ପରିବହନ କ୍ଷେତ୍ରରେ ନୂତନତା ଆଣିବାକୁ ଓଡ଼ିଶାରେ କିଙ୍ଗ୍ଷ୍ଟୋନ୍ ଲଜିଷ୍ଟିକ୍ ପାର୍କ ଶୁଭାରମ୍ଭ
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୩/୦୨: ପରିବହନ କ୍ଷେତ୍ରରେ କିଛି ନୂତନତା ଆଣିବାକୁ ଓଡ଼ିଶାରେ ପ୍ରଥମ କରି କିଙ୍ଗ୍ଷ୍ଟୋନ୍ ଲଜିଷ୍ଟିକ୍ ପାର୍କ ଆରମ୍ଭ ହୋଇଛି । ସମସ୍ତ ପ୍ରକାରର ଉତ୍ପାଦକୁ ଷ୍ଟୋରେଜ୍ ରଖିବାକୁ ଯୋଜନା ହୋଇଥିବା ଏହି ଲଜିଷ୍ଟିକ୍ ପାର୍କରେ ଗ୍ରେଡ଼୍ ଏ ୱେୟାର୍ ହାଉସ୍, ଶୀତଳ…