Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space

ଜଣାନ୍ତୁ ଆଜି ଅପଣଙ୍କ ଦିନଟି କିପରି କଟିବ

0

ଭୁବନେଶ୍ୱର,ନିରପେକ୍ଷ ଖବର:ରବିବାର ୧୮/୦୫/୨୦
*ଜାଣନ୍ତୁ ଅପଣଙ୍କ ରାଶି ଫଳ*

ମେଷ: କଳହଠାରୁ ଦୂରେଇ ରହିବାକୁ ପଡ଼ିବ । ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । କାର୍ଯ୍ୟ ବିଳମ୍ବିତ ହୋଇପାରେ । କେବଳ ଭାଗ ବ୍ୟବସାୟରେ ଲାଭବାନ ହେବେ । ସ୍ୱାଭିମାନୀ ହେବେ । ସତର୍କରେ ଚଳିବାକୁ ପଡ଼ିବ ।
ବୃଷ: ନିର୍ଭୀକ ଭାବେ କାର୍ଯ୍ୟ କରିପାରନ୍ତି । ବନ୍ଧୁ ମିଳନର ସୁଯୋଗ ସୃଷ୍ଟି ହେବ । ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବେ । ଆକସ୍ମିକ ଭାବେ ଧନଲାଭ ହେବାର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇବ ।
ମିଥୁନ: ଧନଲାଭର ଅପୂର୍ବ ସୁଯୋଗ ଅଛି । ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଧନଲାଭ ହେବାର ସୂଚନା ମିଳୁଛି । ସମ୍ମାନିତ ହେବେ । ସୁଖମୟ ଜୀବନ ଯାପନ କରିବେ ।
କର୍କଟ: ଲୋଭଗ୍ରସ୍ତ ହୋଇପାରନ୍ତି । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ସୁକର୍ମ କରି ଆତ୍ମ ତୃପ୍ତି ଲାଭ କରିବେ । ପାରିବାରିକ ସୁଖ ଅବ୍ୟାହତ ରହିବ । ଚିନ୍ତାଧାରା ଉନ୍ନତମାନର ହେବ । ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ ।
ସିଂହ: ପାରିବାରିକ ଅଶାନ୍ତି ଦେଖାଦେଇ ପାରେ । ଧୈର୍ଯ୍ୟର ସହ ମୁକାବିଲା କରିବାକୁ ପଡ଼ିବ । କୃଷିକ୍ଷେତ୍ର ଉପରେ ଗୁରୁତ୍ୱ ଦେଇପାରନ୍ତି । ଯାନବାହନଜନିତ ସୁଖ ମିଳିପାରେ । ପରିବେଶକୁ ସ୍ୱଚ୍ଛ ରଖି ସୁଖ ଅନୁଭବ କରିବେ ।
କନ୍ୟା: ବିଭିନ୍ନ ଦିଗରୁ ଲାଭବାନ ହୋଇପାରନ୍ତି । ସାଙ୍ଗଠନିକ କାର୍ଯ୍ୟ ପାଇଁ ତତ୍ପରତା ପ୍ରକାଶ କରିବେ । କାର୍ଯ୍ୟର ବୈଶିଷ୍ଟ୍ୟ ଆପଣଙ୍କୁ ମହାନ୍‍ କରି ଗଢ଼ି ତୋଳିବେ । ସମ୍ବର୍ଦ୍ଧିତ ହୋଇପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ ।
ତୁଳା: ମନଇଚ୍ଛା କିଛି ନକରି ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନେଲେ ସୁଫଳ ମିଳିବ । କର୍ମ ତତ୍ପରତା ପ୍ରକାଶ ପାଇବ । ଆୟ ବୃଦ୍ଧିର ସୁଯୋଗ ଅଛି । ଭାଗ୍ୟବାନ ହୋଇପାରନ୍ତି । ଯାନବାହନ ସୁଖ ମିଳିବ । ଧନଯୁକ୍ତ ହେବେ ।
ବିଛା: ଆଜି ଦିନଟିରେ ଆପଣ ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଆୟ ବୃଦ୍ଧିର ସୁଯୋଗ ଜୁଟିଛି । ବନ୍ଧୁ ସହାୟତାରୁ ଲାଭବାନ ହେବେ । ଶାରୀରିକ କଷ୍ଟ ଅନୁଭବ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆ ବନ୍ଧୁ ଜୁଟିବେ ।
ଧନୁ: ଆୟ ବୃଦ୍ଧିର ସୂଚନା ମିଳୁଛି । ସାମୟିକ ଭାବେ କିଛି ସମୟ ପାଇଁ ଅଟକି ଯାଇପାରନ୍ତି । ପରିଶ୍ରମ ମୂଲ୍ୟ ମିଳିବ । ମଧୁରଭାଷୀ ହେବେ । ପରିବାରଙ୍କ ଉପରେ ବଡ଼ ଦାୟିତ୍ଵ ନ୍ୟସ୍ତ କରିବେ । ଶତ୍ରୁନାଶ କରିବେ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ତେଜୀୟାନ ହେବେ ।
ମକର: ନୂତନ କର୍ମ ପାଇଁ ନିଯକ୍ତି ମିଳିପାରେ । ଆୟ ଆଶାନୁରୂପ ହୋଇପାରେ । ସରକାରୀସ୍ତରରୁ ଲାଭ ଉଠାଇ ପାରନ୍ତି । ସତ୍ କର୍ମ କରିବେ । ଲୋକପ୍ରିୟତା ବୃଦ୍ଧି ହେବ । କୃତଜ୍ଞ ହେବେ । କାର୍ଯ୍ୟର ସଫଳତା ମିଳିବ ।
କୁମ୍ଭ: ଶ୍ରମର ମୂଲ୍ୟାଙ୍କନ ହେବ କିନ୍ତୁ ଆଜି ଶାରୀରିକ ଓ ମାନସିକ କଷ୍ଟ ଅନୁଭବ କରିବେ । ଉନ୍ନତି ହେବାର ସୂଚନା ମିଳୁଛି । ବିଭାଗୀୟ ସ୍ତରରେ ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି । ବାଣିଜ୍ୟରେ ପ୍ରଭୂତ ଧନର ଅଧିକାରୀ ହେବେ । ଯଶସ୍ୱୀ ହେବେ । କୀର୍ତ୍ତିମାନ ହୋଇପାରନ୍ତି ।
ମୀନ: ଏଣିକି ନିର୍ଭୟରେ କାର୍ଯ୍ୟ କରି ଚାଲିବେ । ଶ୍ରମ ବହୁଳ ହୋଇପାରେ । ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ସୁଖ ସମୃଦ୍ଧିର ମୂଳଦୁଆ ପଡ଼ିବ କିନ୍ତୁ ଦାମ୍ପତ୍ୟ ଜୀବନ ଟି ସୁଖପ୍ରଦ ହେବ ନାହିଁ

Mo sapath

Leave A Reply

Your email address will not be published.