ବିଜେପି ଛାଡ଼ିଲେ ରାଜ୍ୟ ଉପ-ସଭାପତି ରାଜକିଶୋର ଦାସ… ରାଜନୀତି By Debasmita Behera::Reporter//Admin On Mar 23, 2019 0 Share ଭୁବନେଶ୍ୱର:ନିରପେକ୍ଷ ଖବର ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପ-ସଭାପତି ରାଜକିଶୋର ଦାସ ଦଳ ଛାଡ଼ିଛନ୍ତି। ରାଜକିଶୋର ଦାସ ।ନିଜର ଇସ୍ତଫା ପତ୍ରକୁ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ପଠାଇଛନ୍ତି। ଏହା ସହ ସେ ନିଜର ମନ୍ତବ୍ୟରେ କହିଛନ୍ତି ମୁଁ ଦେଶର ବୃହତ୍ତ ପାର୍ଟି ସହିତ କାମ କରି ଖୁସି ଅନୁଭବ କରିଛି । 0 Share FacebookTwitterGoogle+WhatsApp