Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space

ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତରେ ଗ୍ରାମୀଣ ସ୍ତରୀୟ ଉଦ୍ୟୋଗୀ ସମ୍ମିଳନୀ ଅନୁଷ୍ଠିତ..

*କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉଜ୍ଜ୍ୱଳା ସାନିଟାରୀ ନାପ୍‍କିନ୍‍ର ୪୦୦ ଭେଣ୍ଡିଂ ମେସିନ ଉଦ୍‍ଘାଟିତ... *ଗ୍ରାମୀଣ ସ୍ତରୀୟ ଉଦ୍ୟୋଗୀଙ୍କ ସହ ବିଭିନ୍ନ ତୈଳ ବିତରଣ କମ୍ପାନୀ ବୁଝାମଣା ପତ୍ର (ଏମ୍‍ଓୟୁ) ସ୍ୱାକ୍ଷର...

0

ଭୁବନେଶ୍ୱର: ନିରପେକ୍ଷ ଖବର:୪ ମାର୍ଚ୍ଚ ୨୦୧୯: ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ରେଳବାଇ ଅଡ଼ିଟୋରିୟମ୍ ରେ ଆଜି ଗ୍ରାମୀଣ ସ୍ତରୀୟ ଉଦ୍ୟୋଗୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ଗ୍ୟାସ୍‍ ଏବଂ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦ୍‍ଘାଟନ କରିଥିଲେ ।

Blank space

କେନ୍ଦ୍ର ରେଳବାଇ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା, ନାଲ୍‍କୋର ନିର୍ଦେଶକ (ମାନବ ସମ୍ବଳ) ବି.କେ. ଠାକୁର, ନିର୍ବାହୀ ନିର୍ଦେଶକ ଏମ୍‍ଏସ୍‍ଡି ଭଟ୍ଟମିଶ୍ର, ବିବିଏନ୍‍ଏଲ୍‍ ଓଡ଼ିଶାର ସିଜିଏମ୍‍ ଡ. ୟୁ.ଏସ.
ପଣ୍ଡା, ଆଇଓସିଏଲ୍‍ର ଏସ୍‍ଏଲ୍‍ସି ଶୁଭ୍ରଜିତ ଘୋଷ, ବିଏସ୍‍ଏନ୍‍ଏଲ୍‍ର ସିଜିଏମ୍‍ ବି.କେ. ନାୟକ, ଗ୍ରାହକ ସେବା କେନ୍ଦ୍ର
(ସିଏସ୍‍ସି) ଓଡ଼ିଶା ମୁଖ୍ୟ ସୁଶ୍ରୀ ସ୍ୱର୍ଣ୍ଣପ୍ରଭା ସିଂହ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ନାଲ୍‍କୋ, ଏନ୍‍ଟିପିସି ଏବଂ କୋଲ୍‍ ଇଣ୍ଡିଆ ଲିମିଟେଡ୍‍ ଆନୁକୂଲ୍ୟରେ ୪୦୦ କର୍ପୋରେଟ୍‍ ସେବାକେନ୍ଦ୍ର ମାଧ୍ୟମରେ ସାନିଟାରୀ ନାପ୍‍କିନ୍‍ ଉତ୍ପାଦନ ୟୁନିଟି ଆଜି ଉଦ୍‍ଘାଟିତ ହୋଇଛି ।
କର୍ପୋରେଟ୍‍ ସେବାକେନ୍ଦ୍ର ଦ୍ୱାରା ମଧ୍ୟ ୪୫,୦୦୦ରୁ ୫୦,୦୦୦ ପ୍ୟାଡ୍‍ ପ୍ରସ୍ତୁତି ପାଇଁ କଞ୍ଚାମାଲ ଯୋଗାଇ ଦିଆଯିବ । ଏହି ନାପ୍‍କିନ୍‍ ପ୍ୟାକେଟ୍‍ର ମୂଲ୍ୟ ୪୦ ଟଙ୍କା ରହିବ; ପ୍ରତି ପ୍ୟାକ୍‍ରେ ୮ଟି ପ୍ୟାଡ୍‍ ରହିବ ।ତୈଳ ବିତରଣ କମ୍ପାନୀ(ଓଏମ୍‍ସି) ସବୁ ସେମାନଙ୍କ କର୍ପୋରେଟ୍‍ ସାମାଜିକ ଦାୟିତ୍ୱବୋଧ ଉପକ୍ରମ (ସିଏସ୍‍ଆର୍‍)
ମାଧ୍ୟମରେ ଓଡ଼ିଶାର ମହିଳାମାନଙ୍କୁ ନିୟୋଜିତ କରିବା, ଶିକ୍ଷିତ କରାଇବା ଏବଂ ସଶକ୍ତ କରାଇବା କ୍ଷେତ୍ରରେ ପ୍ରମୁଖ ଭୂମିକା
ଗ୍ରହଣ କରିବା ସହ ସାନିଟାରୀ ନାପ୍‍କିନ୍‍ ୟୁନିଟି ପ୍ରତିଷ୍ଠା କରି ମହିଳାଙ୍କ ପାଇଁ ସ୍ୱାସ୍ଥ୍ୟପ୍ରଦ ଉତ୍ପାଦ ପ୍ରସ୍ତୁତ କରାଇବାର ବାଟ
ଦେଖାଇଛନ୍ତି ।

Mo sapath

Leave A Reply

Your email address will not be published.