Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ଇନ୍‌ଫୋସିଟିରେ ମିଡ଼୍‌ଟାଉନ୍ ବର୍ଣ୍ଣ ଜିମ୍ ଟ୍ରେନିଂ ସେଣ୍ଟର ଉଦ୍‌ଘାଟିତ

ସେଣ୍ଟ ରେ ରହିଛି ଅତ୍ୟାଧୁନିକ ଜିମ୍ ଉପକରଣ

0

ଭୂବନେଶ୍ୱର,ନିରପେକ୍ଷ ଖବର :ତା ୦୬/୦୪ ପଟିଆ ଇନ୍‌ଫୋସିଟି ଛକରେ ମିଡ଼୍ ଟାଉନ୍ ବର୍ଣ୍ଣ ଟ୍ରେନିଂ ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ପୂର୍ବତନ ଆୟକର କମିଶନର ଶରତ କୁମାର ଦାସ, ଶ୍ରୀ ପ୍ରକାଶ ଜେନା (ଲାୟନ୍ସ କ୍ଳବ, ପୂର୍ବତନ ଗଭର୍ନର), ଲୋହିତାକ୍ଷ ପଟ୍ଟନାୟକ (ଶିଶୁ କଳାକାର, ବଲିଉଡ଼୍ ଓ ଓଲିଉଡ଼୍‌), ପ୍ରଦୀପ କୁମାର ସାହୁ (ପ୍ରବନ୍ଧକ, ଓ.ଏସ୍‌.ଏଲ୍‌.), ଆଚମନ ନନ୍ଦ (ଏମ୍‌.ଡ଼ି., କଳିଙ୍ଗ ବଚପନ) ପ୍ରମୁଖ ଯୋଗ ଦେଇ ଏହାକୁ ଉଦ୍‌ଘାଟିତ କରିଥିଲେ । ଯୁବ ଉଦ୍ୟୋଗୀ ଗୌତମ ଚୌଧୁରୀ ଓ ରଞ୍ଜନ କୁମାର ସାହୁଙ୍କ ଉଦ୍ୟମରେ ଏହି ଟ୍ରେନିଂ ସେଣ୍ଟର ଖୋଲାଯାଇଛି । ଏହି ଅବସରରେ ଟ୍ରେନିଂ ସେଣ୍ଟରର ସିଇଓ ଗୌତମ କହିଛନ୍ତି ୟୁରୋପୀୟ ଦେଶ ଶୈଳୀରେ ଏହି ଟ୍ରେନିଂ ସେଣ୍ଟର ବନାଯାଇଛି ଯାହାକି ୫ ହଜାର ବର୍ଗଫୁଟର ଏହି ସେଣ୍ଟର ସହିତ ଅତ୍ୟାଧୁନିକ ଜିମ୍ ଉପକରଣ ଉପଲବ୍ଧ ରହିଛିି । ଏକାସଙ୍ଗରେ ୩୦ଜଣ ଟ୍ରେନିଂ ନେବାର ବ୍ୟବସ୍ଥା ରହିଛି । ସମ୍ପୂର୍ଣ୍ଣ ଶାନ୍ତ ପରିବେଶ ଓ ବିନା କୌଣସି ଅସୁବିଧାରେ ଏଠାରେ ଟ୍ରେନିଂ ଦିଆଯିବ । ସବୁଠୁ ବଡ଼ କଥା ହେଲା ଏଠାରେ ଥିବା ଜିମ୍ ଉପକରଣ ସବୁ ବାଗାଟି ସିରିଜ୍ ଏବଂ ଷ୍ଟିଲଫ୍ଲେକ୍ସ ସିରିଜ୍‌ର ଯାହାକି ପୂର୍ବ ଭାରତରେ କେଉଁ ସ୍ଥାନରେ ନାହିଁ । ୩ଜଣ ଦକ୍ଷ ପ୍ରଶିକ୍ଷକଙ୍କ ଉପସ୍ଥିତିରେ ସକାଳ ୬ ଘଟିକାରୁ ରାତି ୧୦ଟା ଏଠାରେ ଟ୍ରେନିଂ ନେଇପାରିବେ । ଜିମ୍ ସେଣ୍ଟର ନୂଆ ଖୋଲାଯାଇଥିବାରୁ ଏଠାକୁ ଟ୍ରେନିଂ ନେବାକୁ ଆସୁଥିବା ଜିମ୍ ପ୍ରେମୀମାନେ କେବଳ ମ୍ବେମରସିପ୍ ଫି ଦେଇ ଟ୍ରେନିଂ ନେଇପାରିବେ ବୋଲି ଶ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି । ଅତିଥିମାନଙ୍କ ସହ ଏହି କାର୍ଯ୍ୟକ୍ରମରେ ସୁଜାତା ସାହୁ, ସୁଚିସ୍ମିତା ପୃଷ୍ଟି ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.