Blank space
Blank space
Breaking News/ମୁଖ୍ୟ ଖବର:
୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ
Blank space

ପରିଚୟ ଫାଉଣ୍ଡେସନ ପକ୍ଷରୁ ୨୫୦ ମହିଳାଙ୍କୁ ସୋଲାର ଲ୍ୟାମ୍ପ ପ୍ରଦାନ କରାଯାଇଛି…..

0

ବାଲେଶ୍ବର,ନିରପେକ୍ଷ ଖବର:ତା ୧୧/୦୯ ଗଣେଶ ପୂଜାରେ ପରିଚୟ ଫାଉଣ୍ଡେସନ୍ ୨୫୦ ମହିଳାଙ୍କୁ ସୋଲାର ଲ୍ୟାମ୍ପ ବାଣ୍ଟିଛି । ବାଲେଶ୍ୱର ଜିଲ୍ଲା ପାଳବାଇଁଚ ଗାଁରେ ଏହି ଲ୍ୟାମ୍ପ ଦିଆଯାଇଛି । ୟସ୍ ବାତ୍ୟାରେ ଏହି ଗାଁ ଅନେକ ପ୍ରଭାବିତ ହୋଇଥିଲା । ଏଥିରେ ଅଧିକାଂଶ ପରିବାର ଅନ୍ଧାରରେ ରହିଥିଲେ । ପ୍ରତିବର୍ଷ ବାତ୍ୟା ଯୋଗୁ କ୍ଷୟକ୍ଷତି ହେଉଥିବାରୁ ଲୋକେ ଦୀର୍ଘ ଦିନ ଯାଏ ଅନ୍ଧାରରେ ରହିବାକୁ ବାଧ୍ୟ ହୁଅନ୍ତି । ଏଣୁ ଜରୁରୀ ବ୍ୟବହାର ପାଇଁ ଏହି ସୋଲାର ଲ୍ୟାମ୍ପ ଦିଆଯାଇଛି । ହିନ୍ଦୁସ୍ତାନ କପର ଲିମିଟେଡ୍‌(ଏଚଆଇଏଲ୍‌) ଏହି ସୋଲାର ଲ୍ୟାମ୍ପ ଯୋଗାଇ ଦେଇଛି । ବାତ୍ୟା ସମୟରେ ମହିଳାଙ୍କ ଘରୁ ଅନ୍ଧକାର ହଟାଇ ଆଲୋକିତ କରିବା ଉଦ୍ଦେଶ୍ୟରେ ଏହି ପ୍ରୟାସ ଆରମ୍ଭ କରିଛୁ ବୋଲି ପରିଚୟ ଫାଉଣ୍ଡେସନ୍ ପ୍ରତିଷ୍ଠାତା ରୋଜାଲିନ ପା;ଶାଣୀ କହିଛନ୍ତି ।”ପ୍ରୋଜେକ୍ଟ ପାଭି’ ଅଧୀନରେ ଆମେ ମହିଳାଙ୍କୁ ଏହି ଲ୍ୟାମ୍ପ ଦେଇଛୁ । ଏହି ଲ୍ୟାମ୍ପ ଯୋଗାଇ ଦେଇଥିବାରୁ ଏଚସିଏଲ୍ ସିଏମ୍ଡି ଅରୁଣ ଶୁକ୍ଲାଙ୍କୁ ମଧ୍ୟ ସେ ଧନ୍ୟବାଦ ଦେଇଛନ୍ତି । ପରିଚୟ ଫାଉଣ୍ଡେସନର ସଦସ୍ୟ ଅନାମିକା ଦାଶ, ବିଜେତା ରଣା, ପ୍ରଫୁଲ୍ଲ ସିଂ ସାମନ୍ତ, ମିନର୍ଭ । ପ୍ରିୟଦର୍ଶିନୀ, ପ୍ରକାଶ ଚନ୍ଦ୍ର ମହାରଣା ଓ ଅନ୍ୟ ସେ୍‌ଚ୍ଛାସେବୀମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Mo sapath

Leave A Reply

Your email address will not be published.