Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space
Yearly Archives

2020

ବିଶ୍ୱ ମହିଳା ଦିବସକୁ କଳା ଦିବସ ରୂପେ ପାଳନ କରିବ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ

ଭୁବନେଶ୍ୱର,ନିରପେକ୍ଷ ଖବର,ତା: ୦୩.୦୩ : ଆଜକୁ ଦୀର୍ଘ ଦୁଇବର୍ଷ ହେବ ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମ୍‌ପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ତାଲିମପ୍ରାପ୍ତ ଏ.ଏନ୍‌.ଏମ୍ ମହିଳାମାନଙ୍କୁ ସରକାରୀ କ୍ଷେତ୍ରରେ ନିଯୁକ୍ତି ଦେବା ପାଇଁ ସଂଘର୍ଷ କରି ଆସୁଛି । ସରକାର ପ୍ରତ୍ୟେକ ଥର…

ସାମ୍ବତ୍ସରିକ ଶତରୁପା ସନମାନ ସମାରୋହ ୨୦୨୦’

ଭୁବନେଶ୍ୱର,ନିରପେକ୍ଷ ଖବର, ୦୨/୦୩/୨୦୨୦ : ଶତରୁପା ସଙ୍ଗୀତ ଓ ସାହିତ୍ୟ ପ୍ରକାଶିକା, ଭୁବନେଶ୍ୱର ‘ସାମ୍ବତ୍ସରିକ ଶତରୁପା ସମାରୋହ ୨୦୨୦’ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ…

ବାରିପଦାରେ ପଲସର ଆତଙ୍କ …

ବାରିପଦା ୦୨/୦୩-(ନିରପେକ୍ଷ ଖବର): ସହରରେ କଳା ପଲସର ଆତଙ୍କ । ସନ୍ଧ୍ୟା ୬ଟା ବେଳେ ୮୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ । ଲୁଟର ଶିକାର ହେଲେ ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୧୦ର ସୁଲଚନା ନାଏକ ।ସୋମବାର ସନ୍ଧ୍ୟା ୬ଟା ସମୟରେ ସ୍ଥାନୀୟ ଏକ ବନ୍ଧନ ବ୍ୟାଙ୍କରୁ ୮୦ ହଜାର…

ଡେଡ଼ ଲାଇନ ଶେଷ ହେଲା ପରେ କଟିଲା ଫାଇନ।

ବାରିପଦା(ନିରପେକ୍ଷ ଖବର)ତା-୦୨/୦୩- ସରକାର ଙ୍କ ପକ୍ଷରୁ କିଛି ମାସ ପାଇଁ କୋହଳ ହୋଇଥିବା ମୋଟର ଯାନ ଆଇନର ଡେଡ଼ ଲାଇନ ଶେଷ ହୋଇଛି।ଟ୍ରାଫିକ ନିୟମ ଉଲ୍ଲଘନକାରୀ ସାବଧାନ କରିବାକୁ ନିୟମ କାନୁନ କୁ କଡ଼ାକଡ଼ି କରି ପାଳନ କରିବା ଯାଞ୍ଚ ଆରମ୍ଭ ହୋଇଯାଇଛି। ନୂଆ ମୋଟରଯାନ ଆଇନ ସେପ୍ଟେମ୍ବର ୧,…

ଜେଲ୍ ରେ ବିଚାରାଧିନ କଏଦୀର ମୃତ୍ୟୁ…

ବାରିପଦା(ନିରପେକ୍ଷ ଖବର)ତା-୦୧/୦୩/୨୦୨୦-ଆଜି ବାରିପଦା ସ୍ଥିତ ପିଆରଏମ୍ ମେଡିକାଲରେ ବାରିପଦା ମଣ୍ଡଳ କାରାଗାର ର ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ସୁରଜ ନାଥ (୪୫) ସମ୍ବଲପୁର ଜିଲ୍ଲାର ସିକମପୁର ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ମୋରଡା ଠାରେ ପ୍ରେମ…

ବିଦ୍ୟୁତ୍ କର୍ମଚାରୀଙ୍କର ଜିଲ୍ଲାସ୍ତରୀୟ ବିଶାଳ ସମାବେଶ ।

ବାରିପଦା(ନିରପେକ୍ଷ ଖବର)ତା-୨୭/୦୨-ନେସ୍କାବିଦ୍ୟୁତ୍ କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ବିଶାଳ ସମାବେଶ ଆୟୋଜିତ ହୋଇଥିଲା। ବାରିପଦା ରଘୁନାଥପୁର ଠାରେ ଏକ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଥିଲା। ସଂଘର ସହସାଧାରଣ ସମ୍ପାଦକ ଶ୍ରୀ ଜ୍ୟୋତିକୃଷ୍ଣ ବେହେରା ସହିତ ସଂଘର ସାଧାରଣ ସମ୍ପାଦକ…

ଓଡିଶା ଶିଳ୍ପର ଅଭିବୃଦ୍ଧିରେ ଜାପାନ ସହଯୋଗୀ ହେବ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,ନିରପେକ୍ଷ ଖବର:ତା: ୨୭/୦୨ – ଓଡିଶା ଶିଳ୍ପର ଅଭିବୃଦ୍ଧିରେ ଜାପାନ ସହଯୋଗୀ ହେବ ବୋଲି ଗୁରୁବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାପାନ ରାଷ୍ଟ୍ରଦୂତ ସତୋଷୀ ସୁଜିକିଙ୍କ ସହ ଆଲୋଚନା କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ…

ଡିଏମଏଫ ଓ ଖଣି ନିଲାମିରୁ ମିଳିଥିବା ଅର୍ଥର ହିସାବ ଦିଅନ୍ତୁ ରାଜ୍ୟସରକାର: ଲେଖାଶ୍ରୀ

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୭/୦୨: କୋଲ ରୟାଲିଟି ବୃଦ୍ଧି କରିବା ନେଇ ଓଡିଶାର ମୁଖ୍ୟ ଶାସନ ସଚିବ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛନ୍ତି । କିନ୍ତୁ ରାଜ୍ୟ ସରକାର ଏହାକୁ ଅସ୍ୱୀକାର କରିପାରିବେ ନାହିଁ କି, କେନ୍ଦ୍ରରେ ମୋଦି ସରକାର ୨୦୧୪ ମସିହାରେ ଆସିବା ପରେ ଖଣିସଂପଦର ନିଲାମି…

ଚୋରକୁ କଙ୍ଗାରୁ କୋର୍ଟରେ ଶାସ୍ତି

ବାରିପଦା(ନିରପେକ୍ଷ ଖବର)ତା-୨୭/୦୨/୨୦୨୦- ଛେଳି ଚୋରି କରିବା ମହଙ୍ଗା ପଡିଲା ଯୁବକକୁ। କଙ୍ଗାରୁ କୋର୍ଟରେ ଶାସ୍ତି ଦେଲେ ଗ୍ରାମବାସୀ। ଏଭଳି ଭୟଙ୍କର ଚିତ୍ର ବା କଙ୍ଗାରୁ କୋର୍ଟ କହୁଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବିଧାନସଭା ଅଧୀନରେ ଥିବା ଚାନ୍ଦୁଆ…

ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ଉର୍ଜା କ୍ଷେତ୍ରକୁ ନୂଆ ଶିଖରକୁ ନେବ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର,ନିରପେକ୍ଷ ଖବର: ୨୫/୦୨ ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଉର୍ଜା କ୍ଷେତ୍ରକୁ ନୂଆ ଶିଖରକୁ ନେବ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଇଣ୍ଡିଆ-ୟୁଏସ୍ ବିଜନେସ୍ ଷ୍ଟୋରୀ : ସୁଯୋଗ, ନବଉନ୍ମେଷ ଏବଂ ଉଦ୍ୟମିତା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି…

ଓଡ଼ିଶା ଫାର୍ମାସିଷ୍ଟ୍ ସେବାସଂଘର ନୂତନ କାର୍ଯ୍ୟ କାର୍ତ୍ତାଙ୍କ ଶପଥ ଗ୍ରହଣ…

ଭୁବନେଶ୍ୱର, ନିରପେକ୍ଷ ଖବର:ତା:୨୩/୦୨/୨୦୨୦ ଉତ୍କଳ ସାମ୍ବାଦିକ ଭବନରେ ଓଡ଼ିଶା ଫାର୍ମାସିଷ୍ଟ୍ ସେବାସଙ୍ଘର ନୂତନ କାର୍ଯ୍ୟକାର୍ତ୍ତାଙ୍କ ଶପଥ ଗ୍ରହଣ ରବିବାର ସଂଘ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଦୀପ କୁମାର ପାଢୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି।ସଭାପତି ଭାବେ ନବୀନ କୁମାର ମହାପାତ୍ର,…

ସରକାର ମୋତେ ରୋଜଗାର ଦିଅ….

ବାରିପଦା(ନିରପେକ୍ଷ ଖବର)ତା-୨୩/୦୨/୨୦୨୦-ଏବେ ରାଜ୍ୟରେ ଦିନକୁଦିନ ବେକାରୀ ସମସ୍ୟା ଉତ୍କୋଟ ରୂପ ଧାରଣ କରିଲାଣି।ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଏଥିପ୍ରତି ଦୃଷ୍ଟି ନଦେବାକୁ ନେଇ ବିଭିନ୍ନ ଦଳ ପକ୍ଷରୁ ବାରମ୍ବାର ଆନ୍ଦୋଳନ ହୋଇ ଆସୁଛି।ଦିନକୁ ଦିନ ରାଜ୍ୟରେ କଳକାରଖାନ ଲୋପ ପାଉଥିବା ବେଳେ…

ଠକେଇ ଏମିତି ବି ହୁଏ, ଜାହା ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ…

ବାରିପଦା(ନିରପେକ୍ଷ ଖବର)ତା-୨୨/୦୨/୨୦୨୦- ସାଧାରଣତଃ ବିଭିନ୍ନ ସମୟରେ ଅନେକ କମ୍ପାନୀ ଓ ସେମାନଙ୍କର କର୍ମଚାରୀମାନଙ୍କ ଦ୍ବାରା ଗ୍ରାହକମାନେ ଠକାମିରେ ଶିକାର ହୋଇଥାଆନ୍ତି। ହେଲେ ଗତ ୧୭ ତାରିଖରେ ବାରିପଦା ଟାଉନ୍ ଥାନା ଅଞ୍ଚଳରେ ଘଟିଥିବା ଏମିତି ଏକ ଘଟଣା ଯାହା ସମସ୍ତଙ୍କୁ ଚକିତ କରିଦେବ।…

ଦେଶର ଯୁବ ବର୍ଗଙ୍କ ପରିଚୟର ନୂଆ ମାଧ୍ୟମ ହୋଇଛି ‘ଖେଲୋ ଇଣ୍ଡିଆ’

କଟକ,ନିରପେକ୍ଷ ଖବର: ଫେବୃୟାରୀ ୨୨ – ‘ଖେଲୋ ଇଣ୍ଡିଆ’ ଦେଶର ଯୁବ ବର୍ଗଙ୍କ ପରିଚୟର ନୂଆ ମାଧ୍ୟମ ହୋଇଥିବା ବେଳେ ଏହା ଦେଶରେ କ୍ରୀଡା କ୍ଷେତ୍ରରେ ନୂଆ ଆଶାର ସଂଚାର ଭରିଛି ବୋଲି ଶନିବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଯୋଗେଁ ସର୍ବ ପ୍ରଥମ ‘ଖେଲୋ ଇଣ୍ଡିଆ’ ବିଶ୍ୱବିଦ୍ୟାଳୟ କ୍ରୀଡାର…

ଅର୍ଥନୀତିରେ ମହିଳାଙ୍କ ସହଭାଗୀତା ଦ୍ୱାରା ଦେଶର ବିକାଶ ସମ୍ଭବ

ଭୁବନେଶ୍ୱର,ନିରପେକ୍ଷ ଖବର:ତା.୨୨/୦୨: ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ ନେତୃତ୍ୱରେ ଦେଶରେ ୫ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥା ଲକ୍ଷ୍ୟ ହାସଲ କରାଯିବ । ଏହି ଅର୍ଥନୀତିରେ ମହିଳାଙ୍କ ସହଭାଗୀତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦେଶରେ ୫୦ ପ୍ରତିଶତ ମହିଳା ବସବାସ କରୁଛନ୍ତି ।…

ବିଜୁ ଜନତା ଦଳର ଇଂରାଜୀ ଭାଷା ପ୍ରତି ଏତେ ଦରଦ କାହିଁକି ?:ବିଜେପି

ଭୁବନେଶ୍ୱର,ନିରପେକ୍ଷ ଖବର: ତା.୨୨/୦୨: ଇଂରାଜି ଭାଷାର ବ୍ୟବହାର କମିଲେ ବିଜୁ ଜନତା ଦଳକୁ ବହୁତ ବାଧୁଛି । ଭୁବନେଶ୍ୱର ଏମ୍ସରେ କିଛି ସରକାରୀ କାମରେ ହିନ୍ଦି ଭାଷାର ବ୍ୟବହାରକୁ ବିଜୁ ଜନତା ଦଳର ବିରୋଧ କରିବା ପରେ ଏହା ପ୍ରମାଣିତ ହେଉଛି । ବିଜୁ ଜନତା ଦଳର ଓଡିଆ ଭାଷା ପ୍ରତି ମମତା କମ୍…

ମହାଶିବରାତ୍ରିରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,ନିରପେକ୍ଷ ଖବର:ତା୨୧/୦୨ ପବିତ୍ର ମହାଶିବରାତ୍ରି ତଥା ଜାଗରଯାତ୍ରା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ସଂଧ୍ୟାରେ ସ୍ଥାନୀୟ ଲିଙ୍ଗରାଜ ମନ୍ଦିରକୁ ଯାଇ ପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ…

ଫେବୃୟାରୀ ୨୩ରେ ଅନୁଷ୍ଠିତ ହେବ ସେଲିବ୍ରେଟି ଚାରିଟି କ୍ରିକେଟ

ଭୁବନେଶ୍ୱର,ନିରପେକ୍ଷ ଖବର : ତା-୨୧/୦୨ ସ୍ୱେଚ୍ଛାସେବୀ ସାମାଜିକ ସଂଗଠନ ‘ୟୁଥ୍ ଫର୍ ଭଲ୍ୟୁାରୀ ୱାର୍କ’ ଓ କର ଫାଉଣ୍ଡେସନ ସହଯୋଗରେ ଫେବୃୟାରୀ ୨୩ ତାରିଖ ରବିବାର ଦିନ ସ୍ଥାନୀୟ ୟନିଟ-୬ସ୍ଥିତ ପ୍ରଗତି ସ୍ପୋର୍ଟିଂରେ ‘ସେଲିବ୍ରେଟି ଚାରିଟି ଟେନିସ୍ ବଲ୍ କ୍ରିକେଟ’ ଅନୁଷ୍ଠିତ ହେବାକୁ ଯାଉଛି ।…

ବିଭିନ୍ନ ଶୈବପୀଠରେ ବାବାଙ୍କ ଦର୍ଶନ ପାଇବା ପାଇଁ ଶ୍ରଦ୍ଧାଳୁ ଭିଡ଼

ଭୁବନେଶ୍ୱର, ନିରପେକ୍ଷ ଖବର:ତା,୨୧/୦୨ ଆଜିି ପବିତ୍ର ମହାଶିବରାତ୍ରୀ ।ଶିବରାତ୍ରୀ ଉପଲକ୍ଷେ ସମସ୍ତ ଶିବ ମନ୍ଦିର ଆଜି ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହେଉଛି । ସମସ୍ତ ଶୈବପୀଠରେ ପାହାନ୍ତାରୁ ବାବାଙ୍କ ଦର୍ଶନ ପାଇବା ପାଇଁ ଶ୍ରଦ୍ଧାଳୁ ଭିଡ଼ ଲଗାଇଛନ୍ତି । ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ…

ବେରୋଜଗାର ପ୍ରତିବାଦରେ ଯୁବମୋର୍ଚ୍ଚା ପକ୍ଷରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ ଓ ବିଧାନସଭା ଘେରାଓ

ଭୁବନେଶ୍ୱର,ନିରପେକ୍ଷ ଖବର:ତା.୨୦/୦୨: ଦୀର୍ଘ ୨୦ ବର୍ଷ ଶାସନ ପରେ ଓଡିଆ ଯୁବକଙ୍କୁ ସରକାର ଧୋକ୍କା ଦେବା ସହ ପ୍ରତାରିତ କରିଛନ୍ତି । ରାଜ୍ୟ ସରକାରଙ୍କ ଅପରାଗତ ପାଇଁ ଆଜି ଓଡିଶା ବେରୋଜଗାରୀ ଏବଂ ବେକାରୀରେ ୧ ନମ୍ବର ସ୍ଥାନରେ ରହିଛି । ୨୦୦୯ରୁ ଆଜି ଯାଏଁ ଦୀର୍ଘ ୧୦ ବର୍ଷ ଭିତରେ…