ଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମ
ଭୁବନେଶ୍ୱର, ନିରପେକ୍ଷ ଖବର : ତା ୦୨/୦୨ ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ରାଜ୍ୟ ସଭାପତି ବିଶ୍ବ ରଞ୍ଜନ ଦାଶଙ୍କ ଆହ୍ବାନ କ୍ରମେ ତଥା ବାଲେଶ୍ବର ଜିଲ୍ଲାର ଜିଲ୍ଲା ସଂଯୋଜକ ସୁବାଷ ଚନ୍ଦ୍ର ରାଉତ ଙ୍କ ନିର୍ଦେଶ ରେ ସିମୁଳିଆ ଖଣ୍ଡର ଖଣ୍ଡ ସଂଯୋଜିକା ସସ୍ମିତା ନାୟକ ଙ୍କ…