ଆସନ୍ତା ୨୬ ତାରିଖ ଦିନ ଭାରତର ସମସ୍ତ ବ୍ୟବସାୟିକ ସଂସ୍ଥା ବନ୍ଦ ରହିବ
ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୪/୦୨ ସର୍ବ ଭାରତୀୟ ବ୍ୟବସାୟୀ ସଂଘ (CAIT) ର ଆହ୍ଯାନ ରେ ଆସନ୍ତା ତା ୨୬.୦୨.୨୦୨୧ ଦିନ ଭାରତର ସମସ୍ତ ବ୍ୟବସାୟିକ ସଂସ୍ଥା ବନ୍ଦ ରହିବ। କାରଣ ସରକାରଙ୍କ କଠୋର ନିୟମ କୁ ବ୍ୟବସାୟୀ ସଂଘ ବିରୋଧ କରୁଛି। ଯାହା ବ୍ୟବସାୟିକ ଓ ସାଧାରଣ ଲୋକଙ୍କ ପାଇଁ ଏକ ପ୍ରକାର…