୧୦୯ ଜଣ ଦୁର୍ଷ୍ଟିହୀନଙ୍କୁ ଶୁଖିଲା ଖାଦ୍ୟ ଦେଲା ନାରାୟଣ ସେବା ସମିତି
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୩/୦୭ ମହାମାରୀ କରୋନା ସମୟରେ ଦୃଷ୍ଟି ହୀନମାନଙ୍କୁ ସୁଖିଲା ଖାଦ୍ୟ ସମଗ୍ରୀ ଦେଇଛି ନାରାୟଣ ସେବା ସମିତି ଉଦୟପୁର , ରାଜସ୍ଥାନ। ଅନୁଷ୍ଠାନର କର୍ମକର୍ତ୍ତାମାନେ ଉତ୍କଳ ଦୃଷ୍ଟି ହୀନ ସଂଘ କାର୍ଯ୍ୟାଳୟରେ ପହଁଚି ଅସହାୟଙ୍କ ମୁହଁରେ ହସ ଫୁଟାଇଛନ୍ତି। ଏହି…