Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space

ଦେଶର ଜନତାଙ୍କ ଆଗରେ ରାହୁଲ କ୍ଷମା ମାଗନ୍ତୁ: ଅରୁଣ ସିଂହ..

* କଂଗ୍ରେସର ମିଥ୍ୟା ଅଭିଯୋଗକୁ ନେଇ କରିଥିବା ଯାଚିକାକୁ ଖାରଜ ସୁପ୍ରିମ କୋର୍ଟ ଖାରଜ କରିବା ସ୍ୱାଗତଯୋଗ୍ୟ * ରାହୁଲ ଗାନ୍ଧୀ ରାଫେଲ ପ୍ରସଙ୍ଗରେ ବାରମ୍ବାର ମିଥ୍ୟା କଥା କହି ଦେଶର ଜନତାଙ୍କୁ ଭ୍ରମିତ କରିଛନ୍ତି * ରାହୁଲ ଗାନ୍ଧୀଙ୍କର ଯଦି ଲୋକ ଲଜ୍ୟା ଥିବ ସେ ତାହେଲେ ଦେଶର ଜନତାଙ୍କ…

ଓଡ଼ିଶା ବଜାରରେ ଆଲିଆଞ୍ଜ ଇଣ୍ଟରନେଶନାଲ ହୋଲଡିଂସ ଲିମିଟେଡ଼ ପ୍ରବେଶ..

ଭୁବନେଶ୍ୱର,ନିରପେକ୍ଷ ଖବର:୧୬/୧୧/୨୦୧୯ ବ୍ୟକ୍ତିଗତ ପ୍ରସାଧନ ସାମଗ୍ରୀ, କସମେଟିକ୍ସ ଓ ଖାଦ୍ୟସାମଗ୍ରୀ ଉତ୍ପାଦନ କରୁଥିବା ବହୁରାଷ୍ଟ୍ରୀୟ ଏଫଏମସିଜି କମ୍ପାନି ଆଲିଆଞ୍ଜ ଇଣ୍ଟରନେଶନାଲ ହୋଲଡିଂସ ଲିମିଟେଡ଼ ଓଡ଼ିଶା ବଜାରରେ ପ୍ରବେଶ କରିଛି । ଆନ୍ଧ୍ରପ୍ରଦେଶ ପରେ ୨ୟ ରାଜ୍ୟଭାବେ କମ୍ପାନି…

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ….

ଭୁବନେଶ୍ୱର, ନିରପେକ୍ଷ ଖବର:୧୨/୧୧/୨୦୧୯  ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ହୋଇଛି ବୋଇତ ବନ୍ଦାଣ । ରାତି ପାହାନ୍ତାରୁ ଶ୍ରଦ୍ଧାଳୁୁୁମାନେ ରାଜ୍ୟର ବିଭିନ୍ନ ନଦୀ, ପୁଷ୍କରିଣୀ ଓ ମନ୍ଦିରରେ ଥିବା ଜଳାଶ୍ରୟରେ ବିଭିନ୍ନ ରଙ୍ଗ ବେରଙ୍ଗ…

ଭାରତୀୟ ଖାଉଟି କଲ୍ୟାଣ ପରିଷଦ (ଏଆଇସିଡବ୍ଲୁସି) ଓଡ଼ିଶା ଚାପଫରର କାର୍ଯ୍ୟାରମ୍ଭ…

*ପରିଷଦ ପାଇଁ ଓଡ଼ିଶା ଦେଶର ୨୨ତମ ରାଜ୍ୟ ଚାପଫର -ରାଜ୍ୟ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମନୋନୀତ - ଉପଭୋକ୍ତା ସୁରକ୍ଷା ଆଇନ-୨୦୧୯ ସଂପର୍କିତ କର୍ମଶାଳା ଆୟୋଜିତ ଭୁବନେଶ୍ୱର,ନିରପେକ୍ଷ ଖବର: ୧୦/୧୧/୨୦୧୯ : ଭାରତୀୟ ଉପଭୋକ୍ତା ମହାସଂଘ ( ସିସିଆଇ) ସହ ଅନୁବନ୍ଧିତ ଓ ଭାରତ ସରକାରଙ୍କ…

ଗୁରୁନାନକ ଜୟନ୍ତୀରେ ଯୋଗଦେବେ ବାଚସ୍ପତି ଡ. ପାତ୍ର .

ଭୁବନେଶ୍ୱର,ନିରପେକ୍ଷ ଖବର:୦୯/୧୧/୨୦୧୯ ଆଜି ଓଡ଼ିଶା ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ସେଠାରୁ ସେ ଅମୃତସର ଯିବା ସହିତ ୧୧ ତାରିଖ ଦିନ ପଞ୍ଜାବର ସୁଲତାନପୁର ଲୋଧି (କପୁରତାଲା)ରେ ପହଞ୍ଚିବେ।ସେଠାରେ ସେ ଗୁରୁନାନକଙ୍କ…

ଆନ୍ଧ୍ରରେ ତୈଳ ଓ ଗ୍ୟାସ ପ୍ରକଳ୍ପରେ ହେବ ବିପୁଳ ପୁଞ୍ଜିନିବେଶ …..

* ଆନ୍ଧ୍ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ୍ ଆଲୋଚନା * ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟର ବିଭିନ୍ନ ତୈଳ, ଗ୍ୟାସ ଓ ଇସ୍ପାତ୍ ପ୍ରକଳ୍ପର ସମୀକ୍ଷା * ସମସ୍ତ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମର୍ଥନ ଓ ସହଯୋଗ ଦିଆଯିବା ନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ…

ସ୍ମିତାରାଣୀକୁ ନ୍ୟାୟ ଦେବା ପାଇଁ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଯାଉ: ମହିଳାମୋର୍ଚ୍ଚା…

* ସ୍ମିତାରାଣୀର ଚରିତ୍ରହନନ କରିଥିବା ଯାଜପୁର ଏସପିଙ୍କୁ ବହିଷ୍କାର କରାଯାଉ * ନିଜ କ୍ଷମତାର ଅପବ୍ୟବହାର କରିଥିବା ମହିଳା କମିଶନ ଅଧ୍ୟକ୍ଷାଙ୍କୁ ବହିଷ୍କାର କରାଯାଉ * ପ୍ରମୋଦ ସାହୁଙ୍କ ବିରୁଦ୍ଧରେ ଦୃଢ ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ଭୁବନେଶ୍ୱର, ନିରପେକ୍ଷ…

ଓଡ଼ିଶାରେ ୨୧୦୦ ମସିହା ସୁଦ୍ଧା ପ୍ରତିବର୍ଷ ୪୨ ହଜାର ଲୋକଙ୍କ ମୃତ୍ୟୁ ହେବା ଅନୁମାନ କରାଯାଉଛି….

ଭବନେଶ୍ବର, ନିରପେକ୍ଷ ଖବର:୦୫/୧୧/୨୦୧୯ ବର୍ତମାନର ହାରରେ ଯଦି ଗ୍ରିନ୍ହାଉସ ଗ୍ୟାସ ନିର୍ଗମନ ଜାରି ରହିବ, ତେବେ ଏହି ଶତାବ୍ଦୀ ଶେଷ ସୁଦ୍ଧା ଓଡ଼ିଶାରେ ଅତ୍ୟଧିକ ଗରମ ଦିନ ସଂଖ୍ୟାରେ ୩୦ ଗୁଣା ବୃଦ୍ଧି ହେବା ଅନୁମାନ କରାଯାଉଛି ବୋଲି ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ତାପମାତ୍ରା ୨୪ ଡିଗ୍ରି…

ରେଡ୍ ସ୍ୱସ୍ତିକ ସୋସାଇଟି ପକ୍ଷରୁ ଭିନ୍ନକ୍ଷମଙ୍କ ପାଇଁ ପାଣ୍ଠି ସଂଗ୍ରହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ…

ଭୁବନେଶ୍ୱର ,ନିରପେକ୍ଷ ଖବର(୪-୧୧-୨୦୧୯) : ରେଡ୍ ସ୍ୱସ୍ତିକ ସୋସାଇଟି ଏକ ସ୍ୱୀକୃତିପ୍ରାପ୍ତ ବେସରକାରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଦୀର୍ଘ ୧୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାମ କରିଆସୁଅଛି । ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କୁ…

ଲୌହମାନବ ସର୍ଦ୍ଦାର ପଟେଲଙ୍କ ଜନ୍ମଜୟନ୍ତୀରେ ଗୁଜୁରାଟ ଷ୍ଟାଚ୍ୟୁ ଅଫ୍ ୟୁନିଟି ଠାରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି…

ଦିଲ୍ଲୀ, ନିରପେକ୍ଷ ଖବର:(୩୧/୧୦/୨୦୧୯) ୩୧ ଅକ୍ଟୋବର ଆଜି ଲୌହପୁରୁଷ ସର୍ଦ୍ଦାର ପଟେଲଙ୍କ ଜନ୍ମଜୟନ୍ତୀ । ଏହି ଅବସରରେ ସାରା ଦେଶ ପାଳୁଅଛି ସର୍ଦ୍ଦାର ପଟେଲଙ୍କ ଜନ୍ମ ଜୟନ୍ତୀ। ସର୍ଦ୍ଦାର ପଟେଲଙ୍କ ଏହି ଜନ୍ମ ତିଥିକୁ ଜାତୀୟ ଏକତା ଦିବସ ଭାବେ ମାନ୍ୟତା ଦିଆଯାଇଛି । ଗତବର୍ଷ ଜାତୀୟ ଏକତା…

ବିଜେପୁର ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କ ସହ ରୋଡ ସୋ ରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର…

ଭୁବନେଶ୍ୱର,ନିରପେକ୍ଷ ଖବର:ତା.୧୦/୧୦: ଆସନ୍ତାକାଲି ବିଜେପୁର ଉପନିର୍ବାଚନ ପ୍ରଚାର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଷ୍ଟିଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ସକାଳ ୧୧ଟାରେ ବରଗଡ ଜିଲ୍ଲା ଗାଇସିଲଟ ବ୍ଲକ ତଳପାଲିଠାରେ ପହଂଚି ଏକ…

୧୦ଟି ଜିଲ୍ଲାକୁ ସତର୍କ ସୂଚନା….

ଭୁବନେଶ୍ୱର, ନିରପେକ୍ଷ ଖବର:୦୬/୧୦/ ୧୦ଟି ଜିଲ୍ଲାର ଲୋକମାନଙ୍କୁ ସତର୍କ ରହିବାକୁ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଘଡଘଡି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ମଧ୍ୟାହ୍ନ ୧ଟା ୧୫ ମିନିଟ୍ ମଧ୍ୟରେ ରାଜ୍ୟର ୧୦ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର…

ଗାନ୍ଧି ବିଚାର ଆଜି ରହିଛି, କାଲିକି ମଧ୍ୟ ରହିବ…

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୪/୧୦ – ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନ ଠାରେ ଏକ ବୁଦ୍ଧିଜୀବୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ନିଖିଳ ଭାରତ କଂଗ୍ରେସ କମିଟିର…

ସୈନିକସ୍କୁଲ କ୍ୟାଡେଟ୍ ମାନଙ୍କୁ କମିଶନରେଟ୍ ପୋଲିସ୍ ପକ୍ଷରୁ ସଡକ ସୁରକ୍ଷା ଓ ଟ୍ରାଫିକ୍ ସଚେତନତାର ବାର୍ତା….

ଭୁବନେଶ୍ୱର, ନିରପେକ୍ଷ ଖବର:୦୧/୧୦/୨୦୧୯ କମିଶନରେଟ୍ ପୋଲିସ୍ '‘ଶଙ୍ଖଧ୍ୱନି ରାଷ୍ଟ୍ର ସୁରକ୍ଷା ସମିତି"ର ସେକ୍ରେଟାରୀ ଶ୍ରୀ ପ୍ରକାଶ କୁମାର ମହାପାତ୍ର , ଶ୍ରୀ ସନ୍ଦୀପ ମହାପାତ୍ର ଏବଂ ଶ୍ରୀ ଜଲିଲ୍ ଖାଁ ଙ୍କ ସହାୟତାରେ ‘ସଡକ ସୁରକ୍ଷା ଏବଂ ଟ୍ରାଫିକ ସଚେତନତା’ ସଂପର୍କିତ ଏକ କାର୍ଯ୍ୟକ୍ରମ…

ରାଜ୍ୟ ସରକାର ଜାଣି ଶୁଣି ପିଆଜ ଦରକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେଉନାହାନ୍ତି:ବିଜେପି

ଭୁବନେଶ୍ୱର, ନିରପେକ୍ଷ ଖବର:୨୮/୦୯/୧୯ ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦୀ ସାମଲ କହିଛନ୍ତି ଯେ, କେନ୍ଦ୍ର ସରକାର ଶସ୍ତାରେ ରାଜ୍ୟମାନଙ୍କୁ ପିଆଜ ଦେବା ପାଇଁ ଘୋଷଣା କରିଥିଲାବେଳେ ରାଜ୍ୟ ସରକାର ଏହାର ଲାଭ ଉଠାଇବାକୁ ଚାହୁଁନାହାନ୍ତି। ରାଜ୍ୟ ଯୋଗାଣ ସଚିବ ଦିଲ୍ଲୀ ଯାଇ ପିଆଜର ମାନକ ଦେଖି…

ଭବାନୀ ମଲ୍ ଭଳି ଜନଗହଳି ସ୍ଥାନରେ ମଦୁଆଙ୍କ ଗୁଣ୍ଡା ଗିରି..

*ପୋଲିସ୍ ବାବୁଙ୍କୁ ହାତ ଉଠାଇବା ସହ ଅଶ୍ଳୀଳ ଭାଷାରେ ସାଧାରଣ ଜନତା ଙ୍କୁ ଗାଳି ... ଭୁବନେଶ୍ୱର, ନିରପେକ୍ଷ ଖବର:୨୭/୦୯/୧୯ ଆଜି ସହିଦ୍ ନଗର ଭବାନୀ ମଲ୍ ରେ ଜଣେ ନିଶାକ୍ତ ଯୁବକ ମଲ୍ ଭିତରେ ନିଶା ଖାଇ ଭଙ୍ଗା ରୁଜା କରିବା ସହ ମଲ୍ ଆସିଥିବା ସମସ୍ତ ଲୋକଙ୍କ ଭିତରେ ଏକ ପ୍ରକାର ଆତଙ୍କ…

ରାଜଧାନୀ ଏକ୍ସପ୍ରେସ ଓଡିଶାର ସଂସ୍କୃତି, କଳା ଏବଂ ଐତିହ୍ୟ କୁ ପ୍ରଦର୍ଶିତ କରିବ….

ଭୁବନେଶ୍ୱର,ନିରପେକ୍ଷ ଖବର:୨୪/୦୯/୧୯-ନୂଆ ଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସର ବହିର୍ଭାଗରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ପ୍ରଦର୍ଶିତ କରାଯିବ I ଏଥିପାଇଁ ପୂର୍ବତଟ ରେଳପଥ ଏବଂ ନାଲକୋ ମଧ୍ୟରେ ଆଜି ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଅଛି I ରାଜଧାନୀ ଏକ୍ସପ୍ରେସ…

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କ ବଡ ଘୋଷଣା…

ଭୁବନେଶ୍ୱର, ନିରପେକ୍ଷ ଖବର:୧୯/୦୯/୧୯ ସରକାରୀ ସ୍କୁଲରେ ଏବେ ଦିଆଯିବ ପିଲାଙ୍କୁ ଜୋତା,ଡ୍ରେସ ଓ ପରିଚୟପତ୍ର ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶ । ଆସନ୍ତାବର୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହି ଜୋତା-ଡ୍ରେସ ମିଳିବ।ପୂର୍ବରୁ କେବଳ ବିପିଏଲ ପରିବାରରୁ ଆସୁଥିବା…

ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଦବଙ୍ଗ ଷ୍ଟାଇଲ …..

ଭୁବନେଶ୍ୱର,ନିରପେକ୍ଷ ଖବର: ୧୨ ସେପେଫମ୍ବର, ୨୦୧୯: ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଦବଙ୍ଗ ଷ୍ଟାଇଲରେ କଳାପଥର-ଧଳାପଥର ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟକୁ ଅଚାନକ ଗସ୍ତ କରି ମହାବିଦ୍ୟାଳୟ ଅଧକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶକଙ୍କୁ…

ଚାନ୍ଦା ନ ଦେବାରୁ ବରିଷ୍ଠ ନାଗରିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ….

ଭୁବନେଶ୍ୱର,(ନିରପେକ୍ଷ ଖବର) ୧୨/୯: ଗଣେଶ ପୂଜା ଚାନ୍ଦାକୁ କେନ୍ଦ୍ର କରି ଅଶୋକନଗରର ବରିଷ୍ଠ ନାଗରିକ ତଥା  ଲଜ୍ ମାଲିକ ଚିନ୍ତାମଣି ନାୟକଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାକୁ ବିତିଗଲାଣି ୫ ଦିନ। ହେଲେ ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ଏ ପର୍ଯ୍ୟନ୍ତ କ୍ୟାପିଟାଲ ଥାନା ପୁଲିସ…