Blank space
Blank space
Breaking News/ମୁଖ୍ୟ ଖବର:
୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ
Blank space

“ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୧ତମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୨/୧୦/୨୨ ରାଜ୍ୟର ଅଗ୍ରଣୀ ମାସିକ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୧ତମ ବାର୍ଷିକ ଉତ୍ସବ ହୋଟେଲ୍ ସ୍ୱସ୍ତି ପ୍ରିମିୟମ୍‌, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡ଼କ୍ଟର ଅଚ୍ୟୁତ୍ ସାମନ୍ତ…

କମିଶନରେଟ୍ ପୋଲିସ୍ କୁ ନାଲକୋ ପକ୍ଷରୁ ପୂଜା ଉପହାର…

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୭/୦୯/୨୨ କମିଶନରେଟ୍ ପୋଲିସ୍ କୁ ପୂଜା ପୂର୍ବରୁ ନାଲକୋ ପକ୍ଷରୁ ୬ଟି ପିସିଆର ଭ୍ୟାନ୍ ଉପହାରରେ ଦିଆଯାଇଛି। ଏଥି ମଧ୍ୟରୁ ୫ଟି ପେଟ୍ରୋଲିଂ ପାଇଁ ବ୍ୟବହାର ହେବ ଓ ଆଉ ଗୋଟିଏ ନୂଆପଲ୍ଲୀ ଥାନାକୁ ଦିଆଯାଇଛି। ଏହି ପାର୍ବଣ ସମୟରେ ସାଧାରଣ ଲୋକଙ୍କ ସୁରକ୍ଷା…

ଓଡିଶାର ଚାରିଜଣ କୃତୀ କ୍ରୀଡାବିତ୍ ଶାରଦୀୟ ଉତ୍ସବରେ ସମ୍ବର୍ଦ୍ଧିତ ହେବେ …

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୬/୦୯/୨୨ ପ୍ରକୃତିର ବିଡମ୍ବନା ସତ୍ତ୍ଵେ ଆରମ୍ଭ ପାର୍ବଣର ଧାରା । ଆଉ ଦିନ କେଇଟା ପରେ ଆରମ୍ଭ ହୋଇଯିବ ଜଗତ ଜନନୀ ମା’ଦୁର୍ଗାଙ୍କର ଶାରଦୀୟ ଉତ୍ସବ । ପ୍ରତିବର୍ଷ ଭଳି ଏ ବର୍ଷର ଶାରଦୀୟ ଉତ୍ସବକୁ ଚିରାଚରିତ ଭାବେ ପାଳନ କରିବାପାଇଁ  ଶହୀଦ୍ ନଗର ଦୁର୍ଗା ପୂଜା…

ବି.ଜେ.ଇ.ଏମ୍. ସ୍କୁଲରେ ୧୫୩ତମ ଗାନ୍ଧିଜୟନ୍ତୀ ସମାରୋହ…

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୬/୦୯/୨୨ ବିଂଶ ଶତାବ୍ଦୀର ଯୁବ ସମ୍ପ୍ରଦାୟ ତଥା ଛାତ୍ରଛାତ୍ରୀମାନଙ୍କ ମନରେ ମହାତ୍ମା ଗାନ୍ଧିଙ୍କ ଅହିଂସା ଓ ସତ୍ୟର ନୀତି ତଥା ସ୍ବାଧୀନତାର ସଂଘର୍ଷମୟ ଜୀବନର ଭିତିଭୂମିକୁ ପୁନଃଜାଗ୍ରତ କରି ସଚେତନତା ସୃଷ୍ଟି କରିବାର ଉଦ୍ଦେଶ୍ୟ ପୂରଣ ନିମନ୍ତେ…

ପୂର୍ବତଟ ରେଳପଥ ପକ୍ଷରୁ ରାଜଭାଷା ପକ୍ଷ୍ୟ ଉଦ୍ଘାଟନ

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୫/୦୯ ଆଜି ପୂର୍ବତଟ ରେଳପଥ ମୁଖ୍ୟାଳୟ ଠାରେ ହିନ୍ଦୀ ଦିବସ ପାଳନ କରାଯିବା ସହିତ ରାଜଭାଷା ପକ୍ଷ୍ୟ ଉଦ୍ଘାଟନ କରାଯାଇଅଛି | ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ ରେଳପଥର ମୁଖ୍ୟ ରାଜଭାଷା ଅଧିକାରୀ ଶ୍ରୀ ରବି ଶଙ୍କର…

ରାଜ୍ୟପାଳଙ୍କ ଦ୍ବାରା ‘ ଫେମିନିଜିମ୍ ଓ ଅନ୍ୟାନ୍ୟ ପ୍ରସଙ୍ଗ ‘ ଉନ୍ମୋଚିତ

ଭୁବନେଶ୍ୱର ,ନିରପେକ୍ଷ ଖବର:ତା ୧୩/୧୨/୨୧ : ଯୁବ ଲେଖିକା ଶ୍ରୀମତୀ ପ୍ରୀତିଛନ୍ଦା ଧଳଙ୍କ ଫିଚର୍ ସଂକଳନ ' ଫେମିନିଜିମ୍ ଓ ଅନ୍ୟାନ୍ୟ ପ୍ରସଙ୍ଗ'କୁ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଆଜି ଉନ୍ମୋଚନ କରିଛନ୍ତି। ଲେଖିକାଙ୍କର ଏହା ପ୍ରଥମ ପୁସ୍ତକ ହୋଇଥିବାରୁ ମାନ୍ୟବର ରାଜ୍ୟପାଳ ଆନନ୍ଦ…

ସୈନିକସ୍କୁଲକୁ ଇଉନିୟନ ବ୍ୟାଙ୍କ ପକ୍ଷରୁ ୧୦୦ଟି ବାଇସାଇକେଲ ପ୍ରଦାନ….

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୬/୧୨/୨୧ ଚନ୍ଦ୍ରଶେଖରପୁର ଶାଖା ଇଉନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ,ସଂପ୍ରତି ସୈନିକସ୍କୁଲ ଭୁବନେଶ୍ୱରକୁ ଏହାର ସି.ଏସ.ଆର . ଯୋଜନାରେ କ୍ୟାଡେଟ୍ ମାନଙ୍କର କ୍ରୀଡା କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ୧୦୦ଟି ବାଇସାଇକେଲ ପ୍ରଦାନ କରାଯାଇଛି।…

ଭୁବନେଶ୍ୱରରେ ଖୋଲିଲା “ଇଣ୍ଡଲଜ୍‌” ବ୍ରାଇଡ଼ାଲ୍ ମଲ୍‌

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୧/୧୧ ଭୁବନେଶ୍ୱର ରୂପାଲି ସ୍କୋୟାରଠାରେ ଭାରତର ପ୍ରଥମ ଇଣ୍ଡଲଜ୍ ବ୍ରାଇଡ଼ାଲ୍ ମଲ୍ ଉଦ୍‌ଘାଟିତ ହୋଇଯାଇଛି । ଏହାକୁ ବଲିଉଡ଼୍ ଅଭିନେତା ଅଫ୍‌ତାବ ସିବଦଶାନୀ ଉଦ୍‌ଘାଟନ କରିଥିଲେ । ଭାରତର ଏହା ହେଉଛି ପ୍ରଥମ ପ୍ରମୁଖ ଷ୍ଟୋର୍ ଯେଉଁଠାରେ ଉଭୟ ବର, କନ୍ୟା ଏବଂ…

କାହା ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚାଇଲଡ୍ କମିଶନ ମେମ୍ବରଙ୍କ କାର୍ଯ୍ୟକାଳ ସମୟସୀମା ବୃଦ୍ଧି କରାଗଲା….

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୮/୧୦ ରାଜ୍ୟରେ ଚାଇଲଡ୍ କମିଶନ ମେମ୍ବରଙ୍କ କାର୍ଯ୍ୟ କାଳ ବୃଦ୍ଧିକୁ ନେଇ ସାଧାରଣରେ ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ପ୍ରତ୍ୟେକ ତିନି ବର୍ଷରେ ଥରେ ଚାଇଲଡ୍ କମିଶନ ମେମ୍ବର ପରିବର୍ତନ କରାଯାଇଥାଏ। ନିୟମ ଅନୁଯାଇ କମିଶନ ମେମ୍ବରଙ୍କ ସମୟସୀମା ତିନି…

“ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୦ମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର,ନିରପେକ୍ଷ ଖବର : ରାଜ୍ୟର ଅଗ୍ରଣୀ ମାସିକ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୦ମ ବାର୍ଷିକ ଉତ୍ସବ ହୋଟେଲ୍ ମେ’ଫେୟାର, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ୍‌-୧୯ ମହାମାରୀ କଟକଣା ସହ ରାଜ୍ୟସରକାରଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ଼୍ ଗାଇଡ଼୍‌ଲାଇନ୍‌କୁ ଅନୁପାଳନ…

ମିସେସ୍‌ ଓ ମିସ୍ ଇଣ୍ଡିଆ ଗ୍ଳୋବାଲ କଣ୍ଟେଷ୍ଟ ୨୦୨୧

ଭୁବନେଶ୍ୱର, ନିରପେକ୍ଷ ଖବର: ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱର ର ହୋଟେଲ କେଶରି ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଯାଇଛି ।ଯେଉଁଥିରେ ମିସେସ୍‌ ଓ ମିସ୍ ଇଣ୍ଡିଆ ଗ୍ଳୋବାଲ କଣ୍ଟେଷ୍ଟ ଓଡ଼ିଶାରେ ପ୍ରଥମ ଥର ପାଇଁ !ହେବାକୁ ଯାଉଥିବାରୁ ଏନେଇ ଏକ…

ପରିଚୟ ଫାଉଣ୍ଡେସନ ପକ୍ଷରୁ ୨୫୦ ମହିଳାଙ୍କୁ ସୋଲାର ଲ୍ୟାମ୍ପ ପ୍ରଦାନ କରାଯାଇଛି…..

ବାଲେଶ୍ବର,ନିରପେକ୍ଷ ଖବର:ତା ୧୧/୦୯ ଗଣେଶ ପୂଜାରେ ପରିଚୟ ଫାଉଣ୍ଡେସନ୍ ୨୫୦ ମହିଳାଙ୍କୁ ସୋଲାର ଲ୍ୟାମ୍ପ ବାଣ୍ଟିଛି । ବାଲେଶ୍ୱର ଜିଲ୍ଲା ପାଳବାଇଁଚ ଗାଁରେ ଏହି ଲ୍ୟାମ୍ପ ଦିଆଯାଇଛି । ୟସ୍ ବାତ୍ୟାରେ ଏହି ଗାଁ ଅନେକ ପ୍ରଭାବିତ ହୋଇଥିଲା । ଏଥିରେ ଅଧିକାଂଶ ପରିବାର ଅନ୍ଧାରରେ ରହିଥିଲେ ।…

ଓଡ଼ିଶାର ଅଗ୍ରଣୀ ମସଲା ବ୍ରାଣ୍ଡର ବିଜ୍ଞାପନ ନିର୍ଦ୍ଦେଶନା ସହିତ ଓଡ଼ିଶା ବଜାରରେ ପାଦ ଥାପିଛନ୍ତି ଲୋକପ୍ରିୟ ଫିଲ୍ମ୍…

ଭୁବନେଶ୍ୱର,ନିରପେକ୍ଷ ଖବର: ଭାରତର ଅନ୍ୟତମ ବିଜ୍ଞାପନ ଚଳଚ୍ଚିତ୍ର ନିର୍ମାତା ନୀଲ୍ ଦାସଗୁପ୍ତା ଓଡ଼ିଶାର ଲୋକପ୍ରିୟ ମସଲା କମ୍ପାନୀ ପାଇଁ ଦୁଇଟି ଚମତ୍କାର ଟିଭିସି ନିର୍ମାଣ କରି ଓଡ଼ିଶା ମାର୍କେଟରେ ପ୍ରବେଶ କରିଛନ୍ତି । ଏଫଟିଆଇଆଇ, ପୁଣେ ରୁ ‘ଫିଲ୍ମ୍ ଆପ୍ରିସିଏସନ୍‌’ ଡ଼ିଗ୍ରୀ ହାସଲ କରିଥିବା…

ମିସ୍ ଇଣ୍ଡିଆ ଓଡ଼ିଶା ଙ୍କ ନୂତନ କମ୍ପାନୀ ଫ୍ୟାକ୍ଟସିସ୍ ଉଦ୍‌ଘାଟିତ

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୪/୦୮ ଫେମିନା ମିସ୍ ଇଣ୍ଡିଆ ଓଡ଼ିଶା ୨୦୧୮ ଶୃତିଷା ନାୟକଙ୍କ ନୂତନ ଆଇଟି କମ୍ପାନୀ “ଫ୍ୟାକ୍ଟସିସ୍ ଟେକ୍ନୋଲୋଜି ପ୍ରା.ଲିଃ” ଉଦଘାଟିତ ହୋଇଯାଇଛି । ଇନ୍‌ଫୋସିଟି ରୋଡ଼୍‌ରେ ଆରମ୍ଭ ହୋଇଥିବା ଏହି କମ୍ପାନୀରେ ସାଇବର ସିକ୍ୟୁରିଟି, ଅଡ଼ିଟ୍ ସର୍ଭିସେସ୍‌, ଆଇଟି…

ଦୁର୍ଗା ମାଧବ ମହଲା ଙ୍କୁ ଆଉ ଏକ ଗୁରୁଦାୟିତ୍ୱ…..

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୩/୦୮ ଓ଼ଡିଶା ପ୍ରଦେଶ କଂରେସ ତରଫରୁ ଦୁର୍ଗା ମାଧବ ମହଲାଙ୍କୁ ସୋସିଆଲ ମିଡ଼ିଆର ରାଜ୍ୟସମ୍ପାଦକ ଭାବରେ ମନୋନୀତ କରାଯାଇଛି । ଶ୍ରୀ ଦୁର୍ଗା ମାଧବ ମହଲା ଆଗରୁ ରାଜ୍ୟଛାତ୍ର କଂଗ୍ରେସ ର ସମ୍ପାଦକ, ଏବଂ ଖୋର୍ଦ୍ଧା ଜିଲ୍ଲା ର ରାଜୀବ ଗାନ୍ଧୀ ଛାତ୍ର ସଂଗଠନ…

ଆମେରିକାର ସର୍ବବୃହତ୍‍ ହିନ୍ଦୁ ମନ୍ଦିରରେ ରଥଯାତ୍ରା ଆୟୋଜନ

ଆମେରିକା,ମିନିଆପଲିସି:ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୫/୦୭ : ଯୁକ୍ତରାଷ୍ଟ୍ର ଆମେରିକାର ସର୍ବବୃହତ ହୀନ୍ଦୁ ମନ୍ଦିରଠାରେ ବ୍ରହ୍ମାଣ୍ଡର ସବୁଠୁ ବଡ଼ଠାକୁରଙ୍କର ପବିତ୍ର ରଥଯାତ୍ରା ପର୍ବ ପାଳନ କରାଯାଇଛି । ମିନେସୋଟ୍ଟା ରାଜ୍ୟର ମାପଲଗ୍ରୋଭ ସହର ଠାରେ ଅବସ୍ଥିତ ଏହି ମନ୍ଦିରରେ ମହାପ୍ରଭୁ…

ପରିଚୟ ଫାଉଣ୍ଡେସନ ଓ ଟେକ୍ ମହିନ୍ଦ୍ରାର ପ୍ରୟାସ ପକ୍ଷରୁ ୬୦୦ ଖୋର୍ଦ୍ଧା ଗାମୁଛା ବୁଣାକାର ପରିବାରଙ୍କୁ ସହାୟତା…

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୫/୦୭ ପରିଚୟ ଫାଉଣ୍ଡେସନ୍ ଓ ଟେକ୍ ମହିନ୍ଦ୍ରା ପକ୍ଷରୁ ଖୋର୍ଦ୍ଧା ଗାମୁଛା ପ୍ରସ୍ତୁତ କରୁଥିବା ବୁଣାକାରଙ୍କୁ କୋଭିଡ୍ ସହାୟତା ଅଭିଯାନ ଜାରି ରହିଛି । ଆଜି ବେଗୁନିଆ ହୀରାପୁର ପଞ୍ଚାୟତ ଓ ବୋତଲମା ପଞ୍ଚାୟତର ୬୦୦ ବୁଣାକାର ପରିବାରଙ୍କୁ ଶୁଖିଲା ଖାଦ୍ୟ ଓ…

ଓଡିଶାର ଏକ ପ୍ରତିଭାବାନ ଯୁବ ନେତ୍ରୀ ଅର୍ପିତା ଅପରାଜିତାଙ୍କୁ ବିଜେପି ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧକ୍ଷା ଦାୟିତ୍ୱ

* ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ପଦାଧିକାରୀ ତାଲିକାରେ ଅର୍ପିତା ଅପରାଜିତା ବଡଜେନାଙ୍କୁ ସ୍ଥାନ ଦିଆଯାଇଥିବାରୁ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା, ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ତେଜସ୍ୱୀ ସୂର୍ଯ୍ୟା ଏବଂ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କୁ ଧନ୍ୟବାଦ ଜଣାଇଲେ ଯୁବ…

ଅଗଷ୍ଟ ୧ ପର୍ଯ୍ୟନ୍ତ ଆଂଶିକ ଲକଡାଉନ,ପୂର୍ବ ପରି A ଓ B କାଟେଗୋରୀ ସହିତ ରହିବ ସାମାନ୍ୟ କୋହଳ ନୀୟମ ….

*କାଟେଗୋରୀ A’ରେ ରାତି ୮ଟା ଯାଏଁ ଖୋଲିବ ଦୋକାନ ବଜାର ..... *କାଟେଗୋରୀ B’ରେ ସକାଳା ୬ଟାରୁ  ସନ୍ଧ୍ଯା ୫ଟା ଯାଏ ଖୋଲିବ ଦୋକାନ ବଜାର ..... ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୫/୦୭ ଆଂଶିକ ଲକଡାଉନ ନେଇ ମୁଖ୍ଯ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା…

୧୦୯ ଜଣ ଦୁର୍ଷ୍ଟିହୀନଙ୍କୁ ଶୁଖିଲା ଖାଦ୍ୟ ଦେଲା ନାରାୟଣ ସେବା ସମିତି

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୩/୦୭ ମହାମାରୀ କରୋନା ସମୟରେ ଦୃଷ୍ଟି ହୀନମାନଙ୍କୁ ସୁଖିଲା ଖାଦ୍ୟ ସମଗ୍ରୀ ଦେଇଛି ନାରାୟଣ ସେବା ସମିତି ଉଦୟପୁର , ରାଜସ୍ଥାନ। ଅନୁଷ୍ଠାନର କର୍ମକର୍ତ୍ତାମାନେ ଉତ୍କଳ ଦୃଷ୍ଟି ହୀନ ସଂଘ କାର୍ଯ୍ୟାଳୟରେ ପହଁଚି ଅସହାୟଙ୍କ ମୁହଁରେ ହସ ଫୁଟାଇଛନ୍ତି।  ଏହି…