ବୁଣାକାର ପରିବାରର ମହିଳାଙ୍କୁ ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ସହାୟତା ପ୍ରଦାନ
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୫/୦୨ ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ଟେକ୍ ମହେନ୍ଦ୍ରା ଫାଉଣ୍ଡେସନ୍ ସହଯୋଗରେ କୋଭିଡ୍ - ୧୯ ମହାମାରୀ ସମୟରେ ଅଧିକ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ଦିଆଯାଇଛି । ଆଠଗଡ଼ ନିକଟସ୍ଥ ମାଣିଆବନ୍ଧ ଗ୍ରାମରେ ଥିବା ବୁଣାକାର ପରିବାରର ୫୦୦ ମହିଳାଙ୍କୁ ସହାୟତା…