Blank space
Blank space
Breaking News/ମୁଖ୍ୟ ଖବର:
୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ
Blank space

ରେଳ ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ସମ୍ପାଦନର କାର୍ଯ୍ୟକାରିତାକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଅନୁଯାୟୀ ଟ୍ରେନ୍…

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୨/୧୧/୨୨ ଟିଟିଲାଗଡ-ସମ୍ବଲପୁର ରେଳ ମାର୍ଗରେ ସିକିର-ବଡମାଲ ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ସମ୍ପାଦନର କାର୍ଯ୍ୟକାରିତାକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଅନୁଯାୟୀ ଟ୍ରେନ୍ ସେବା ପ୍ରଭାବିତ ହେବ | ଟ୍ରେନର ବାତିଲ୍: • 08317/08318…

ପର୍ଯ୍ୟଟନ ମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶା ଟ୍ରାଭେଲ୍ ବଜାର ୨୦୨୨ ପ୍ରଦର୍ଶନୀ ଉଦ୍‌ଘାଟିତ

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୯/୧୦ ଓଡ଼ିଶାର ମାନ୍ୟବର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ ଏବଂ ପର୍ଯ୍ୟଟନ ମନ୍ତ୍ରୀ, ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ପାତ୍ର ଆଜି ଓଡ଼ିଶା ଟ୍ରାଭେଲ ବଜାର ୨୦୨୨ର ପ୍ରଦର୍ଶନୀକୁ ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ ଶୁଭ ଉଦଘାଟନ କରିଛନ୍ତି । ଏହି ଅବସରରେ ସେ…

ସୁପର ୭ କ୍ରିକେଟ୍ : ଓଡିଶା ଦଳ ଘୋଷଣା

ଭୁବନେଶ୍ବର,ନିରପେକ୍ଷ ଖବର : ଉତ୍ତର ପ୍ରଦେଶରେ ନଭେମ୍ବର ୧୦ରୁ ୧୭ତମ ସିନିୟର ସୁପର ୭ କ୍ରିକେଟ୍ ଜାତୀୟ ଚାମ୍ପିଅନସିପ୍ ଆୟୋଜନ ହେବାକୁ ଯାଉଛି । ଏଥିରେ ଭାଗନେଵା ପାଇଁ ଓଡ଼ିଶା ସୁପର ୭ କ୍ରିକେଟ୍ ସଂଘ ପକ୍ଷରୁ ୧୩ ଜଣିଆ ପୁରୁଷ ଦଳ ଘୋଷଣା କରାଯାଇଛି। ଦଳରେ କୋଚ୍ ସନ୍ତୋଷ କୁମାର ଗୌଡ଼…

ଅକ୍ଟୋବର ୨୮ରୁ ୩-ଦିନିଆ ଓଡ଼ିଶା ଟ୍ରାଭେଲ୍ ବଜାର ୨୦୨୨

ଭୁବନେଶ୍ୱର,ନିରପେକ୍ଷ ଖବର : ଡୋମେଷ୍ଟିକ୍ ଓ ବିଦେଶୀ ଟୁର ଅପରେଟରମାନଙ୍କ ମଧ୍ୟରେ ଓଡ଼ିଶାର ପ୍ରସାର କରିବା ଲାଗି ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଶିଳ୍ପ ସଂଘ ଫିକିର ମିଳିତ ସହଯୋଗରେ ଅକ୍ଟୋବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ଓଡ଼ିଶା…

ଇସ୍ରୋ/ଏନ୍ଏସ୍ଆଇଏଲ୍ ଦ୍ୱାରା ୩୬ଟି ୱାନ୍ୱେବ୍ ସାଟେଲାଇଟ୍ର ସଫଳ ଉତ୍କ୍ଷେପଣ

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୫/୧୦ ୱାନ୍ୱେବ୍ ପକ୍ଷରୁ ଆଜି ଭାରତର ଶ୍ରୀହରିକୋଟାଠାରେ ସତିଶ ଧୱନ୍ ସ୍ପେଶ୍ ସେଂଟର୍ (ଏସ୍ଡିଏସ୍ସି-ଏସ୍ଏଚ୍ଏଆର୍)ରୁ ନ୍ୟୁସ୍ପେଶ୍ ଇଣ୍ଡିଆ ଲିମିଟେଡ୍ (ଏନ୍ଏସ୍ଆଇଏଲ୍) ଦ୍ୱାରା ଶୁଭାରମ୍ଭ କରାଯାଇଥିବା ୩୬ଟି ସାଟେଲାଇଟ୍ର ସଫଳ ନିୟୋଜନକୁ ନିଶ୍ଚିତ କରାଯାଇଛି ।…

ହରି ଭାଇ କମେଡି କ୍ଲବ ପକ୍ଷରୁ ସମ୍ମାନିତ ହେଲେ ଦେବେନ୍ଦ୍ର ଦାସ ଓ ସବିତା ମହାନ୍ତି….

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୩/୧୦ ହରି ଭାଇ କମେଡି କ୍ଲବ ଦ୍ୱାରା ଆୟୋଜିତ *ନାଟକ ଶାଢ଼ୀ ହରଣ* ପରିବେଷଣ ହୋଇଥିଲା। ଏଥିରେ ୫୦ ରୁ ଅଧିକ କଳାକାର ଭାଗ ନେଇଥିଲେ। ପ୍ରତ୍ୟେକ ବର୍ଷ ଏହିପରି ଭାବରେ ନିଟକ ପରିବେଷଣ କରିବା ସହ ଯେଉଁ କଳାକାର ମାନେ ଜୀଵନ ସାରା ସାଧନା କରିଛନ୍ତି ସେମାନଙ୍କୁ…

ଭୁବନେଶ୍ୱରରେ ଖୋଲିଲା ଉତ୍କଳମ୍ରିତା’ ଷ୍ଟୋର….

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୩/୧୦ ଆଜି ଭୁବନେଶ୍ୱର ସ୍ଥିତ ଶହୀଦ୍ ନଗର ପ୍ଲଟ ନମ୍ବର-୬୫୦ ଠାରେ ସାବତ ଏକ୍ସପୋର୍ଟସ୍ ପ୍ରାଇଭେଟ ଲିମିଟେଡ୍' ଯାହା ଏକ ଅଗ୍ରଣୀ ହସ୍ତତନ୍ତ ସଂସ୍ଥା ଭାବେ ପରିଚିତ, ୨୦୧୫ ମସିହାରେ ଡକ୍ଟର ଅନୀତା ସାବତ ଏବଂ ଅମ୍ରିତା ସାବତଙ୍କର ପ୍ରଚେଷ୍ଟାରେ ନିଜର ସପ୍ତମ…

କେନ୍ଦ୍ରୀୟ ଆୟୁର୍ବେଦ ଅନୁସନ୍ଧାନ ସଂସ୍ଥାନ ଭୁବନେଶ୍ବର ପକ୍ଷରୁ ସପ୍ତମ ଆୟୁର୍ବେଦ ଦିବସ ପାଳନ …

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୩/୧୦ ଚଳିତ ବର୍ଷ ଆୟୁଷ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗର ସହଯୋଗରେ ଏହାକୁ ପାଳନ କରୁଛି ଯାହା ଦ୍ବାରା ଦେଶର ପ୍ରତ୍ୟେକ ବ୍ୟକ୍ତି 3Js – ଜନ ସନ୍ଦେଶ, ଜନ ଭାଗିଦାରୀ ଏବଂ ଜନ ଆନ୍ଦୋଳନ ଲକ୍ଷ୍ୟରେ ପାରମ୍ପାରିକ ଔଷଧ ପ୍ରଣାଳୀ…

୨୫ତମ କଳିଙ୍ଗ ପୁସ୍ତକ ମେଳା-୨୦୨୨

♦ ୨୫ତମ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ସମାଗୋହ ପାଳନ ହେବ... * ଆସନ୍ତା ଅକ୍ଟୋବର ୨୮ ତାରିଖ ରୁ ନଭେମ୍ବର ୬ ତାରିଖ ୨୦୨୨ ପର୍ଯ୍ୟନ୍ତ ଚାଲିବ • ଓଡ଼ିଆ ସାହିତ୍ୟର ୧୧ ଗୋଟି ବିଭାଗରେ ଦିଆଯିବ 'ୟୁର୍ମେନ୍ଦ୍ର ମିଶ୍ର ସ୍ମୃତି ସ୍ମାରକୀ ସମ୍ମାନ' ♦ ମହିଳା ମାନଙ୍କ ଦ୍ବାରା…

ଵିଶାଳ ରକ୍ତ ଦାନ ଶିବିର

ଭୁବନେଶ୍ବର,ନିରପେକ୍ଷ ଖବର :ତା ୧୮/୧୦ ଆଜି ରସୁଲଗଡ଼ ଦୁର୍ଗା ମଣ୍ଡପ ନିକଟରେ ମା ବାସନ୍ତୀ ଦୁର୍ଗା ମିନି ଟ୍ରକ ଆସୋସିଏସନ ଓ ଓଡ଼ିଶା ମୋ ପରିବାର ମିଳିତ ଆନୁକୁଲ୍ୟରେ ଜୀବନ ବିନ୍ଦୁ ରକ୍ତ ଦାନ ଶିବିର ଆୟୋଜନ ହୋଇଯାଇଛି। ଏହି ଶିବିରକୁ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି…

ସନସାଇନ ହସ୍ପିଟାଲ ଭୁବନେଶ୍ବରରେ ସ୍ନାୟୁ ରୋଗ ଓ ଚିକିତ୍ସା ଅଗ୍ରଗତି ଆଲୋଚନା ଚକ୍ର

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୬/୧୦ ଆଜି ଭୁବନେଶ୍ବର ଲକ୍ଷ୍ମୀସାଗର ସ୍ଥିତ ଥିବା ସନସାଇନ୍ ହସ୍ପିଟାଲରେ ନାଗରିକମାନଙ୍କୁ ଅନ୍ତର୍ଜାତୀୟ ମାନର ସ୍ୱାସ୍ଥ୍ୟ ସେବା ସୁଲଭ ମୁଲ୍ୟରେ ଯୋଗାଇ ଦେବାକୁ ପ୍ରତିବଦ୍ଧ । ଏହାସହ ଓଡ଼ିଶାର ପ୍ରଥମ ପସନ୍ଦର ଡାକ୍ତରଖାନା ହେବା ପାଇଁ ଦ୍ରୁତ ଗତିରେ ଅଗ୍ରଗତି…

ଟ୍ରେଣ୍ଡ୍ସ ପକ୍ଷରୁ “ଖୁସିର ପର୍ବ’ ପ୍ରତିଯୋଗିତା ବିଜେତାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ଵର,ନିରପେକ୍ଷ ଖବର : ଭାରତର ସର୍ବବୃହତ ଓ ଦ୍ରୁତ ଅଭିବୃଦ୍ଧିଶୀଳ ପୋଷାକ ଓ ଆସେସୋରିଜ୍ ସ୍ପେସିଆଲିଟି ରିଲାଏନ୍ସ ରିଟେଲ୍ ର ଟ୍ରେଣ୍ଡ୍ସ ପକ୍ଷରୁ ଦୁର୍ଗାପୂଜା ଓ ଦଶହରା ସମୟରେ ଅନୁଷ୍ଠିତ “ ଖୁସିର ପର୍ବ' ପ୍ରତିଯୋଗିତାର ବିଜେତା ଘୋଷଣା କରାଯାଇଛି । ଟ୍ରେଣ୍ଡ୍ସ ଖୁସିର ପର୍ବ ଓ ପୂଜା…

ଏପିଆର୍‌ଏଏସ୍‌ଓ ଏବଂ ସୁଶ୍ରୁତ୍ ହସ୍ପିଟାଲ୍ ଦ୍ୱାରା ରାଇନୋପ୍ଲାଷ୍ଟି ଓ ଫେସିଆଲ୍ ଏସ୍‌ଥେଟିକ୍ ଚଉପରେ ଲାଇଭ୍ ଅପରେଟିଭ୍…

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୫/୧୦ ଆସୋସିଏସନ୍ ଅଫ୍ ପ୍ଲାଷ୍ଟିକ୍ ରିକନ୍‌ଷ୍ଟ୍ରକ୍‌ଟିଭ୍ ଆଣ୍ଡ୍ ଏସ୍‌ଥେଟିକ୍ ସର୍ଜନ୍ ଅଫ୍ ଓଡିଶା(ଏପିଆର୍‌ଏଏସ୍‌ଓ), ସୁଶ୍ରୁତ୍ ହସ୍ପିଟାଲ୍ ଏବଂ ଟ୍ରମା କେୟାର୍‌, ଭୁବନେଶ୍ୱର ଏବଂ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଏସ୍‌ଥେଟିକ୍ ପ୍ଲାଷ୍ଟିକ୍ ସର୍ଜନ…

ସ୍ଥାପନା ଚାରିଟେବୁଲ୍ ଟ୍ରଷ୍ଟ୍ ପକ୍ଷରୁ “ମିଟି କା ଗୁମାନ” ସମ୍ମାନ

ଭୁବନେଶ୍ୱର,ନିରପେକ୍ଷ ଖବର :ତା ୧୭/୧୦ ଓଡ଼ିଶାର ହଜିଯାଉଥିବା କୀର୍ତ୍ତନ, ଭାଗବତ ଓ ଲୋକକଳାକୁ ପୁନର୍ଜୀବିତ କରିବାକୁ ସ୍ଥାପନା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ସ୍ୱତନ୍ତ୍ର ଉଦ୍ୟମ କରାଯାଇଛି । ଗାଁ ଗହଳିର କୁଟୀର ଶିଳ୍ପଠାରୁ ଆରମ୍ଭ କରି ଓଡ଼ିଶାର ନିଚ୍ଛକ କଳା ଓ ସଂସ୍କୃତିକୁ ଖୋଜିବାର ଏକ ନୂଆ…

ହିମାଚଳ ପ୍ରଦେଶର ଉନା ଠାରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ବନ୍ଦେ ଭାରତ ଏକ୍ସପ୍ରେସ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ…

ହିମାଚଳ ପ୍ରଦେଶ,ନିରପେକ୍ଷ ଖବର:ତା ୧୩/୧୦ ଆଜି ଉନାର ଅମ୍ବ ଅଂଦୌରା ଠାରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ନୂତନ ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସବୁଜ ପତାକା ପ୍ରଦର୍ଶନ କରି ଶୁଭାରମ୍ଭ କରାଇଛନ୍ତି | ପ୍ରଧାନମନ୍ତ୍ରୀ ବନ୍ଦେ ଭାରତ…

୧୬ଜଣଙ୍କୁ ପରିଚୟ ପକ୍ଷରୁ ପରମ୍ପରା ପୁରସ୍କାର…

ଭୁବନେଶ୍ବର,ନିରପେକ୍ଷ ଖବର:ତା ୧୨/୧୦ ସମାଜର ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପାଇଁ ପରିଚୟ ଫାଉଣ୍ଡେସନ ପକ୍ଷରୁ ଅଷ୍ଟମ ପରମ୍ପରା ଆଓ୍ବାର୍ଡ ପ୍ରଦାନ କରାଯାଇଛି । ୧୬ଜଣ ବିଶିଷ୍ଟ ବ୍ୟକ୍ତି ଏହି ପୁରସ୍କାର ପାଇଛନ୍ତି । ନୂଆଦିଲ୍ଲୀର କନଷ୍ଟିଚୁୟସନ୍ କ୍ଲବରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି…

ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର,ନିରପେକ୍ଷ ଖବର :ତା ୦୭/୧୦ ବିଶ୍ୱ ସ୍ତନ କର୍କଟ ମାସ ଅବସରରେ ରେଡ଼୍ ସ୍ୱସ୍ତିକ୍ ସୋସାଇଟି, ଲାୟନ୍‌ସ ମିନତୀ ବେହେରା କ୍ୟାନସର ଫାଉଣ୍ଡେସନ, କ୍ରିୟା ଓ ସ୍ପର୍ଶ ହସ୍ପିଟାଲର ମିଳିତ ସହଯୋଗରେ ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମ “ଉଡ଼ାନ୍‌” ଭି.ଏସ୍‌.ଏସ୍‌. ନଗର ସ୍ଥିତ ବି.ଏମ୍‌.ସି.…