Blank space
Blank space
Breaking News/ମୁଖ୍ୟ ଖବର:
୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ
Blank space

ଧାନ କ୍ରୟ ନସରିବା ପର୍ଯ୍ୟନ୍ତ ମଣ୍ଡି ଖୋଲାରଖିବା ପାଇଁ ଦାବି କଲା କୃଷକମୋର୍ଚ୍ଚା..

*ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲାଯାଇନଥିବାରୁ ହଜାର    ହଜାର କ୍ୱିଂଟାଲ ଧାନ ଖତ ଖାଉଛି.. *ଧାନ ଅମଳ ସରିବା ପରେ ବି ଚାଷୀ ତାର ଧାନ ବିକ୍ରି କରିପାରୁନାହିଁ.. *ମଣ୍ଡିରେ ଧାନ ବିକ୍ରି କରିନପାରି ଅସାଧୁ ମିଲର ମାନଙ୍କୁ କ୍ୱିଂଟାଲ ପିଛା ୯୦୦ ରୁ ୧୦୦୦ ଟଙ୍କାରେ ବିକ୍ରି…

ଭୁବନେଶ୍ୱର ସାହିତ୍ୟ ସମାଜ ଅଧିବେଶନ ଭକ୍ତି ସାହିତ୍ୟ କାଳଜୟୀ, ଆଧ୍ୟାତ୍ମିକତା ଏହାର ଆଧାର

ଭୁବନେଶ୍ୱର,ନିରପେକ୍ଷ ଖବର: ୩୦/୦୬/୨୦୧୯ ଓଡ଼ିଆ ଭକ୍ତି ସାହିତ୍ୟର ପଟାନ୍ତର ନାହିଁ । ଆଧ୍ୟାତ୍ମିକତାକୁ ଆଧାର କରି ଓଡ଼ିଆଙ୍କ ଜୀବନଧାରାକୁ ପ୍ରଭାବିତ କରିଆସିଛି । ଓଡ଼ିଆ ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କୁ ଉପଜୀବ୍ୟ କରି ଭକ୍ତିସାହିତ୍ୟ ସମୁନ୍ନତ ହୋଇଛି ବୋଲି ଏଠାରେ ମତପ୍ରକାଶ…

ଅଗଷ୍ଟ ମାସ ପ୍ରଥମ ସପ୍ତାହରୁ ଖୋଲିବ କଲେଜ୍‌ …. 

ଭୁବନେଶ୍ଵର,ନିରପେକ୍ଷ ଖବର:୩୦/୦୬/୨୦୧୯: ଅଗଷ୍ଟ ମାସ ପ୍ରଥମ ସପ୍ତାହରୁ ଖୋଲିବ କଲେଜ୍‌ । ସଠିକ୍ ସମୟରେ ପାଠ୍ୟକ୍ରମ ଶେଷ,ପରୀକ୍ଷା ପରିଚାଳନା ଓ ଫଳାଫଳ ପ୍ରକାଶ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ଵ ଦିଆଯାଇଛି । ଶିକ୍ଷା କ୍ଷେତ୍ରରେ ବିକାଶ ଆଣିବାକୁ ଛାତ୍ରଛାତ୍ରୀଙ୍କ ଉପସ୍ଥାନ…

ସମାଜ’ ପକ୍ଷରୁ ଓଜସ୍ବିନୀ ଓଡିଶା ପ୍ରତିଯୋଗିତା ‘ଗୋପବନ୍ଧୁ ଭାରତର ଗର୍ବ’

ଭୁବନେଶ୍ବର,ନିରପେକ୍ଷ ଖବର:୨୯ା୬(ନି.ପ୍ର):ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ କେବଳ ରାଜ୍ୟ ନୁହେଁ ସାରା ଭାରତର ଗର୍ବ ଓ ଉଜ୍ଜଳମୟ ତାରାକା। ଛାତ୍ରଛାତ୍ରୀ ପିଲା ଗୋପବନ୍ଧୁଙ୍କ ବିଷୟରେ ଜାଣିବାର ଆବଶ୍ୟକତା ରହିଛି ବୋଲି ଶନିବାର ‘ସମାଜ’ ଭୁବନେଶ୍ବର ସଂସ୍କରଣ ପକ୍ଷରୁ ଆୟୋଜିତ ଓଜସ୍ବିନୀ ଓଡିଶା…

ଅଶୋକ ପରିଜା ଓଡ଼ିଶାର ନୂଆ ଆଡ଼ଭୋକେଟ ଜେନେରାଲ୍ …

ଭୁବନେଶ୍ୱର, ନିରପେକ୍ଷ ଖବର : ବରିଷ୍ଠ ଆଡ଼ଭୋକେଟ ତଥା "ବରକାଉଁସିଲ୍ ଅଫ ଇଣ୍ଡିଆ"ର ପୂର୍ବତନ ଚେୟାରମ୍ୟାନ ଅଶୋକ ପରିଜାଙ୍କୁ ଓଡ଼ିଶା ସରକାର ଆଡ଼ଭୋକେଟ ଜେନରଲ୍ ଭାବେ ନିଯୁକ୍ତି କରିଛନ୍ତି।ପୂର୍ବରୁ ସୂର୍ଯ୍ୟ ପ୍ରସାଦ ମିଶ୍ର ଏହି ପଦରେ ଥିଲେ।ମାତ୍ର ୨୩ ବର୍ଷ ବୟସରୁ ଶ୍ରୀ ଅଶୋକ ପରିଜା…

ବିଜୁ ପଟ୍ଟନାୟକ ସ୍ମୁତି ଫଟୋ ଗ୍ୟାଲେରୀ ଲୋକାର୍ପିତ…

ଭୁବନେଶ୍ୱର ,ନିରପେକ୍ଷ ଖବର: ୨୩/୦୬: ରାଜଧାନୀ ଭୁବନେଶ୍ୱର ର ମାର୍କେଟ୍ ବିଲିଡିଙ୍ଗ ନିକଟରେ ବହୁ ପ୍ରତିକ୍ଷିତ ବିଜୁ ପଟ୍ଟନାୟକ ସ୍ମୁତି ଫଟୋ ଗ୍ୟାଲେରୀ ଆଜି ତା ୨୩ ଜୁନ୍ ୨୦୧୯ ପ୍ୟର୍ବାହ୍ନ ୧୧.୧୫ ମିନିଟ୍ ରେ ବିଧାନସଭା ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ହସ୍ତରେ ଉଦ୍ଘାଟିତ ହୋଇ…

ଅଷ୍ଟ୍ରେଲିଆରେ ବାସ କରୁଥିବା ପ୍ରବାସୀ ଓଡ଼ିଆଙ୍କ ତରଫରୁ ‘ଫନୀ’ ପ୍ରଭାବିତଙ୍କୁ (୮,୩୬,୫୫୦.୫୦ ଟଙ୍କା)…

ନିରପେକ୍ଷ ଖବର, ଭୁବନେଶ୍ୱର: ଗତ ମେ’ ମାସରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ତଥା ସାମୁଦ୍ରିକ ବାତ୍ୟା ‘ଫନୀ’ ସୌନ୍ଦର୍ଯ୍ୟଭରା ଓଡ଼ିଶାର ଉପକୂଳକୁ ଦେଇଯାଇଛି ଅସରନ୍ତି ଦୁଃଖ ଏବଂ କରିଦେଇଛି ସୌନ୍ଦର୍ଯ୍ୟବିହୀନ । ଓଡ଼ିଶାର ଏହି କ୍ଷୟକ୍ଷତିକୁ ପୁନର୍ରୁଦ୍ଧାର କରିବା ଏକପ୍ରକାର ଜରୁରୀ ହୋଇପଡ଼ିଛି…

ଏକଜିଟ ପୋଲ୍: ବିଜେଡ଼ି ୮୫ଟି ଆସନ ପାଇ ପୁଣି ଗଢିବ ସରକାର…

ନିରପେକ୍ଷ ଖବର:ଭୁବନେଶ୍ୱର, ସାଧାରଣ ନିର୍ବାଚନ ଶେଷ ହେବା ପରେ ଦେଶରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏକଜିଟ୍ ପୋଲ୍ ସର୍ଭେ କରାଯାଇଛି । ଲୋକସଭା ଏକଜିଟ୍ ପୋଲ ଅନୁସାରେ ବିଜେପି ନେତୃତ୍ୱାଧିନ ଏନଡ଼ିଏ ପୁନର୍ବାର କ୍ଷମତାକୁ ଫେରୁଥିବା ବେଳେ ଓଡ଼ିଶାରେ ଏକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ…

ପ୍ରଧାନମନ୍ତ୍ରୀଙ୍କ କେଦାରନାଥ ଯାତ୍ରାକୁ ନେଇ ବିବାଦ..

ନିରପେକ୍ଷ ଖବର:୧୯/୦୫/୨୦୧୯:ମୋଦିଙ୍କ କେଦାରନାଥ ଯାତ୍ରାକୁ ନେଇ ବିବାଦ। ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ଦର୍ଶାଇ ମୋଦିଙ୍କ ଯାତ୍ରା ବିରୋଧରେ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହେଲା ଟିଏମସି । ଶେଷ ପର୍ଯ୍ୟାୟ ମତଦାନ ପାଇଁ ୧୭ ମେ ୨୦୧୯ ସନ୍ଧ୍ୟା ପର୍ଯ୍ୟନ୍ତ ଥିଲା ନିର୍ବାଚନ ପ୍ରଚାର ଅବଧି ।…

ରାଶି ଫଳ ୧୯-୦୫-୨୦୧୯ ରବିବାର

*୨୦୧୯ ମସିହା ମେ ମାସ ତା ୧୯ ରିଖ ରବିବାର ବୃଷ ୫ ଦିନ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥି ଅନୁରାଧା ନକ୍ଷତ୍ର ବିଛା ଚନ୍ଦ୍ର *ମେଷ ରାଶିର ଘାତ ବାର *ସିଂହ, କନ୍ୟା ଓ ମକର ରାଶି ମହିଳାଙ୍କ ଘାତ ଚନ୍ଦ୍ର ମେଷ:ଆଜି ମାନସିକ ଉଦାସୀନତା ଯୋଗୁ କୌଣସି କାମ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ…

ବାତ୍ୟାରେ କ୍ଷତି ହୋଇଥିବା ସମସ୍ତ ଉଠାଦୋକାନୀ, କୁକୁଡ଼ା ଓ ନଡ଼ିଆ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ସ୍ୱତନ୍ତ୍ର…

ଭୁବନେଶ୍ୱର:ନିରପେକ୍ଷ ଖବର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ଉଠାଦୋକାନୀ, କୁକୁଡ଼ା ଚାଷୀ ଓ ନଡ଼ିଆ ଚାଷୀ ମାନଙ୍କ ପାଇଁ ବାତ୍ୟା ପରବର୍ତ୍ତୀ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ।ଏହି ପ୍ୟାକେଜ ଦ୍ୱାରା ଚାଷୀ ଓ ଉଠାଦୋକାନୀ ମାନେ ଆର୍ଥିକ…

ବିଜେପି ନେତାଙ୍କ ବୟାନ ସହ ଭାରତୀୟ ଜନତା ପାର୍ଟିର କୌଣସି ସମ୍ବନ୍ଧ ନାହିଁ : ଅମିତ ଶାହା

ଭୁବନେଶ୍ୱର ନିରପେକ୍ଷ ଖବର: ତା.୧୭/୦୫: ଗତ ୨ ଦିନ ମଧ୍ୟରେ ଅନନ୍ତ କୁମାର ହେଗଡେ, ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଏବଂ ନଳୀନ କଟିଲ ଦେଇଥିବା ବୟାନ ହେଉଛି ସେମାନଙ୍କର ନିଜସ୍ୱ ମନ୍ତବ୍ୟ । ଏହି ବିବାଦୀୟ ବୟାନ ସହ ଭାରତୀୟ ଜନତା ପାର୍ଟିର କୌଣସି ସମ୍ବନ୍ଧ ନାହିଁ ବୋଲି ରାଷ୍ଟ୍ରୀୟ ଅଧ୍ୟକ୍ଷ…

କଳା କପଡ଼ା ବାନ୍ଧି ଧାରଣା ଦେଲେ ରାଜ୍ୟ ବିଜେପି କର୍ମୀ

ଭୁବନେଶ୍ୱର,ନିରପେକ୍ଷ ଖବର: ରୋଡ୍ ଶୋ’ବେଳେ ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପରେ ତୃଣମୂଳ କଂଗ୍ରେସ କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଭୁବନେଶ୍ୱରରେ ବିଜେପି କର୍ମୀମାନେ ମୁହଁରେ କଳା କପଡ଼ା ବାନ୍ଧି ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି।ବିଜେପି ରାଜ୍ୟ କାର୍ଯ୍ୟାଳୟ…

ରାଶି ଫଳ ତା ୧୬-୦୫-୨୦୧୯ ଗୁରୁବାର

ନିରପେକ୍ଷ ଖବର :ତା ୧୬/୦୫/୨୦୧୯  ଗୁରୁବାର ବୃଷ ୨ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ଦ୍ବାଦଶୀ ଭୁକ୍ତ ତ୍ରୟୋଦଶୀ ତିଥି ଚିତ୍ରା ନକ୍ଷତ୍ର କନ୍ୟା ଚନ୍ଦ୍ର... *ତୁଳା କୁମ୍ଭ ରାଶିର ଘାତ ବାର । *ବୃଷ ରାଶି ପୁରୁଷ ଓ ଧନୁ ରାଶି ମହିଳାଙ୍କ ଘାତ ଚନ୍ଦ୍ର । *ଆଜି: ପୋଇ ଓ ବାଇଗଣ ଖାଇବା ନିଷେଧ ।…

ଓଡ଼ିଶାର ‘ଫନି’ ପ୍ରଭାବିତ ଅଞ୍ଚଳରେ ଶକ୍ତି ପୁନଃରୁଦ୍ଧାର ନିମନ୍ତେ ସହଯୋଗର ହାତ ବଢାଇଛି ପାୱାରଗ୍ରୀଡ…

ନୂଆଦିଲ୍ଲୀ : ଚଳିତ ମାସ ୩ ତାରିଖରେ ଓଡ଼ିଶାରେ ହୋଇଥିବା ବାତ୍ୟା ‘ଫନି’ରେ ପ୍ରଭାବିତ ହୋଇଥିବା ଅଞ୍ଚଳରେ ବିଦ୍ୟୁତ ଯୋଗାଣ ନିମନ୍ତେ ତୁରନ୍ତ ଶକ୍ତି ପୁନଃରୁଦ୍ଧାର କାର୍ଯ୍ୟରେ ପାୱାରଗ୍ରୀଡ଼ କର୍ପୋରେସନ ଅଫ୍ ଇଣ୍ଡିଆ ଲିଃ (ପାୱାରଗ୍ରୀଡ଼) ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଗତ ୨୦ ବର୍ଷ…

ରାଶି ଫଳ ତା ୧୫-୦୫-୨୦୧୯ ବୁଧବାର

ନିରପେକ୍ଷ ଖବର: ମଇ ମାସ ତା ୧୫ ବୁଧବାର ୨୦୧୯ ମସିହା : ବୃଷ ୧ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି ଉତ୍ତର ଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର । *କର୍କଟ ରାଶିର ଘାତ ବାର *ବୃଷ ରାଶି ପୁରୁଷ ଓ ଧନୁ ରାଶି ମହିଳାଙ୍କ ଘାତ ଚନ୍ଦ୍ର *ଆଜି: ଶିମ୍ବ ଖାଇବା ନିଷେଧ ମେଷ : ଆଜି…

ଜିଲ୍ଲାପାଳଙ୍କୁ ସିଇଓଙ୍କ ନିର୍ଦ୍ଦେଶ , ୧୯ରେ ୩୪ଟି ବୁଥରେ ହେବ ସାନି ମତଦାନ…

ନିରପେକ୍ଷ ଖବର : ଓଡ଼ିଶାରେ ଗତ ଏପ୍ରିଲ ୨୩ରେ ହୋଇଥିବା ତୃତୀୟ ପର୍ଯ୍ୟାୟ ମତଦାନ ଓ ଏପ୍ରିଲ ୨୯ରେ ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ୧୦ଟି ଜିଲ୍ଲାର ୩୪ଟି ମତଦାନ କେନ୍ଦ୍ରରେ ବିଭ୍ରାଟ ହୋଇଥିଲା । ସେଥିପାଇଁ ଏହି ସବୁ ଜାଗାରେ  ସାନି ମତଦାନ ହେବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ…

ଆଜିର ରାଶି ଫଳ ତା ୧୪-୦୫-୨୦୧୯ ମଙ୍ଗଳବାର

ନିରପେକ୍ଷ ଖବର: ୨୦୧୯ ମସିହା ମେ ମାସ ତା ୧୪ ମଙ୍ଗଳବାର ମେଷ ୩୧ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ପୂର୍ବାଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର *ମକର ରାଶିର ଘାତ ବାର *କର୍କଟ, ମକର ରାଶି ପୁରୁଷଙ୍କ ଘାତ ଚନ୍ଦ୍ର *ଆଜି: କଳମ୍ବି ଶାଗ ଖାଇବା ନିଷେଧ ମେଷ:ସାମାନ୍ୟ କଥାକୁ…

ରାଶି ଫଳ:୧୩/୦୫/୨୦୧୯ ସୋମବାର

ନିରପେକ୍ଷ ଖବର: ଆଜି ହେଉଛି ୨୦୧୯ ମସିହା ମେ ମାସ ତା ୧୩ ସୋମବାର ମେଷ ୩୦ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ନବମୀ ତିଥି ମଘା ନକ୍ଷତ୍ର ସିଂହ ଚନ୍ଦ୍ର ମିଥୁନ ରାଶିର ଘାତ ବାର  *କର୍କଟ ମକର ରାଶି ପୁରୁଷଙ୍କ ଘାତ ଚନ୍ଦ୍ର *ଆଜି: ଲାଉ ଖାଇବା ନିଷେଧ ମେଷ:ମାନସିକ ଅସ୍ଥିରତା ଲାଗି ରହିବ ।…