Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space
Yearly Archives

2020

ବ୍ରାଉନ ସୁଗାର ବ୍ୟବସାୟୀକୁ ୪ ଦିନିଆ ରିମାଣ୍ଡରେ ନେଲା ଏସ.ଟି.ଏଫ ଟିମ୍

ବାରିପଦା(ନିରପେକ୍ଷ ଖବର) ତା-୨୦/୦୭-ଏସଟିଏଫ ଦ୍ୱାରା ଧରାପଡ଼ି ଗିରଫ କରାଯାଇଥିବା ବ୍ରାଉନ ସୁଗାର ବ୍ୟବସାୟୀକୁ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲା ଦୈରାଜଜଙ୍କ କୋର୍ଟରେ ହାଜର କରାଯାଇଛି।ଗିରଫ ଅଭିଯୁକ୍ତ ବାରିପଦା ଚିପଟ ଅସ୍ତିଆ ଅଂଚଳର ସେକ ଆସିଫଙ୍କୁ ଏସ ଟି ଏଫ ର ସ୍ୱତନ୍ତ୍ର ଟିମ୍ ବାରିପଦା…

କରୋନାକୁ ହରାଇଲେ ହାବିଲଦାର….

ବାରିପଦା(ନିରପେକ୍ଷ ଖବର) ତା-୨୦/୦୭-କରୋନାକୁ ହରାଇଲେ ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନାର ହାବିଲଦାର କାରୁହରୀ ମାଝୀ। ଗତ ମେ ମାସ ୨୧ ତାରିଖରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। କରୋନା ଯୋଦ୍ଧା ଭାବେ କାର୍ଯ୍ୟରତ ଥିବା ସମୟରେ କାରୁହରୀ ମାଝୀ ମହାମାରୀ କରୋନାରେ ସଂକ୍ରମଣ ହୋଇଥିଲେ ।…

୩ କିଲୋରୁ ଅଧିକ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ବାରିପଦା (ନିରପେକ୍ଷ ଖବର)ତା-୧୯/୭- ସାରା ରାଜ୍ୟରେ ବ୍ରାଉନ ସୁଗାର ଭଳି ମାରାତ୍ମକ ନିସା କାରବାର ଦିନକୁ ଦିନ ବଢିଚାଲିଥିବା ବେଲେ ଏହାର କବଳରେ ଯୁବ ସମାଜ କବଳିତ ହୋଇ ନିଜ ହସିଲା ସୁଖ ଶାନ୍ତିର ପରିବାରକୁ ନଷ୍ଟ କରୁଛନ୍ତି। ଏଥି ସହିତ ଏହାର ପ୍ରଭାବରେ ମଧ୍ୟ ବହୁ ଅପରାଧିକ ମାମଲା ବଢିବାର…

ପିଆରଏମରେ ରାପିଡ ଆଣ୍ଟିଜେନ ଟେଷ୍ଟ ଆରମ୍ଭ

ବାରିପଦା(ନିରପେକ୍ଷ ଖବର)ତା-୧୮/୦୭-ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ରାପିଡ ଆଣ୍ଟିଜେନ ଟେଷ୍ଟ ଆରମ୍ଭ ହୋଇଯାଇଛି।ପୂର୍ବରୁ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ଏହି ପରୀକ୍ଷଣ ସେବା ଆରମ୍ଭ ହୋଇଯାଇଥିବା ବେଳେ ଗତ ଶୁକ୍ରବାର ଠାରୁ ଏଠାରେ ଆରମ୍ଭ…

ପୁଅ ବୋହୁ ସାଜିଲେ ବଇରି

ଉଦ୍ଧାର କଲେ ଦେବାଶିଷ... ବାରିପଦା(ନିରପେକ୍ଷ ଖବର)ତା-୧୩/୦୭-ପୁଅ ବୋହୁ ସାଜିଲେ ବଇରି। ବୃଦ୍ଧ ଅବସ୍ଥାରେ ପୁଅ ବୋହୁଙ୍କ ନିର୍ଯ୍ୟାତନା ସହି ନ ପାରି ଘର ଛାଡିଥିଲେ ଦମ୍ପତି। ଦୀର୍ଘ ଆଠ ବର୍ଷ ଧରି ଏକ ଜରି ଛପର ଘରେ ସେମାନେ ଜୀବନ କାଟୁଥିଲେ। ମୋରୋଡା ବ୍ଲକ ଅଞ୍ଚଳରେ ଏଭଳି ଦୁଃଖଦ ଘଟଣା…

ଏମିତି ବି ଆସେ ମୃତ୍ୟୁ

ବାରିପଦା(ନିରପେକ୍ଷ ଖବର)ତା-୧୩/୦୭-ଏମିତି ବି ମୃତ୍ୟୁ ଆସିଥାଏ,ଶୁଣିଲେ ବି ଆପଣ ଆଶ୍ଚର୍ଯ୍ୟ ହେବେ! ଏମିତି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଝାରପୋଖରୀଆ ଥାନା ଅଞ୍ଚଳରେ। ଜିଲ୍ଲା ଦେଇ ଯାଇଥିବା ୪୯ନମ୍ବର ଜାତୀୟ ରାଜପଥରେ ୩ କିମି ଦୂର ଜାଲଦା ନିକଟସ୍ଥ ଏକ ଢାବାରେ…

ଆଉ ନାହାଁନ୍ତି ମୟୁରଭଞ୍ଜ ରାଜମାତା …

ବାରିପଦା(ନିରପେକ୍ଷ ଖବର)ତା-୧୩/୦୭- ମୟୁରଭଞ୍ଜ ରାଜଵଂଶରେ ଆଉ ଏକ ପିଢ଼ିର ଅବସାନ ଘଟିଛି।ପ୍ରଜାବତ୍ସଳ ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ପରଲୋକ ହୋଇଯାଇଛି।ତାଙ୍କ ବିୟୋଗରେ ସାରା ମୟୁରଭଞ୍ଜ ସ୍ତବ୍ଧ ପାଲଟିଯାଇଛି। ମହାରାଜା ପ୍ରଦୀପ ଚନ୍ଦ୍ର ଭଞ୍ଜଦେଓଙ୍କ ସେ ଥିଲେ…

ଅମିତାଭ୍ ଓ ଅଭିଷେକ୍ ବଚ୍ଚନଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ…

ମୁମ୍ବାଇ:ନିରପେକ୍ଷ ଖବର:ତା ୧୧/୦୭ ଆଜି ଅମିତାଭ ବଚ୍ଚନ ଓ ପୁଅ ଅଭିଷେକଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି।  ଅମିତାଭଙ୍କ ସ୍ୱାବ୍ ପଜିଟିଭ୍ ଆସିବା ପରେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଅମିତାଭ ନିଜେ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି। ଅମିତାଭ…

ସାମାଜିକ ଦୂରତା ବରଂ ଚୁଲିକି ଯାଉ ଆମେ କିନ୍ତୁ ଆମର ପ୍ରଚାର କରିବୁ

*ତୁମେ କଲେ ଲିଳା, ଆମେ କଲେ କିଳା ବାରିପଦା(ନିରପେକ୍ଷ ଖବର)ତା-୦୬/୦୭-ସାମାଜିକ ଦୂରତା ସବୁ ଚୁଲିକୁ ଯାଉ। ଆମର କଣ ଗଲା। ଆମେ ପରା ନେତା। ଆମେ ଆଇନ ତିଆରି କରୁଛୁ , ଯାହା ଇଛା ତାହା କରିବୁ। ମନା କିଏ କରିବ ? କରୋନା ପାଇଁ ସାରା ଦେଶ କାନ୍ଦୁଥିବା ବେଳେ ମୟୁରଭଞ୍ଜ ନେତାମାନେ…

ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ

ବାରିପଦା(ନିରପେକ୍ଷ ଖବର)ତା-୦୫/୦୭-ନଦୀବନ୍ଧରେ ଗାଧୋଇବା ବେଳେ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ ଘଟିଛି।ଏହି ଭଳି ଅଭାବନୀୟ ଘଟଣା ଘଟିଯାଇଛି ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଖୁଣ୍ଟା ବ୍ଲକର ଡୁକୁରା ଗ୍ରାମରେ।ରବିବାର ମଧ୍ୟାହ୍ନ ସମୟରେ ଘର ନିକଟରେ ଥିବା ଏକ ନଦୀବନ୍ଧରେ ଗାଧୋଇବା ପାଇଁ…

ବିପଦ ବେଳ ର ବନ୍ଧୁ ହିଁ ପ୍ରକୁତ ବନ୍ଧୁ

ଭୁବନେଶ୍ୱର, ନିରପେକ୍ଷ ଖବର: ତା ୦୪/୦୭ କରୋନା ଭଳି ମହାମାରୀ ସମୟରେ ଅସହାୟ ମାନଙ୍କୁ ସହାୟତା ର ହାତ ବଢ଼ାଇଛି ଆର୍ ଏନ୍ ଆର୍ ଏଯ୍ୟୁକେସନାଲ୍ ଆଣ୍ଡ ଚ୍ୟାରିଟିବୁଲ୍ ଟ୍ରଷ୍ଟ ।। ଗତ ୩ ତାରିଖ ଦିନ ଦିବ୍ୟ ଜ୍ୟୋତି ସେବା ଆଶ୍ରମରେ ଖାଦ୍ୟ ଏବଂ ହାଇଯେନିକ୍ କିଟ୍ ବଣ୍ଟନ କରି ସାମାଜିକ ମୂଲ୍ୟବୋଧ…

ସଟଡାଉନରେ ମାଲକାନଗିରି ଶୁନଶାନ ….

ମାଲକାନଗିରି,ନିରପେକ୍ଷ ଖବର:ତା ୦୪/୦୭: ସଟଡାଉନରେ ମାଲକାନଗିରି ଜିଲ୍ଲାରେ ଗଡ଼ିଲାନି ଗାଡି। ଦୋକାନ ବଜାର ସବୁ ବନ୍ଦ। ଚାରିଆଡେ ଖାଲି ଶୁନଶାନ।କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ବିଶେଷ କରି ମାଲକାନଗିରି ମ୍ୟୁନିସିପାଲଟିରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।…

ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ ସପ୍ତାହାନ୍ତ ସଟଡାଉନ।

ବାରିପଦା(ନିରପେକ୍ଷ ଖବର) ତା-୦୪/୦୭-ମୟୁରଭଞ୍ଜ ଜିଲ୍ଲାରେ ଜୁଲାଇ ଶେଷ ପର୍ଯ୍ୟନ୍ତ ସପ୍ତାହାନ୍ତ ସଟଡାଉନ ଘୋଷଣା କରାଯାଇଛି। ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି।ଏବେ ଜିଲ୍ଲାରେ ମୋଟ ୨୫୩ ଆକ୍ରାନ୍ତ ହୋଇଛନ୍ତି। ସଂକ୍ରମଣ ପ୍ରତିହତ କରିବା ପାଇଁ ରାଜ୍ୟ…

ପୁଣି ୧୦ ଆକ୍ରାନ୍ତ ଚିନ୍ହଟ

ବାରିପଦା(ନିରପେକ୍ଷ ଖବର)ତା-୦୩/୦୭-ମୟୂରଭଞ୍ଜ ଜିଲ୍ଲାରୁ କିଛି ଦିନ ହେବ ପ୍ରତିଦିନ କରୋନା ଆକ୍ରାନ୍ତ ଚିନ୍ହଟ ହେବାରେ ଲାଗିଛନ୍ତି।ଶୁକ୍ରବାର ପୁଣି ୧୦ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟ ଯୋଗେ ସୂଚନା ପ୍ରଦାନ କରାଯାଇଛି।ଚିନ୍ହଟ ୧୦ ଜଣକ ମଧ୍ୟରୁ ୫ଜଣ…

ସାଧାରଣ ଜନତାଙ୍କ ପାଖରେ ମୁଁ ଉତ୍ତରଦାୟୀ: ସାଂସଦ ଅପରାଜିତା ଷଡ଼ଙ୍ଗୀ

*ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ ପାଇଁ ଦେଲେ ୫୫ ପୃଷ୍ଠାର ବର୍ଷକର ରିପୋର୍ଟ କାର୍ଡ: ଭୁବନେଶ୍ୱର, ନିରପେକ୍ଷ ଖବର: ଯେଉଁମାନେ ମୋତେ ଭୋଟ୍ ଦେଇ ନିର୍ବାଚିତ କରିଥିଲେ ସେମାନଙ୍କ ଅଂଚଳ ପାଇଁ ସାଂସଦ ଭାବେ କ’ଣ କାର୍ଯ୍ୟ କରିଛି,ତାହା ଜଣାଇବା ମୋର ଦାୟିତ୍ୱ ଓ କର୍ତ୍ତବ୍ୟ। ଭୁବନେଶ୍ୱର…

ଆଗେଇ ଆସିଲା ପରିଚୟ ଫାଉଣ୍ଡେସନ ସଫେଇ କର୍ମୀଙ୍କୁ ନେସ୍‌ଲେ କିଟ୍‌

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୧/୦୭/ ସଫେଇ କର୍ମୀମାନେ ସହରର ପ୍ରକୃତ ଯୋଦ୍ଧା । କରୋନା ବିପତ୍ତି ସମୟରେ ସେମାନେ ନିଦ କର୍ତ୍ତବ୍ୟପରାୟଣତା ଭୁଲି ନାହାନ୍ତି । ନିରନ୍ତର ସେବା ଜାରି ରଖିଛନ୍ତି । ଏହି ସଫେଇ କର୍ମୀଙ୍କୁ ସମ୍ମାନ ଜଣାଇବା ପାଇଁ ସେମାନଙ୍କ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ଉପହାର…

ମାନବ ସେବା ହିଁ ମାଧବ ସେବା

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୧/୦୭/୨୦ ଆଜି ଅଲ୍ ଓଡିଶା ଟେକ୍ନିକାଲ ଷ୍ଟୁଡେଣ୍ଟ୍ ଅର୍ଗାନାଇଯେସନ ତରଫରୁ ପଲ୍ଲୀ ଉନ୍ନୟନ ସେବା ସମିତି ରେ ଏ.ଓ. ଟି.ଏସ୍.ଓ ଛାତ୍ର ସଂଘ ର ଆବାହକ ଇଂ ରଶ୍ମିରଞ୍ଜନ ଦାସ ଙ୍କ ତତ୍ତ୍ଵାବଧାନରେ ସଙ୍ଗଠନର ସମସ୍ତ ସଦସ୍ୟ ଅନାଥାଶ୍ରମରେ ଥିବା ଅନ୍ତବାସୀ ଙ୍କୁ…

ଜନ୍ମ ଦିନରେ ଶହୀଦ ପରିବାରକୁ ଭେଟିଲେ ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ

ବାରିପଦା(ନିରପେକ୍ଷ ଖବର)ତା-୨୮/୦୬-ଜନ୍ମ ମାଟି ଛାଡ଼ି କର୍ମ ଭୂମିରେ ନିରାଡ଼ମ୍ବର ଭାବେ ଜନ୍ମଦିନ ପାଳିଲେ ମୟୂରଭଞ୍ଜ ଜିଲ୍ଲା ବିଜୁଜନତା ଦଳର ପର୍ଯ୍ୟବେକ୍ଷକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ। ଦଳୀୟ ସଂଗଠନ ସୁଦୃଢ ପାଇଁ ରବିବାର ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସିଛନ୍ତି ପ୍ରଣବ ପ୍ରକାଶ…

ସରକାରଙ୍କର କରୋନା ମହାମାରୀ ପରିଚାଳନାରେ ବିଫଳତା ଓ ବ୍ୟାପକ ଦୁର୍ନୀତି ବିରୋଧରେ ପ୍ରତିବାଦ…

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୬.୦୬ – ଓଡିଶାର ୧୨ଟି ରାଜନୈତିକ ବିରୋଧି ଦଳ ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ୍ ଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କରୋନା ମହାମାରୀ ପରିଚାଳନାରେ ବିଫଳତା ଓ ବ୍ୟାପକ ଦୁର୍ନୀତି ତଥା ଜନସାଧାରଣଙ୍କର ଜୀବନ ଜୀବିକାର ଦୁର୍ବିସହ ଅବସ୍ଥାକୁ ନେଇ ସେମାନଙ୍କର…

ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଶହୀଦମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି

ଭୁବେନଶ୍ୱର,ନିରପେକ୍ଷ ଖବର: ତା ୨୬/୦୬ – ନିଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଭାରତ – ଚୀନ ସୀମା ଗଲୱାନ ଘାଟିରେ ଶହୀଦ ହୋଇଥିବା ଭାରତର ବୀର ଯବାନମାନଙ୍କୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଅବସରରେ ପ୍ରଦେଶ କଂଗ୍ରେସ…