Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space
Yearly Archives

2020

ତରବରିଆ ଭାବେ ବିପିୟୁଟି କର୍ତ୍ତୃପକ୍ଷ ଚତୁର୍ଥ ବର୍ଷର ଅଷ୍ଟମ ସେମିଷ୍ଟାର ପରୀକ୍ଷା କରାଉଥିବା ଅଭିଯୋଗ

* ଛାତ୍ରଛାତ୍ରୀ ମାନଙ୍କୁ ନିଜ କଲେଜରେ ପରୀକ୍ଷା ଦେବାକୁ ସୁଯୋଗ ଦିଆଯାଉ  * ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ବିପିୟୁଟି କତୃପକ୍ଷ ଯେଉଁଭଳିଭାବେ ଅଣଦେଖା କରୁଛନ୍ତି ଏହାକୁ ଅଲ୍ ଓଡିଶା ଟେକ୍ନିକାଲ ଷ୍ଟୁଡେଣ୍ଟ୍ ଅର୍ଗନାଇଜେସନ୍(ଏ.ଓ.ଟି.ଏସ୍.ଓ) ଛାତ୍ର ସଂଘ ପକ୍ଷରୁ ଦୃଢ଼ ବିରୋଧ*  ଭୁବନେଶ୍ୱର,…

ଆଇ.ଏସ୍‌.ଓ ମାନ୍ୟତା ପାଇବାରେ ଦେଶର ସର୍ବପ୍ରଥମ ରାଜ୍ୟ ଓଡ଼ିଶା

* ଆଦିବାସୀ ହଷ୍ଟେଲ ନିମନ୍ତେ ଆଇ.ଏସ୍‌.ଓ ମାନ୍ୟତା ପାଇବାରେ ଓଡ଼ିଶା ଦେଶର ସର୍ବପ୍ରଥମ ରାଜ୍ୟ * ଓଡ଼ିଶାର ୪୪ଟି ଆଦିବାସୀ ହଷ୍ଟେଲକୁ ଆଇ.ଏସ୍‌.ଓ ୯୦୦୧ : ୨୦୧୫ ମାନ୍ୟତା ପ୍ରଦାନ * ମିଶନ ସୁବିଦ୍ୟାର ଅଂଶ ଭାବେ ମାନ୍ୟତା ପାଇବା ପରେ ଶିକ୍ଷାର ମାନ ଓ ଗୁଣବତ୍ତାର ମୂଲ୍ୟାଙ୍କନ * ପ୍ରଥମ…

ନିଆଳିରେ ଫୁଟିଲା ବିରଳ ପୁଷ୍ପ….

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୦-୦୬ (ରାଜେଶ କୁମାର ଲେଙ୍କା:ନିଆଳି): କଟକ ଜିଲ୍ଲାର ନିଆଳି ବ୍ଲକ ଅନ୍ତର୍ଗତ ମଝିଖଣ୍ଡ ଗ୍ରାମରେ କୃଷ୍ନଚନ୍ଦ୍ର ବେହେରାଙ୍କ ବାଡ଼ିରେ ଏକ ବିରଳ ବ୍ରହ୍ମ କମଳ ଫୁଲ ଫୁଟିଛି।ଏହି ବିରଳ ବ୍ରହ୍ମ କମଳ ଫୁଲ ସାଧାରଣରେ କିଛି ସ୍ଥାନରେ ଦେଖିବାକୁ ମିଳିଥାଏ।ଏହି…

ସାଇ ହସ୍ପିଟାଲରେ ଡାକ୍ତରଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ

* ଆରକ୍ଷୀ ଅଧିକ୍ଷକଙ୍କୁ ଦାବୀପତ୍ର ଦେଲା ଓମସା ବାରିପଦା(ନିରପେକ୍ଷ ଖବର)ତା-୧୧/୬-ସାଇ ହସପିଟାଲରେ ଜଣେ କାର୍ଯ୍ୟରତ ଡାକ୍ତରଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଗତ ଜୁନ ୨ ତାରିଖ ରାତିରେ ଡା ପରମେଶ୍ୱର ସିଂଙ୍କୁ ଉକ୍ତ ସାଇ ହସପିଟାଲ କତୃପକ୍ଷ ଐଶର୍ଯ୍ୟରାଜ ପତି, ଡଃ…

ପୂଜା ସମୟରେ ହେଲା ବଜ୍ରପାତ ଜଣେ ମୃତ୍ୟୁ

ବାରିପଦା(ନିରପେକ୍ଷ ଖବର)ତା-୧୦/୦୬-ସାନ୍ତାଳି ସମ୍ପ୍ରଦାୟର ଏକ ପୂଜା ଚାଲିଥିଲା ବେଳେ ବଜ୍ରପାତରେ ଚାଲିଗଲା ଜୀବନ।ଅପରାନ୍ହ ସମୟରେ ହଠାତ ବର୍ଷା ସହିତ ବଜ୍ରପାତ ହୋଇଥିଲା ଆଉ ଚାଲିଯାଇଥିଲା ଏକ ଅମୂଲ୍ୟ ଜୀବନ ଓ ଏଥି ସହିତ ୧୦ ଜଣ ଗୁରୁତର ମଧ୍ୟ ହୋଇଛନ୍ତି।ସୁଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲାର…

ବାଘ ଆତଙ୍କ ନେଇ ଭୟଭିତ

ବାରିପଦା(ନିରପେକ୍ଷ ଖବର)ତା-୧୦/୦୬-ଗାଁ ରେ ଏକ କଲରାପତରିଆ ବାଘ ବୁଲୁଥିବାର ଆତଙ୍କ ନେଇ ଭୟର ବାତାବରଣ ଖେଳିଯାଇଛି।ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଗୁଡିଆଲବନ୍ଧ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମ ଭିତରକୁ ଏକ କଲରାପତରିଆ ବାଘ ପଶି ଆସିଥିବା ନେଇ ଗ୍ରାମରେ ଆତଙ୍କ ଖେଳି ଯାଇଛି। ମଙ୍ଗଳବାର…

ବାଘ ଆତଙ୍କ ନେଇ ଭୟଭିତ ଗ୍ରାମବାସୀ

ବାରିପଦା(ନିରପେକ୍ଷ ଖବର)ତା-୧୦/୦୬-ଗାଁ ରେ ଏକ କଲରାପତରିଆ ବାଘ ବୁଲୁଥିବାର ଆତଙ୍କ ନେଇ ଭୟର ବାତାବରଣ ଖେଳିଯାଇଛି।ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଗୁଡିଆଲବନ୍ଧ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମ ଭିତରକୁ ଏକ କଲରାପତରିଆ ବାଘ ପଶି ଆସିଥିବା ନେଇ ଗ୍ରାମରେ ଆତଙ୍କ ଖେଳି ଯାଇଛି। ମଙ୍ଗଳବାର…

ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭର୍ଚୁଆଲ ରାଲିକୁ ଓଡିଶାରେ ଅଭୂତପୂର୍ବ ଜନସମର୍ଥନ …

* ସାମାଜିକ ଗଣମାଧ୍ୟମରେ ରାଲି ଦିନ ରାତି ୯ ଟା ସୁଦ୍ଧା ଶାହାଙ୍କ ଜନସମ୍ବାଦ ରାଲିକୁ ଦେଖିଲେ ୨୯ଲକ୍ଷ ୫୮ ହଜାର ୬୩୫ ଜଣ... * ଦ୍ୱିତୀୟ ପାଳିର ୧ ବର୍ଷ ପୂତି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ କାର୍ଯ୍ୟ ଧାରା ଏବଂ ଓଡିଶାକୁ ମିଳିଥିବା ଅନୁଦାନ ସଂପର୍କିତ ଲିଫଲେଟ ଉନ୍ମୋଚନ * ଓଡିଶାବାସୀ…

ମାସ୍କ ଓ ପିପିଇ କିଟ୍ ଦୁର୍ନୀତିର ତଦନ୍ତ ଦାବି କରି ଯୁବ କଂଗ୍ରେସର ବିକ୍ଷୋଭ ଓ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୦୯/୦୬ – ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋକନାଥ ମହାରଥିଙ୍କ ନେତୃତ୍ୱରେ ମାସ୍କ ଏବଂ ପିପିଇ କିଟ୍ ଦୁର୍ନୀତିରେ ଲିପ୍ତ ଥିବା ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ ଏବଂ ଆଇଏଏସ୍ ହେମନ୍ତ ଶର୍ମାଙ୍କୁ ବରଖାସ୍ତ କରିବା…

ମହାମାରୀରେ ମହା ଦୁର୍ନୀତି କଂଗ୍ରେସର ଅଭିଯୋଗ ଫର୍ଦ୍ଦ

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୦୯/୦୬- ମାସ୍କ କିଣାରେ ବ୍ୟାପକ ଅନିୟମିତତା ଏବଂ ଦୁର୍ନୀତିର ପ୍ରମାଣ ଗୋଟିଏ ପରେ ଗୋଟିଏ ପଦାକୁ ଆସୁଛି । କଂଗ୍ରେସ ପାଖରେ ଖୋଦ୍ ପ୍ରମାଣ ସବୁ ହସ୍ତଗତ ହୋଇଛି । ୩ ଲେୟର ମାସ୍କ୧୬ ଟଙ୍କାରେ କିଣା ଯାଇଛି । ଏହି ସମାନ ଧରଣର ମାସ୍କ ଅନ୍ୟ ରାଜ୍ୟମାନେ ଯଥା…

ଓଡିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ନିଯୁକ୍ତି ପାଇଲେ ସୁଶ୍ରୀସାବିତ୍ରୀ ରଥ

ନୂଆଦିଲ୍ଲୀ,ନିରପେକ୍ଷ ଖବର:୦୯/୦୬ ସୁଶ୍ରୀ ସାବିତ୍ରୀ ରଥଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଛି । ଭାରତର ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଏହା ଉପରେ ଆଜି ମୋହର ମାରିବା ପରେ, କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ବିୟୋଗ ରାଜ୍ୟ ରାଜନୀତି ପାଇଁ ଏକ ଅପୁରଣୀୟ କ୍ଷତି

ଭୁବନେଶ୍ୱର,ନିରପେକ୍ଷ ଖବର:ତା.୦୮/୦୬: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ୮ ଥର ସାଂସଦ ଶ୍ରୀ ଅର୍ଜୁନ ସେଠୀଙ୍କ ବିୟୋଗରେ ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ…

ଲୋକଙ୍କ ମଧ୍ୟରେ ହଜିଯାଉଛି ମାନବିକତା

ବାରିପଦା(ନିରପେକ୍ଷ ଖବର)ତା-୦୮/୦୬-ଆଜିର ସମାଜରେ ଲୋକଙ୍କ ମଧ୍ୟରେ ଧୀରେ ଧୀରେ ମାନବିକତା ହଜିଯାଉଛି। ମାନସିକ ବିକାରଗ୍ରସ୍ତଙ୍କ ପ୍ରତି ଦୟାର ମନଭାଵ ଏମାନଙ୍କ ମଧ୍ୟ ଦେଖିବାକୁ ମିଳୁନାହିଁ।ଲୋକମାନଙ୍କ କ୍ରୁରତାରୁ ଏମାନେ ବର୍ତ୍ତି ପାରୁନାହାନ୍ତି।ଏହି ଭଳି ଏକ କ୍ରୁର ଘଟଣା ଘଟିଛି ମୟୁରଭଞ୍ଜ…

ବିପିୟୁଟି ପରୀକ୍ଷା କାର୍ଯ୍ୟସୂଚୀକୁ ନେଇ ପୂର୍ବତନ ବିପିୟୁଟିଛାତ୍ର ସଭାପତି ବିଶ୍ୱଜିତ ଜେନା ଙ୍କର ଅସନ୍ତୁଷ୍ଟ…

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୮/୦୬ ବିପିୟୁଟି ଫାଇନାଲ ସେମିଷ୍ଟର ପରୀକ୍ଷା ଜୁନ ଶେଷ ଅବା ଜୁଲାଇ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ ବୋଲି ବିପିୟୁଟି ଯେଉଁ ଗାଇଡିଲାଇନ ପ୍ରସ୍ତୁତି କରାଯାଇଛି ଏହା ଛାତ୍ର ଛାତ୍ରୀ ମାନଙ୍କୁ ମାନସିକ ଆଘାତ ଦେଇଥିବାରୁ ପୂର୍ବତନ…

ଭୁବନେଶ୍ୱର ହଂସପାଳ ବାସୀଙ୍କ ଦୀର୍ଘଦିନର ଦାବିକୁ ପୂରଣ କଲେ ସାଂସଦ ଅପରାଜିତା ସଂଡ଼ଙ୍ଗୀ

ଭୁବନେଶ୍ୱର,(ନିରପେକ୍ଷ ଖବର):ତା,୦୮/୦୬/ ଦୀର୍ଘଦିନ ପରେ ରାଜଧାନୀ ଭୁବନେଶ୍ୱର ହଂସପାଳ ବାସୀଙ୍କ ଦୁଃଖ ଲାଘବ ହେବାକୁ ଯାଉଛି। ସ୍ଥାନୀୟ ଅଞ୍ଚଳର ବହୁ ପ୍ରତିକ୍ଷୀତ ଓଭର ବ୍ରିଜ ର ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଭୂମି ପୂଜନ କରିବା ସହ ଭିତ୍ତି ପ୍ରସ୍ଥର ସ୍ଥାପନା କରିଛନ୍ତି।…

ଭୁବନେଶ୍ୱରରେ ଆଜି ଆଉ ୨ କରୋନା ଆକ୍ରାନ୍ତ ଚିନ୍ହଟ…

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୭/୦୬ ରାଜଧାନୀରେ ଆଜି ଆଉ ୨ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି। ପଟିଆ ଅଞ୍ଚଳରେ ଗୋଟିଏ ପରିବାରର ସଦସ୍ୟ ୨ଜଣ । ଜଣେ ପୁରୁଷ ବୟସ ୪୦ ଓ ଅନ୍ୟ ଜଣେ ଝିଅ ୮ ବର୍ଷୀୟ। ଦୁହିଁଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଦିଲ୍ଲୀ ଗସ୍ତ ରହିଛି। ଦିଲ୍ଲୀରୁ ଫେରି ୨ଜଣ…

ବିପିୟୁଟି ପରୀକ୍ଷା କାର୍ଯ୍ୟସୂଚୀକୁ ନେଇ ଏଓବିଏସ୍ଓ ଛାତ୍ର ସଂଘଠନ ତରଫରୁ ଅସନ୍ତୁଷ୍ଟ ପ୍ରକାଶ।

ଭୁବନେଶ୍ୱର, ନିରପେକ୍ଷ ଖବର: ତା- ୦୭.୦୬.୨୦୨୦ ଆଜି ଅଲ ଓଡିଶା ବିପିୟୁଟି ଷ୍ଟୁଡେଣ୍ଟସ୍ ଅର୍ଗାନାଇଜେସନ (ଏଓବିଏସ୍ଓ) ତରଫରୁ ବିପିୟୁଟି ଫାଇନାଲ ସେମିଷ୍ଟର ପରୀକ୍ଷା ଜୁନ ଶେଷ ବା ଜୁଲାଇ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ ବୋଲି ବିପିୟୁଟି ଯେଉଁ ଗାଇଡିଲାଇନ ପ୍ରସ୍ତୁତି କରାଯାଇଛି ଏହା…

ବିଶ୍ୱ କରୋନା ଆକ୍ରାନ୍ତ ତାଲିକାରେ ଭାରତ ପଞ୍ଚମ ସ୍ଥାନରେ ପହଂଚିଲା….

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୭/୦୬ ଦେଶ ଓ ରାଜ୍ୟରେ ଵୃଦ୍ଧି ହେବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୨୭ ଶହ ୮୧କୁ ବୃଦ୍ଧି ହୋଇଛି । ଆକ୍ରାନ୍ତଙ୍କ ତାଲିକା ବୃଦ୍ଧି ହେଉଥିବା ବେଳେ ସୁସ୍ଥ ବ୍ୟକ୍ତିଙ୍କ ତାଲିକା ମଧ୍ୟ ବୃଦ୍ଧି ପାଉଛି । ସୁସ୍ଥ…

୭୦ ଛୁଇଁଲା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା …

ବାରିପଦା(ନିରପେକ୍ଷ ଖବର)ତା-୦୬/୦୬-ଧୀରେ ଧୀରେ ମୟୁରଭଞ୍ଜ ଜିଲ୍ଲାରେ କାୟା ବିସ୍ତାର କରିବାରେ ଲାଗିଛି କୋରୋନା। ଶନିବାର ପୁଣି ଜିଲ୍ଲାରୁ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରୁ ୫ ଜଣ ଶୁଳିଆପଦା,୨ ଜଣ ବହଳଦା ଏବଂ ୬ ଜଣ ଜଶିପୁର ବ୍ଲକର ହୋଇଥିବା ସୂଚନା ମିଳିଛି। ତେବେ…

କ୍ୟାପିଟାଲ ଥାନାରେ ସାଂସଦଙ୍କ ବିରୋଧରେ ଏତଲା ….

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୪/୦୬ କୋଭିଡ-୧୯ କଟକଣା ଉଲଂଘନ କରିଥିବା ଅଭିଯୋଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ମାମଲା ରୁଜୁ । ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ଥାନାରେ ସାଂସଦଙ୍କ ନାମରେ ଏତଲା ଦିଆଯାଇଛି । ଦିଆଯାଇଥିବା ଏତଲାରେ ଉଲ୍ଲେଖ ରହିଛି ସାଂସଦ ବାହାରୁ…