Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space

ଭିଜିଲାନ୍ସ ଜାଲରେ ମୟୁରଭଞ୍ଜ ଜିଲ୍ଲା ପଶୁସମ୍ପଦ ଅଧିକାରୀ

ବାରିପଦା(ନିରପେକ୍ଷ ଖବର)ତା-୧୨/୦୬-ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ପଶୁସମ୍ପଦ ବିଭାଗ ଅଧିକାରୀ ଭିଜିଲାନ୍ସ ଜାଲରେ। ସରକାରୀ ଗାଡ଼ିରେ ଭୂବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ବେତନଟୀ ନିକଟରେ ଭିଜିଲାନ୍ସ ବିଭାଗ ଅଧିକାରୀ ମାନେ ଚଢ଼ାଉ କରିଥିଲେ। ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ପଶୁସମ୍ପଦ ବିଭାଗ…

ସାଇ ହସ୍ପିଟାଲରେ ଡାକ୍ତରଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ

* ଆରକ୍ଷୀ ଅଧିକ୍ଷକଙ୍କୁ ଦାବୀପତ୍ର ଦେଲା ଓମସା ବାରିପଦା(ନିରପେକ୍ଷ ଖବର)ତା-୧୧/୬-ସାଇ ହସପିଟାଲରେ ଜଣେ କାର୍ଯ୍ୟରତ ଡାକ୍ତରଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଗତ ଜୁନ ୨ ତାରିଖ ରାତିରେ ଡା ପରମେଶ୍ୱର ସିଂଙ୍କୁ ଉକ୍ତ ସାଇ ହସପିଟାଲ କତୃପକ୍ଷ ଐଶର୍ଯ୍ୟରାଜ ପତି, ଡଃ…

ପୂଜା ସମୟରେ ହେଲା ବଜ୍ରପାତ ଜଣେ ମୃତ୍ୟୁ

ବାରିପଦା(ନିରପେକ୍ଷ ଖବର)ତା-୧୦/୦୬-ସାନ୍ତାଳି ସମ୍ପ୍ରଦାୟର ଏକ ପୂଜା ଚାଲିଥିଲା ବେଳେ ବଜ୍ରପାତରେ ଚାଲିଗଲା ଜୀବନ।ଅପରାନ୍ହ ସମୟରେ ହଠାତ ବର୍ଷା ସହିତ ବଜ୍ରପାତ ହୋଇଥିଲା ଆଉ ଚାଲିଯାଇଥିଲା ଏକ ଅମୂଲ୍ୟ ଜୀବନ ଓ ଏଥି ସହିତ ୧୦ ଜଣ ଗୁରୁତର ମଧ୍ୟ ହୋଇଛନ୍ତି।ସୁଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲାର…

ବାଘ ଆତଙ୍କ ନେଇ ଭୟଭିତ

ବାରିପଦା(ନିରପେକ୍ଷ ଖବର)ତା-୧୦/୦୬-ଗାଁ ରେ ଏକ କଲରାପତରିଆ ବାଘ ବୁଲୁଥିବାର ଆତଙ୍କ ନେଇ ଭୟର ବାତାବରଣ ଖେଳିଯାଇଛି।ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଗୁଡିଆଲବନ୍ଧ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମ ଭିତରକୁ ଏକ କଲରାପତରିଆ ବାଘ ପଶି ଆସିଥିବା ନେଇ ଗ୍ରାମରେ ଆତଙ୍କ ଖେଳି ଯାଇଛି। ମଙ୍ଗଳବାର…

ବାଘ ଆତଙ୍କ ନେଇ ଭୟଭିତ ଗ୍ରାମବାସୀ

ବାରିପଦା(ନିରପେକ୍ଷ ଖବର)ତା-୧୦/୦୬-ଗାଁ ରେ ଏକ କଲରାପତରିଆ ବାଘ ବୁଲୁଥିବାର ଆତଙ୍କ ନେଇ ଭୟର ବାତାବରଣ ଖେଳିଯାଇଛି।ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଗୁଡିଆଲବନ୍ଧ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମ ଭିତରକୁ ଏକ କଲରାପତରିଆ ବାଘ ପଶି ଆସିଥିବା ନେଇ ଗ୍ରାମରେ ଆତଙ୍କ ଖେଳି ଯାଇଛି। ମଙ୍ଗଳବାର…

ଲୋକଙ୍କ ମଧ୍ୟରେ ହଜିଯାଉଛି ମାନବିକତା

ବାରିପଦା(ନିରପେକ୍ଷ ଖବର)ତା-୦୮/୦୬-ଆଜିର ସମାଜରେ ଲୋକଙ୍କ ମଧ୍ୟରେ ଧୀରେ ଧୀରେ ମାନବିକତା ହଜିଯାଉଛି। ମାନସିକ ବିକାରଗ୍ରସ୍ତଙ୍କ ପ୍ରତି ଦୟାର ମନଭାଵ ଏମାନଙ୍କ ମଧ୍ୟ ଦେଖିବାକୁ ମିଳୁନାହିଁ।ଲୋକମାନଙ୍କ କ୍ରୁରତାରୁ ଏମାନେ ବର୍ତ୍ତି ପାରୁନାହାନ୍ତି।ଏହି ଭଳି ଏକ କ୍ରୁର ଘଟଣା ଘଟିଛି ମୟୁରଭଞ୍ଜ…

୭୦ ଛୁଇଁଲା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା …

ବାରିପଦା(ନିରପେକ୍ଷ ଖବର)ତା-୦୬/୦୬-ଧୀରେ ଧୀରେ ମୟୁରଭଞ୍ଜ ଜିଲ୍ଲାରେ କାୟା ବିସ୍ତାର କରିବାରେ ଲାଗିଛି କୋରୋନା। ଶନିବାର ପୁଣି ଜିଲ୍ଲାରୁ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରୁ ୫ ଜଣ ଶୁଳିଆପଦା,୨ ଜଣ ବହଳଦା ଏବଂ ୬ ଜଣ ଜଶିପୁର ବ୍ଲକର ହୋଇଥିବା ସୂଚନା ମିଳିଛି। ତେବେ…

ଗୁଡ଼ି ଉଡ଼ାଳିଙ୍କ ଖେଳ ପଡିଆ ସାଜିଛି ଜନ ଗହଳି ରାସ୍ତା

ବାରିପଦା(ନିରପେକ୍ଷ ଖବର)ତା-୦୩/୦୬: ଲକ୍ ଡାଉନ୍ ସମୟରେ ବାରିପଦା ସହରରେ ଗୁଡ଼ି ଉଡାଳିମାନେ ବିଭିନ୍ନ ରାସ୍ତାକୁ ଅଘୋଷିତ ଭାବେ କବଜା କରି ରଖିଛନ୍ତି । କରୋନା ଭୟରେ ଗାଡି ମୋଟର ଚଳଚଳ ଟିକେ କମ୍ ଥିବାରୁ ଗୁଡ଼ି ଉଡାଳିମାନେ ରାସ୍ତା ମଝିରେ ଗୁଡି ଉଡାଇ ସାଧାରଣ ଲୋକଙ୍କ ଜୀବନକୁ ବିପଦକୁ…

୨୬ ଛୁଇଁଲା ମୟୁରଭଞ୍ଜ ପଜିଟିଭ ସଂଖ୍ୟା

ବାରିପଦା(ନିରପେକ୍ଷ ଖବର)ତା-୦୧/୦୬-ଆଜି ମୟୂରଭଞ୍ଜରୁ ୩ଜଣ କରୋନା ପଜିଟିଭ ଚିନ୍ହଟ ହୋଇଛନ୍ତି।ଚିନ୍ହଟ ହୋଇଥିବା ସମସ୍ତେ ତାମିଲନାଡୁ ଫେରନ୍ତା ଅଟନ୍ତି।ଚିନ୍ହଟ ହୋଇଥିବା ପଜିଟିଭି ବ୍ୟକ୍ତିଙ୍କ ମଧ୍ୟରୁ ଦୁଇ ଜଣ ବେତନଟୀ ବ୍ଲକର ହୋଇଥିବା ବେଳେ ଅନ୍ୟ ଜଣେ ଯଶିପୁର ବ୍ଲକର ଅଟନ୍ତି।ସେମାନଙ୍କ…

ସାମ୍ବାଦିକଙ୍କ ମହତ ପଣିଆ ଜନ୍ମ ଦିନରେ କଲେ ରକ୍ତଦାନ

ବାରିପଦା(ନିରପେକ୍ଷ ଖବର)ତା-୩୧/୦୫-ଜନ୍ମଦିନକୁ ସମସ୍ତେ ଧୁମ୍‌ଧାମ୍‌ରେ ପାଳନ କରନ୍ତି ଓ ସାଙ୍ଗସାଥିଙ୍କ ଗହଣରେ ବେଶ୍‌ ଖୁସି ମନାଇଥାନ୍ତି। କିନ୍ତୁ ଜଣେ ସାମ୍ବାଦିକ ନିଆରା ଢଙ୍ଗରେ ନିଜ ଜନ୍ମ ଦିନକୁ ପାଳିଛନ୍ତି। ସେ ହେଉଛନ୍ତ ଯୁବ ସାମ୍ବାଦିକ ଉଦିତ୍ କୁମାର ପରିଡା । ତାଙ୍କ ଜନ୍ମଦିନରେ…

ମୟୁରଭଞ୍ଜ ରୁ ନୂଆ ୬ଜଣ କରୋନା ଆକ୍ରାନ୍ତ ଚିନ୍ହଟ।

ବାରିପଦା(ନିରପେକ୍ଷ ଖବର)ତା-୩୧/୦୫-ଆଜି ମୟୁରଭଞ୍ଜରୁ ୬ଜଣ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି। ଚିନ୍ହଟ ହୋଇଥିବା ୬ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୪ଜଣ ମହାରାଷ୍ଟ୍ର ଫେରନ୍ତା ହୋଇଥିବା ବେଳେ ଅନ୍ୟ ୨ଜଣ କର୍ଣ୍ଣାଟକ ଫେରନ୍ତା ଅଟନ୍ତି। ଚିନ୍ହଟ ହୋଇଥିବା ୪ଜଣ ପଜିଟିଭି ରାସଗୋବିନ୍ଦପୁର ବ୍ଲକ…

ଏଣିକି ବାରିପଦାରେ ହେବ କରୋନା ଟେଷ୍ଟ……

ବାରିପଦା(ନିରପେକ୍ଷ ଖବର) ୩୧/୦୫: ମୟୂରଭଞ୍ଜ ବାସୀଙ୍କ ପାଇଁ ଖୁସି ଖବର। ଜିଲ୍ଲାକୁ କରୋନା ଛୁଇଁବାର ଦୀର୍ଘ ଏକ ମାସ ପରେ ବାରିପଦାରେ ଆରମ୍ଭ ହେଲା କରୋନା ସ୍ୱାବ ପରୀକ୍ଷା।ମୟୂରଭଞ୍ଜ ଜିଲ୍ଲାକୁ ଆସୁଥିବା ପ୍ରବାସୀ ମୟୂରଭଞ୍ଜିଆ ଓ କୋଭିଡ-୧୯ ଲକ୍ଷଣ ଦେଖାଯାଉଥିବା ଲୋକମାନଙ୍କର ସ୍ୱାବ ଟେଷ୍ଟ…

ସବୁଠି ବନ୍ଦେ ଉତ୍କଳ ଜନନୀ

ବାରିପଦା(ନିରପେକ୍ଷ ଖବର)ତା-୩୦/୦୫-କରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ ଯୋଦ୍ଧା ମାନେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି।କୋଭିଡ୍ ଯୁଦ୍ଧରେ ନିଜର ସୁଖ ସ୍ଵାଛନ୍ଦ୍ୟକୁ ତ୍ୟାଗ କରି ସଂକ୍ରମଣକୁ ରୋକିବା ପାଇଁ ଦିନରାତି ଏକ କରିଦେଇଥିବା କୋଭିଡ୍ ଯୋଦ୍ଧାମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ଏବଂ…

ଜୀବନଦୀପ ନସିଂହୋମ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ

ବାରିପଦା ୨୩/୫(ନିରପେକ୍ଷ ଖବର): ଜୀବନଦୀପ ନର୍ସିଂହୋମରେ ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଗର୍ଭବତୀଙ୍କ ଅପରେସନ ପାଇଁ ନର୍ସିଂହୋମରେ ଆବଶ୍ୟକୀୟ ସରଞ୍ଜାମ ନ ଥିବା ବେଳେ ଡାକ୍ତରଙ୍କ ଦାୟିତ୍ୱହୀନତା ପାଇଁ ନବଜାତକର ମୃତ୍ୟୁ…

ପୁଣି ମୟୂରଭଞ୍ଜରୁ ୩ କରୋନା ରୋଗୀ

ବାରିପଦା(ନିରପେକ୍ଷ ଖବର)ତା-୨୧/୦୫-ପୁଣି ମୟୂରଭଞ୍ଜରୁ ୩ କରୋନା ରୋଗୀ ଚିନ୍ହଟ ହୋଇଛନ୍ତି। ଏଥି ସହିତ ମୟୂରଭଞ୍ଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪କୁ ପହଁଚିଛି।ଚିନ୍ହଟ ୩ଜଣ କରୋନା ପଜିଟିଭିଙ୍କ ମଧ୍ୟରୁ ୨ ଜଣ ବାରିପଦା କ୍ୱରେଣ୍ଟାଇନରେ ଥିବା ବେଳେ ଜଣେ କପ୍ତିପଦା ବ୍ଲକ ଠାକୁରମୁଣ୍ଡା…

ଫୁଲୁଛି ବୁଢ଼ାବଳଙ୍ଗ, ବିପଦସଙ୍କେତ ତଳେ ପାଣି

* ଜିଲ୍ଲାରେ ହାରାହାରି ୨୮.୬୪ ମିମି ବର୍ଷା * ବେତନଟୀରେ ସର୍ବାଧିକ ୭୮, ବାରିପଦାରେ ୭୫ମିମି ବାରିପଦା:୨୦/୫(ନିରପେକ୍ଷଖବର)ମହାବାତ୍ୟା ଅମ୍ଫନ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ଆଂଶିକ ପ୍ରଭାବ ପଡିଛି। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୭୪୪.୬୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।…

ସମୟ ଯେତେ ଗଡୁଛି ପବନର ବେଗ ସେତେ ବଢୁଛି।

ଅମ୍ଫନ ପ୍ରଭାବରେ ବର୍ଷା ପବନ ଜାରିବା ରିପଦା(ନିରପେକ୍ଷ ଖବର)ତା-୨୦/୦୫-ମୟୂରଭଞ୍ଜ ଜିଲାରେ ଅମ୍ଫନ ପ୍ରଭାବ ଅନୁଭୂତ ହୋଇଛି ।ଜୋରରେ ପବନ ବୋହିବା ସାଙ୍ଗକୁ ପ୍ରବଳ ବର୍ଷା ହେଉଛି।ସମୟ ଯେତେ ବଢୁଛି ପବନର ବେଗ ସେତେ ବଢୁଛି। ଅମ୍ପନର ପ୍ରଭାବରେ ମଙ୍ଗଳବାର ରାତିରୁ ଝିପ ଝିପ ବର୍ଷା ହେଉଥିବା…

ସୁସ୍ଥ ହେଲେ ୪ କରୋନା ରୋଗୀ….

ବାରିପଦା(ନିରପେକ୍ଷ ଖବର)ତା-୧୮/୦୫-ମୟୁରଭଞ୍ଜ ପାଇଁ ଖୁସି ଖବର। ସୁସ୍ଥ ହେଲେ ୪କରୋନା ଆକ୍ରାନ୍ତ। ଏ ବାବଦରେ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ଟ୍ୱିଟ କରି ସୂଚନା ଦେଇଛନ୍ତି। ରାଜ୍ୟରେ ଆଜି ମୋଟ ୫୭ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ବେଳେ ସେଥି ମଧ୍ୟରେ ମୟୂରଭଞ୍ଜରୁ ୪ ଜଣ ଅଛନ୍ତି । ସୂଚନାଯୋଗ୍ୟ…

ଶିଶୁ ଅଦଳ ବଦଳ ଘଟଣାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭାଙ୍ଗିଲେ ମହିଳା

*ମେଡିକାଲ ଅଧିକକ୍ଷଙ୍କ ଅପାରଗତା ପାଇଁ ଡିଏନଏ ରିପୋର୍ଟ ଆସିବା ବିଳମ୍ବ ହେଉଥିବା ଅଭିଯୋଗ* ବାରିପଦା(ନିରପେକ୍ଷ ଖବର)ତା-୧୮/୦୫- ଗତ ୧୧ ତାରିଖରେ ପିଆରଏମ୍ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲରେ ହୋଇଥିବା ଶିଶୁ ଅଦଳ ବଦଳ ଘଟଣାକୁ ନେଇ ଉତ୍ତ୍ୟକ୍ତ ମହିଳାମାନେ ମୟୁରଭଞ୍ଜ ଜିଲ୍ଲାପାଳଙ୍କ…

ଭାରରେ ଦୁଇ ପୁଅଙ୍କୁ ବସାଇ ୧୨୦ କିମି ଚାଲିଲା ବାପା

ବାରିପଦା(ନିରପେକ୍ଷଖବର): ତା-୧୬/୫/ ସ୍ନେହ ଓ ମମତା ପାଖରେ କେହି ପ୍ରତିବନ୍ଧକ ସାଜିପାରନ୍ତି ନାହିଁ। ପ୍ରାକୃତିକ ବିପର୍ଯ୍ୟୟ ହେଉ କି ମହାମାରୀ କରୋନାର ଭୟ ସେ ସମ୍ପକରେ କେହି ବି ପାଚେରୀ ହୋଇ ଛିଡ଼ା ହୋଇପାରିବେନି। ସେ ପୁଣି ବାପ ଓ ପୁଅର ସମ୍ପର୍କ। ଲକ ଡାଉନ ସମୟରେ କାମଧନ୍ଦା କିଛି ନ ପାଇ…