ରୀ..

ଭୁବନେଶ୍ୱର ,ନିରପେକ୍ଷ ଖବର: ତା ୫.୫.୨୦ ସମଗ୍ର ବିଶ୍ୱରେ ତଥା ଦେଶ ଓ ରାଜ୍ୟରେ ଦେଖାଦେଇଥିବା କୋରୋନା ମହାମାରିକୁ ପ୍ରତିହତ କରିବାପାଇଁ ନିୟମ ଲାଗୁହୋଇଥିବା ଲକଡାଉନ କୁ ମାନି ଅଧିକାଂଶ ଗରିବ ଶ୍ରେଣୀର ଲୋକେ ଖାଦ୍ୟବିନା ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ଏମାନଙ୍କୁ ସରକାରଙ୍କ…

ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟ ରେ ହେଲା ବାହାଘର।

ବାରିପଦା(ନିରପେକ୍ଷ ଖବର)ତା-୦୫/୦୫-ବାହାଘରରେ ପଡିଛି କରୋନା ପ୍ରଭାବ।ଲକ ଡାଉନ ଯୋଗୁଁ ମନ୍ଦିର କିମ୍ବା ମଣ୍ଡପରେ ବିବାହ ନିମନ୍ତେ ଅନୁମତି ନ ମିଳିବାରୁ ରାଇରଙ୍ଗପୁର ଉପଖଣ୍ଡ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟରେ ବାହାଘର ସମ୍ପାଦନା ହେଲା। ନା ବାଜା ନା ରୋଷଣୀ ନା ବରଯାତ୍ରୀ ନିରାଡମ୍ବର ଭାବେ…

ମୟୂରଭଞ୍ଜକୁ ଫେରିଲେ କୋଟାରେ ଫସି ଥିବା ଛାତ୍ରଛାତ୍ରୀ ।

ବାରିପଦା(ନିରପେକ୍ଷ ଖବର)ତା-୦୫/୦୫-ଲକ ଡାଉନ ପାଇଁ ମୟୁରଭଞ୍ଜ ଜିଲ୍ଲା ସମେତ ରାଜ୍ୟର ଅନେକ ଛାତ୍ରଛାତ୍ରୀ ଓ ଲୋକମାନେ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି। ତେବେ ରାଜ୍ୟ ସରକାର ସେମାନଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ଉଦ୍ୟମ କରୁଛନ୍ତି। ମୟୁରଭଞ୍ଜ ଜିଲ୍ଲାର ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା…

ଭିନକ୍ଷମ ଛାତ୍ର ଓ ସଫେଇ କର୍ମଚାରୀ ଙ୍କୁ ସହାୟତାର ହାତ ବଢାଇଲେ ଅର୍ଜୁନ

ଭୂବନେଶ୍ୱର,ନିରପେକ୍ଷ ଖବର:୦୨.୦୫:ସମଗ୍ର ବିଶ୍ୱ କରୋନା ମହାମାରୀରେ ସଂଗ୍ରାମ କରୁଥିବା ବେଳେ ନିରାଶୟ , ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଥିବା ଯୁବ ସମାଜସେବୀ ଅର୍ଜୁନ ସାହୁ ପୁଣିଥରେ ମହାନତାର ପରିଚୟ ଦେଇଛନ୍ତି । ରାଜଧାନୀର ଚେତନା ମହାବିଦ୍ୟାଳୟରେ…

ସାମାଜିକକର୍ମୀ ମାନଙ୍କ ସୁରକ୍ଷା ଭବିଷ୍ୟତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ ଜଣାଇଲା ଓଡିଶା ସମାଜସେବୀ ମହାସଂଘ

ଭୁବନେଶ୍ୱର,ନିରପେକ୍ଷ ଖବର:ତା,୦୨/୦୪ ବାତ୍ୟା ହେଉ କି ବନ୍ୟା କିମ୍ବା କରୋନା ମହାମାରୀ , ସବୁ ପରିସ୍ଥିତି ରେ ସାମାଜିକକର୍ମୀ ମାନେ ବିନା ସରକାରୀ ସୀକୃତିରେ ସେମାନେ ସାମାଜିକ ସେବା ଯୋଗାଇଥାନ୍ତି , ସାମ୍ପ୍ରତିକ ସ୍ଥିତିରେ ଡାକ୍ତର , ଆଶାକର୍ମୀ ,ପୋଲିସ , ଗଣମାଧ୍ୟମ ପ୍ରତିନିଧି ପ୍ରଶାସନିକ…

ଭିଏସ୍‍ଏସ୍‍ ନଗର ଗଡ଼େଶ୍ୱର ହାଟ ବଣିକ ସଂଘ ପକ୍ଷରୁ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,ନିରପେକ୍ଷ ଖବର: ମହାମାରୀ କରୋନା ଭୂତାଣୁ ପ୍ରଭାବ ଯୋଗୁ ଲୋକେ ଘରେ ରହୁଥିବାବେଳେ ନିଜ ଜୀବନକୁ ବାଜି ଲଗାଇ ପ୍ରତିଦିନ ସହର ଗଳିକନ୍ଦି ବୁଲି ସଫାସୁତୁରା କାର୍ଯ୍ୟରେ ନିୟୋଜିତ କରିଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‍ସି)ର ସଫେଇ କର୍ମଚାରୀଙ୍କୁ ସେମାନଙ୍କ ଉତ୍ସର୍ଗିକୃତ ସେବା…

ରାଜ୍ୟରେ କାୟା ମେଲାଇ ଚାଲିଛି କରୋନା…

ଭବନେଶ୍ବର, ନିରପେକ୍ଷ ଖବର:୩୦/୦୪: ରାଜ୍ୟରେ ଆଜି ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ଯାଜପୁର ଅଞ୍ଚଳର । ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ରେ ପହଁଚିଛି । ଏହା ସହ ଯାଜପୁରରେ ଆକ୍ରାନ୍ତଙ୍କ  ସଂଖ୍ୟା ୨୨ ଛୁଇଁଛି । ସୂଚନା ଅନୁଯାୟୀ,…

ରେଡ଼ ସ୍ୱସ୍ତିକ୍ ସୋସାଇଟି ଓ କମିଶନରେଟ୍ ପୋଲିସ୍ ମିଳିତ ସହଯୋଗରେ ରକ୍ତଦାନ ଶିବିର

ଭୂବନେଶ୍ବର, ନିରପେକ୍ଷ ଖବର :ରେଡ଼ ସ୍ୱସ୍ତିକ ସୋସାଇଟି ଓ କମିଶନରେଟ ପୋଲିସ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପୋଲିସ ରିଜର୍ଭ ଅଫିସଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ତିରିଶ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରେଡ଼ ସ୍ୱସ୍ତିକ ର ସେକ୍ରେଟାରୀ…

ପାଣିପାଗ ବିଭାଗର ୮ ଟି ଜିଲ୍ଲାକୁ ସତର୍କତା ବା ୟେଲୋ ଓ୍ୱାର୍ଣିଂ ଜାରି….

ଭୁବନେଶ୍ୱର, ନିରପେକ୍ଷ ଖବର:ତା,୨୯/୦୪ ଦକ୍ଷିଣ ଆଣ୍ଡାମାନ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି, କିନ୍ତୁ ଏହା ଦ୍ୱାରା ବାତ୍ୟା ହେବାର ଆଶଙ୍କା କମ୍ ଅଛି। ଓଡ଼ିଶା, ଆନ୍ଧ୍ର ପ୍ରଭୃତି ରାଜ୍ୟରେ ବାତ୍ୟା ଆଶଙ୍କା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ଆସନ୍ତା ୫…

ଆଉ ୩ ନୂଆ ଜିଲ୍ଲାକୁ ବ୍ୟାପିଲା କରୋନା …

ଭୁବନେଶ୍ୱର, ନିରପେକ୍ଷ ଖବର:ତା,୨୯/୦୪ ଓଡ଼ିଶାରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ବ୍ୟାପି ଚାଲିଛି । ପୂର୍ବରୁ କିଛି ଜିଲ୍ଲାରେ ସୀମିତ ଥିବା କରୋନା ମହାମାରୀ ଏବେ ୧୪ ଜିଲ୍ଲାକୁ ବ୍ୟାପିଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ପ୍ରଶାସନ ଓ ରାଜ୍ୟ…

ଭୁବନେଶ୍ୱରରେ ପୁଣି ଜଣେ କରୋନା ଆକ୍ରାନ୍ତ ….

ଭୁବନେଶ୍ୱର, ନିରପେକ୍ଷ ଖବର:ତା,୨୯/୦୪( ବୁଧବାର) ଆଜି ଭୁବନେଶ୍ୱରରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ ।ଆକ୍ରାନ୍ତ ଜଣକ ୭୭ବର୍ଷୀୟ ବ୍ୟକ୍ତି ଅଟନ୍ତି । ସେ ଭୁବନେଶ୍ୱର ସ୍ଥିତ ମଧୁସୂଦନ ନଗର ଅଞ୍ଚଳର।ପ୍ରକାଶ ଥାଉକି ସେ କେସ୍ ନମ୍ବର ୪୧ର ନିକଟ ସମ୍ପର୍କୀୟ ଅଟନ୍ତି । ଏହାକୁ ମିଶାଇ…

ପାଇକ ମହାସଂଘର ନିଆରା ଢଙ୍ଗରେ ଅକ୍ଷୟ ତୃତୀୟା ପାଳନ

ଭୁବନେଶ୍ୱର,ନିରପେକ୍ଷ ଖବର: ୨୭/୦୪/୨୦ : କରୋନା ମହାମାରୀ ସାରା ବିଶ୍ୱ ପାଇଁ ଏକ ବିରାଟ ଆହ୍ୱାନ ସୃଷ୍ଟି କରିଛି । ରାଜ୍ୟ ସରକାର ନିଜର ସମସ୍ତ ପ୍ରସ୍ତୁତି ସହିତ ଏହି ଅଭୂତପୂର୍ବ ମହାମାରୀର ମୁକାବିଲା କରୁଛନ୍ତି । ଏହି ମହାମାରୀକୁ ସଫଳତାର ସହିତ ପ୍ରତିହତ କରିବାରେ ପୁଲିସ କର୍ମଚାରୀଙ୍କ…

ଲକ୍ ଡାଉନ୍ ପରେବି ୧୦୦ ଛୁଇଁଲା …

ଭୁବନେଶ୍ୱର, ନିରପେକ୍ଷ ଖବର:ତା,୨୫/୦୪/୨୦ ଓଡ଼ିଶାରେ ଲକ୍ ଡାଉନ୍ ହୋଇ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଛୁଇଁଲା। ସଚେତନ ହେଉନାହାନ୍ତି ଜନସାଧାରଣ । ଯାହା ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା କମିବା ବଦଳରେ ବୃଦ୍ଧି ପାଉଛି। ଆଜି ଯାଜପୁର ଅଂଚଳରୁ ୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।…

ସହଯୋଗର ହାତ ବଢାଇଛି ରେଡ୍ ସ୍ବସ୍ତିକ୍…

ଭୂବନେଶ୍ବର, ନିରପେକ୍ଷ ଖବର: ଦେଶର ଅଗ୍ରଣୀ ସମାଜସେବା ଅନୁଷ୍ଠାନ ରେଡ୍ ସ୍ବସ୍ତିକ୍ ସୋସାଇଟି ବିଶ୍ବ,ଦେଶ ତଥା ରାଜ୍ୟର କରୋନା ପରି ଏକ ମହାମାରୀ ସ୍ଥିତିରେ ଅସହାୟ ଜନସାଧାରଣଙ୍କ ସେବା ନିମନ୍ତେ ସହଯୋଗର ହାତ ବଢାଇଛି।ଅନୁଷ୍ଠାନର ଓଡିଶା ଶାଖା ମୁଖ୍ୟ ଶ୍ରୀ ବିଜୟ ଆଚାର୍ଯ୍ୟ ଓକୋଷାଧକ୍ଷ ତଥା…