Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space
Yearly Archives

2020

ବୃଦ୍ଧାଶ୍ରମରେ ଅଭିନେତ୍ରୀ ଅଙ୍କିତା ପାଳନ କଲେ ଭାଲେନଟାଇନ ଡେ

ଭୁବନେଶ୍ୱର,ନିରପେକ୍ଷ ଖବର: ତା୧୪.୦୨.୨୦୨୦ ରିଖ:- ଯେଉଁମାନଙ୍କ ପୁଅ ଝିଅ,ନାତିନାତୁଣୀ ଥାଇ ମଧ୍ୟ ନିଜ ବୃଦ୍ଧ ପିତାମାତାଙ୍କୁ ପଚାରନ୍ତିନି ଦେଖାଶୁଣା କରନ୍ତିନି ସେମାନେ ଅନ୍ୟ ଉପାୟ ନପାଇ ବିଭିନ୍ନ ବୃଦ୍ଧାଆଶ୍ରମରେ ନିଜର ବାକି ଜୀବନ ଅତିବାହିତ କରନ୍ତି । ସେମାନେ ପ୍ରେମ ଦିବସ ବୋଲି କିଛି…

ପିସିସି ଏସ୍‌.ସି. / ଏସ୍‌.ଟି. / ଓବିସି ବିଭାଗ ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୫.୨ – କେନ୍ଦ୍ରରେ ବିଜେପି ନେତୃତ୍ୱ ସରକାର ଦଳିତ, ଆଦିବାସୀ ଓ ପଛୁଆବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ଉଠାଇ ଦେବା ପାଇଁ କରୁଥିବା ଚକ୍ରାନ୍ତର ବିରୋଧ କରିବାକୁ ନିଖିଳ ଭାରତ କଂଗ୍ରେସ କମିଟି ନିର୍ଦ୍ଦେଶକ୍ରମେ ଆଜି ଓଡିଶା ପ୍ରଦେଶ…

ନିଶାସକ୍ତ ଅବସ୍ଥାରେ କର୍ତ୍ତବ୍ୟ ରତ ପୋଲିସର ଉନ୍ମତ କାଣ୍ଡ।

ବାରିପଦା(ନିରପେକ୍ଷ ଖବର)ତା-୧୪/୦୨/୨୦୨୦-ନିଶାସକ୍ତ ଅବସ୍ଥାରେ କର୍ତ୍ତବ୍ୟ ରତ ପୋଲିସଙ୍କର ଉନ୍ମତ କାଣ୍ଡ । ଏହି ଭଳି ଘଟଣା ଦେଖିବାକୁ ମିଲିଛି ମୟୁରଭଂଜ ଜିଲ୍ଲା ବଡ଼ସାହି ଥାନା ହିଙ୍ଗୁଳା ଯାତ୍ରାରେ ।ଏହି ଅଞ୍ଚଳରେ ଏହା ଏକ ବଡ଼ ପର୍ବ ହୋଇଥିବାରୁ ହିଙ୍ଗୁଳା ଯାତ୍ରାରେ ମା" ଙ୍କ ଦର୍ଶନ ଓ…

ପୁଅର ଟାଙ୍ଗିଆ ଚୋଟରେ ବାପର ମୃତ୍ୟୁ ।

ବାରିପଦା(ନିରପେକ୍ଷ ଖବର)ତା-୧୪/୦୨/୨୦୨୦- ପୁଅର ଟାଙ୍ଗିଆ ଚୋଟରେ ବାପର ମୃତ୍ୟୁ ଘଟିଛି । ଏମିତି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ରଙ୍ଗଜାମ୍ ଗ୍ରାମରେ । ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଆଜି ସକାଳ…

ବାରିପଦା ରେଞ୍ଜରୁ ହାତୀ ଦାନ୍ତ ଉଦ୍ଧାର

ବାରିପଦା୧୩/୨(ନିରପେକ୍ଷ ଖବର): ବାରିପଦା ଜଙ୍ଗଲ ରେଞ୍ଜ ଅଧିନରେ ଯାଉଥିବା ଟିଟିଆ ଛକ ଠାରେ ସାଧାରଣ ଗାଡିଚେକିଂ ସମୟରେ ଓଡି ୧୧ ୫୨୮୦ ନମ୍ବର ର ଏକ ଅଟୋ ରୁ ଦୁଇଟି ହାତୀ ଦାନ୍ତ ଉଦ୍ଧାର ହେବା ସହିତ ୫ ଜଣ ଯୁବକ ଗିରଫ ହୋଇଛନ୍ତି। ବାରିପଦା ଜଙ୍ଗଲ ରେଞ୍ଜ ଅଫିସ୍ ହାଜତରେ ତାକୁ ରଖାଯାଇଛି ।…

ଓବିସି କମିଶନ ଗଠନ କରିବାରେ ଚାଲାକି ଧରାପଡ଼ିଗଲା

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୩.୨ - ରାଜ୍ୟ ସରକାର ସନ୍ଧ୍ୟାବେଳେ ଅତି ତରବରିଆ ଭାବରେ ଓବିସି ଗଠନ କରି ଯେଉଁ ବା ବା ନେବାକୁ ବସିଛନ୍ତି ତାହା ଆଜି ଧରାପଡ଼ିଯାଇଛି । ୨୦୦୬ ମସିହାରୁ ଏ ରାଜ୍ୟ ସରକାର ଓବିସି କମିଶନକୁ ଅଚଳ କରି ରଖିଥିଲେ । ୨୦୧୧ ମସିହାରେ ମାନ୍ୟବର ଓଡ଼ିଶା ହାଇକୋର୍ଟ…

ବାରିପଦାରେ ଧରା ପଡିଲା ନକଲି ତେଲ କାରବାର।

ବାରିପଦା(ନିରପେକ୍ଷ ଖବର)ତା-୧୩/୦୨-ବାରିପଦା ସହର ଭିତରେ ଚାଲିଛି ଚୋରା ତେଲ କାରବାର। ନକଲି ତେଲ ବିକ୍ରି କରୁଥିବା ବେଳେ ଜଣେ ଅଭିଯୁକ୍ତ ବ୍ୟବସାୟୀକୁ ଗିରଫ କରିଛି ବାରିପଦା ଟାଉନ ଥାନା ପୁଲିସ। ଅଭିଯୁକ୍ତ ପାଖରୁ ଦୁଇ ଲିଟର ନକଲି ସୋରିଷ ତେଲ ଜବତ କରାଯାଇଛି। ଏଥିସହିତ ବ୍ୟବସାୟୀ…

ମହିଳାନେତ୍ରୀଙ୍କ ଆତ୍ମହୃତି ପାଇଁ ପୋଲିସ ପ୍ରଶାସନ ଦାୟୀ :ବିଜେପି

ଭୁବନେଶ୍ୱର,ନିରପେକ୍ଷ ଖବର: ତା.୧୩/୦୨: ଗତକାଲି ପୁଲିସ ଠାରୁ ନ୍ୟାୟ ନପାଇ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେହରେ ନିଆଁ ଲଗାଇ ଆତ୍ମାହୂତି ଉଦ୍ୟମ କରିଛନ୍ତି ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର । ଗତ ୨୮ ତାରିଖରେ ପାକିଂକୁ ନେଇ ମୀନାକ୍ଷୀ ମିଶ୍ର ଏବଂ ତାଙ୍କ ପୁଅଙ୍କୁ କିଛି ଦୁବୃତ…

ସରକାରୀ ଅଫିସରଙ୍କ ତୃଟି ଯୋଗୁଁ ୨୩ଟି ଗାଁର ସ୍ଥିତିବାନ ଜମି ଜଗନ୍ନାଥଙ୍କ ଜମିରେ ପରିଣତ..

ଭୁବନେଶ୍ୱର,ନିରପେକ୍ଷ ଖବର :ତା ୧୨.୦୨.୨୦୨୦ ସେଟେଲ୍‌ମେଂଟ ଅଫିସରଙ୍କ ତ୍ରୁଟି ଯୋଗୁଁ ଜଟଣୀ ବିଧାନସଭା ନିର୍ବାଚନ ମଣ୍ଡଳୀର ୨୩ଟି ଗାଁର ସାଧାରଣ ଲୋକଙ୍କର ସ୍ଥିତିବାନ ଜମି ଏବେ ଜଗନ୍ନାଥ ଜମିରେ ପରିଣତ ହୋଇଯିବା ଫଳରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଜଟଣୀ ବିଧାୟକ ସୁରେଶ କୁମାର…

ଫେସନ୍ ସୋ ମାଧ୍ୟମରେ ଓଡିଶା କଳା ଓ ସଂସ୍କୃତି ବିକାଶ ପାଇଁ ଅଭିନବ ପ୍ରୟାସ

ଭୁବନେଶ୍ୱର,ନିରପେକ୍ଷ ଖବର: ୬/୨/୨୦୨୦- ଓଡିଶା ଆର୍ଟ ଏଣ୍ଡ କଲଚର ଫାଉଣ୍ଡେସନ ତରଫରୁ ଓଡିଶାର କଳା ଓ ସଂସ୍କୃତିକୁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ନିମନ୍ତେ ଫେସନ୍ ସୋ କାର୍ଯ୍ୟକ୍ରମ “ନାୟକୀ”ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ…

ପୁରୁଣା ଭୁବନେଶ୍ୱରର ସମାଜସେବୀ ବାସୁଦେବ ଗରାବଡୁଙ୍କ ପରଲୋକ

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୫.୨.୨୦୨୦ ରିଖ ଦିନ ୧୨ଟା ୧୦ ମିନିଟ ରେ ଏକ ଘରୋଇ ହସ୍ପିଟାଲରେ ଚିକିଶ୍ଚିତ ହେଉଥିବା ପୁରୁଣା ଭୁବନେଶ୍ୱରର ଜଣାଶୁଣା ପ୍ରତିଷ୍ଠିତ ସମାଜସେବୀ *ବାସୁଦେବ ଗରାବଡୁଙ୍କ* ପରଲୋକ ହୋଇଯାଇଛି।ମୂର୍ତ୍ତୃବେଳକୁ ତାଙ୍କ ବୟସ ୮୬ ବର୍ଷ ହୋଇଥିଲା।ସେ ରାଜ୍ୟ ଜଳସେଚନ…

କର୍କଟ ପିଡ଼ିତଙ୍କ ନିମନ୍ତେ ପାଣ୍ଠି ସଂଗ୍ରହ ଓ ସଂସ୍କୃତିକ କାର୍ଯ୍ୟକ୍ରମ…

ଭୂବନେଶ୍ୱର,ନିରପେକ୍ଷ ଖବର:– ଭୂବନେଶ୍ୱର,ନିରପେକ୍ଷ ଖବର:– ରେଡ଼୍ ସ୍ୱସ୍ତିକ ସୋସାଇଟି ଓଡ଼ିଶା ଶଖା, ସମ୍ପଲି କେୟାର କ୍ଲିନିକ୍ ଓ ଲାୟନ ମିନତୀ ବେହେରା କ୍ୟାନସର ଫାଉଣ୍ଡେସନ୍‌ର ମିଳିତ ସହଯୋଗରେ କର୍କଟ ପିଡ଼ିତଙ୍କ ଚିକିତ୍ସା ପାଇଁ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ ସ୍ଥାନୀୟ ଜୟଦେବ ଭବନଠାରେ…

ରାମ ମନ୍ଦିର ନିର୍ମାଣକୁ ନେଇ ମୋଦି ସରକାରଙ୍କ ଐତିହାସିକ ଘୋଷଣା….

*ସମଗ୍ର ଓଡିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ବିଜେପି। ଭୁବନେଶ୍ୱର,ନିରପେକ୍ଷ ଖବର:୦୫/୦୨: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କେନ୍ଦ୍ରରେ ମୋଦି ସରକାର ଭବ୍ୟ ରାମ ମନ୍ଦିର ନିର୍ମାଣ ଲାଗି "ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’’ ନାମରେ ଏକ ଟ୍ରଷ୍ଟ ଗଠନ…

ଶୋଭନୀୟ ପ୍ଲେ ସ୍କୁଲର ୧୭ତମ ବାର୍ଷିକ ଉତ୍ସବ

ଭୁବନେଶ୍ୱର,ନିରପେକ୍ଷ ଖବର: ତା,୦୨/୦୨/୨୦୨୦  ପୋଖରୀପୁଟ ସ୍ଥିତ ଶୋଭନୀୟ ପ୍ଲେ ସ୍କୁଲର ୧୭ତମ ବାର୍ଷିକ ଉତ୍ସବ ଆଜି ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଶିକ୍ଷାବିତ ପ୍ରଫେସର ଡ. ବାସୁଦେବ ଛାଟୋଇ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଥିଲେ ଛାତ୍ରଛାତ୍ରୀମାନେ ଦେଶ…

ମଦ ବେପାରୀକୁ ସୁରକ୍ଷା ଦେଉଥିବା ଅଭିଯୋଗ କରି ପୁଲିସକୁ ୪ ଘଣ୍ଟା ଅଟକ ରଖିଲେ ମହିଳା…

ମଦ ବେପାରୀକୁ ସୁରକ୍ଷା ଦେଉଛି ପୁଲିସ୍... ଭଦ୍ରକ,ତିହିଡି, (ନିରପେକ୍ଷଖବର ),୦୧,୦୨,୨୦୨୦: ମଦ ବେପାରୀକୁ ସୁରକ୍ଷା ଦେଉଥିବା ଅଭିଯୋଗ କରି ପୁଲିସକୁ ୪ ଘଣ୍ଟା ଅଟକ ରଖିଲେ ମହିଳା। ଭଦ୍ରକ ଜିଲ୍ଲା ତିହିଡି ଥାନା ସୟା ପଞ୍ଚାୟତ ଅଧିନ ବାଂଶବାଗ ଗାଁରେ ଏଭଳି ଘଟଣା ଦେଖିବାକୁ…

ବିଧାୟକ ଅନନ୍ତ ଜେନା ଓ ପୋଲିସ ଡିଏସପି ଅନୁପଙ୍କ ବିରୁଦ୍ଧରେ ବିଜେପି ଦାୟର କଲା ମୋକଦ୍ଦମା

ଭୁବନେଶ୍ୱର,ନିରପେକ୍ଷ ଖବର,ତା.୩୦/୦୧: ରାଜ୍ୟରେ ପୋଲିସ ବ୍ୟବସ୍ଥା ବଡ ଆଶ୍ଚର୍ଯ୍ୟଜନକ ଭାବରେ ଚାଲିଛି । କମିଶନରେଟ ପୋଲିସ ସତରେ ସାଧାରଣ ଲୋକଙ୍କ ପାଇଁ କାମ କରୁଛି ନା ଶାସକ ଦଳର ଗୁଣ୍ଡା ବାହିନି ଭାବେ କାମ କରୁଛି । ୩ ଦିନ ତଳେ ଦୁଇ ଜଣ ଆଦିବାସୀ ଝିଅ ସମ୍ପୃର୍ଣ୍ଣ ଗଣତାନ୍ତ୍ରିକ…

ଭୁବନେଶ୍ୱର ରନ୍‌ୱେ ସପ୍ତାହ ଏବଂ କର୍ପୋରେଟ୍ ଆଇକନ୍ ଆୱାଡ୍ସ

ଭୁବନେଶ୍ୱର,ନିରପେକ୍ଷ ଖବର:(୨୯/୧) : ବିବାହ ହେଉ କି କୌଣସି ଉତ୍ସବ, ସବୁଥିରେ ସୁନ୍ଦର ଦେଖାଯିବା ପାଇଁ ଲୋକମାନଙ୍କ ଚିନ୍ତା ବଢ଼ିଯାଏ । ନୂଆ ଲୁକ୍ ଆକର୍ଷଣୀୟ ଡିଜାଇନ୍‌ର ପୋଷାକ ପିନ୍ଧି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାର ଇଚ୍ଛା ସମସ୍ତଙ୍କର ଥାଏ । ଉଭୟ ପୁଅ ଏବଂ ଝିଅଙ୍କ ଏମିତି ସୌଖିନ ଆଶା…

ଆଦିବାସୀମେଳାର ସଂଧ୍ୟା ଦର୍ଶକଙ୍କ ମନ ମୋହୁଛି ଜନଜାତି କଳାକାରଙ୍କ ପାରମ୍ପରିକ ନୃତ୍ୟ

ଭୁବନେଶ୍ୱର,ନିରପେକ୍ଷ ଖବର: ୨୯/୧-ଆଦିବାସୀମେଳାର ମୁଖ୍ୟ ଆକର୍ଷଣ ସାଜିଛି ପାରମ୍ପରିକ ଜନଜାତି ନୃତ୍ୟ । ପ୍ରତ୍ୟେହ ସଂଧ୍ୟା ୬ଟାରୁ ୮.୩୦ ପର୍ଯ୍ୟନ୍ତ ବାଦ୍ୟର ତାଳେ ତାଳେ ଜନଜାତି କଳାକାରଙ୍କ ନୃତ୍ୟ ଦେଖିବାପାଇଁ ଦର୍ଶକଙ୍କ ବେଶ୍ ଭିଡ ଜମୁଛି । ଗତକାଲି ମେଳାରେ ପାରଳାଖେମୁଣ୍ଡିର ସଉରା…

ସ୍କୁଲ୍ ଛାତ୍ରଙ୍କ କାଠ ବୋହାଇବା ଭିଡିଓ ଭାଇରାଲ ।

ବାରିପଦା(ନିରପେକ୍ଷ ଖବର)ତା-୨୯/ଜାନୁଆରୀ/୨୦୨୦-ସରକାରଙ୍କ ନିର୍ଦ୍ଧେଶକୁ ଖାତିର କରୁ ନାହାଁନ୍ତି ଶିକ୍ଷକ। ସର୍ବଶିକ୍ଷା ଅଭିଯାନକୁ ଦଳିମକଚି ଦେଉଛନ୍ତି। ବିଦ୍ୟାଳୟରେ ପାଠ ପଢ଼ା ବ୍ୟତୀତ ଅନ୍ୟ କୋୖଣସି କାର୍ଯ୍ୟରେ ଛାତ୍ରଛାତ୍ରୀମାନଙ୍କୁ ନିୟୋଜନ ନ କରାଇବା ପାଇଁ ଗଣ ଶିକ୍ଷା ରୋକଠୋକ ମନା ବି…