Blank space
Blank space
Breaking News/ମୁଖ୍ୟ ଖବର:
୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ
Blank space

ଫନୀ ବାତ୍ୟା ପରେ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ସର୍ବସାଧାରଣଙ୍କ ନିମନ୍ତେ ଖୋଲାଗଲା …

ଭୁବନେଶ୍ୱର,ନିରପେକ୍ଷ ଖବର: ୧୨/୦୫/୨୦୧୯:ଫନୀ ମହାବାତ୍ୟା ପରେ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ସର୍ବସାଧାରଣଙ୍କ ନିମନ୍ତେ ୧୨ ତାରିଖଠାରୁ ଖୋଲାଯାଇଛି । ଏହା ଏପରି ଏକ ସଂଗ୍ରହାଳୟ  ଯାହା ଓଡ଼ିଶା, ଭାରତର ବିଭିନ୍ନ ସ୍ଥାନ ଏବଂ ବିଦେଶୀ ପର୍ଯ୍ୟଟକଙ୍କର ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ।…

ଜଗତସିଂହପୁର ଜିଲ୍ଲାରେ ରିଲିଫ୍‌ ଚାଉଳ ବଣ୍ଟନ..

ଭୁବନେଶ୍ୱର,ନିରପେକ୍ଷ ଖବର: ୧୨/୦୫/୨୦୧୯ ବାତ୍ୟା ‘ଫନୀ’ରେ ପ୍ରଭାବିତ ଲୋକମାନଙ୍କ ପାଇଁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ରିଲିଫ୍‌ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସ୍ୱତନ୍ତ୍ର ରିଲିଫ୍‌ ସହାୟତା ଆଧାରରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ…

ରାଶି ଫଳ

ଆଜି ମେ ମାସ ତା ୧୨ ରବିବାର, ମେଷ ୨୯ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଅଶ୍ଳଷା ନକ୍ଷତ୍ର କର୍କଟ ଚନ୍ଦ୍ର ଦିନ ୧୨ଟା ପର‌୍ୟ୍ୟନ୍ତ ତାପରେ ମଘା ନକ୍ଷତ୍ର ସିଂହ ଚନ୍ଦ୍ର ଭୋଗ ହେବ *ମେଷ ରାଶିର ଘାତ ବାର *ଆଜି: ନଡିଆ ଖାଇବା ନିଷେଧ ମେଷ:ଆଜି ଆପଣଙ୍କର ଅସମ୍ପୂର୍ଣ୍ଣ…

ରାଜ୍ୟ ସରକାରଙ୍କ ବାତ୍ୟା ପରିଚାଳନାରେ ସଂପୂର୍ଣ୍ଣ ବିଫଳତା ସ୍ପଷ୍ଟ କରିଛି:ବିଜେପି

ନିରପେକ୍ଷ ଖବର :୧୧/୦୫/୨୦୧୯,ବାତ୍ୟାର ୮ ଦିନ ବିତିଯାଇଥିଲେ ମଧ୍ୟ ରାସ୍ତାଘାଟ ବ୍ୟବସ୍ଥିତ କରିବାରେ ସରକାରୀ ବିଭାଗ ସଂପୂର୍ଣ୍ଣ ବିଫଳ ହୋଇଛି। ଏହା ରାଜ୍ୟ ସରକାରଙ୍କ ବାତ୍ୟା ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳତାକୁ ସ୍ପଷ୍ଟ କରୁଛି ବୋଲି ବିଜେପି ଦଳ ଅଭିଯୋଗ କରିଛି।ବିଜେପି ବିଧାୟକ ଦଳ ନେତା…

ବର୍ତମାନ ସମୟରେ ପୋଲିସ ବାତ୍ୟା ବିପନ୍ନଙ୍କ ପାଇଁ ପ୍ରିୟ ବନ୍ଧୁ ….

ନିରପେକ୍ଷ ଖବର:୧୦/୦୫/୨୦୧୯, ପୁରୀ ଜିଲ୍ଲାର ବତ୍ୟା ପୀଡିତ ମାନଙ୍କୁ ସହାୟତାର ହାତ ବଢାଇଲା କେନ୍ଦ୍ରାପଡା ପୋଲିସ ବିଭାଗ । ପୁରୀରେ ଫୋନି ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ଅଞ୍ଚଳକୁ ଏକ ଗାଡି ଯୋଗେ ରିଲିଫ ପଠାଇଛି କେନ୍ଦ୍ରାପଡା ଜିଲ୍ଲାର ପୋଲିସ ବିଭାଗ। ଏହା ଏବେ ସାରା ରାଜ୍ୟରେ ପ୍ରଶଂସାର…

ବାତ୍ୟା ପରେ ପୁରୀ ଜିଲ୍ଲାରେ ବଂଚିବା ପାଇଁ ଚାଲିଛି ସଂଘର୍ଷ.. 

ନିରପେକ୍ଷ ଖବର,ପୁରୀ:୦୮/୦୫/୨୦୧୯,  ବାତ୍ୟାକୁ ୬ଦିନ ବିତିଯାଇଥିଲେ ମଧ୍ୟ ପୁରୀ ରାସ୍ତାରୁ ହଟୁନି ଗଛ । ଏବେ ସବୁଠାରୁ ଅଧିକ ପାଣି ଓ ବିଦ୍ୟୁତ୍ ସମସ୍ୟା ଲୋକଙ୍କର । ସବୁଠି ହାହାକାର । ବାସହରା ହୋଇଯାଇଛନ୍ତି ହଜାର ହଜାର ଲୋକ । ମୁଣ୍ଡ ଉପରେ ଛାତ ନାହିଁ, ରାତି ହେଲେ ଚାରିଆଡେ ଶୂନ ଶାନ ।…

ଲ୍ୟାଣ୍ଡଫଲର ପ୍ରଭାବ ଆରମ୍ଭ ହୋଇସାରିଛି । ପୁରୀର ଆହୁରି ନିକଟରେ ପହଁଚିଲା ଫୋନି…

ପୁରୀ:ନିରପେକ୍ଷ ଖବର:୦୩/୦୫/୨୦୧୯:ଫୋନିର ଭୟ ଏବେ ଜନସାଧାରଣଙ୍କ ଚିନ୍ତାର କାରଣ, ଲ୍ୟାଣ୍ଡଫଲର ପ୍ରଭାବ ଆରମ୍ଭ ହୋଇସାରିଛି । ପୁରୀର ଆହୁରି ନିକଟରେ ପହଁଚିଲା ଫୋନି । ପୁରୀଠାରୁ ୭୦ କିମି ଦୂରରେ ଅଛି। ପୁରୀରେ ଘଂଟା ପ୍ରତି ୧୭୪ କିମି ବେଗରେ ପବନ ବହିବା ଆରମ୍ଭ ହୋଇସାରିଲାଣି ।ଗୋପାଳପୁର…

ଫୋନି ବାତ୍ୟା ସଚେତନ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ ବିଜେପି କର୍ଯ୍ୟକର୍ତା…

ଭୁବନେଶ୍ୱର:ନିରପେକ୍ଷ ଖବର,୦୨/୦୫: ଓଡିଶାରେ ସମ୍ଭାବ୍ୟ ଫୋନି ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବିଜେପି କାର୍ଯ୍ୟକର୍ତାମାନେ ଜନସାଧାରଣଙ୍କୁ ସଚେତନ କରାଇବା ସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ । ନିଜ ନିଜ ଅଂଚଳର କାର୍ଯ୍ୟକର୍ତାମାନେ ସଜାଗ ରହି ଲୋକଙ୍କୁ ସର୍ତକ କରାଇବେ । ସହ…

ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ମାଡି ଆସୁଛି :ଫୋନି 

ନିରପେକ୍ଷ ଖବର: ଭୁବନେଶ୍ୱର,୦୨-୦୫-୨୦୧୯ ସାମୁଦ୍ରିକ ବାତ୍ୟା ‘‘ଫୋନୀର ବେଗ ବଢ଼ିଥିବାରୁ ଏହା କାଲି ଉପରବେଳା ପରିବର୍ତ୍ତେ କାଲି ସକାଳ ପ୍ରାୟ ୧୦ ଟା ବେଳେ ଓଡ଼ିଶା ଉପକୂଳ ଅତିକ୍ରମ କରିବ । ତେଣୁ ସକାଳୁ କେହି ଘରୁ ନ ବାହାରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଉଛି । ଦୋକାନ, ବଜାର,…

ଆସନ୍ତାକାଲି ଗୁରୁଦାସପୁର ପାଇଁ ନାମାଙ୍କନ ଭରିବେ ସନ୍ନି ଦେଓଲ :ବିଜେପି

ନିରପେକ୍ଷ ଖବର:୨୮/୦୪/୨୦୧୯:ଅଭିନେତା ସନ୍ନି ଦେଓଲ ବିଜେପିରେ ଯୋଗଦେଇଛନ୍ତି ଓ ଆଜି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏ ସାକ୍ଷାତ ବିଷୟରେ ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି । ସନି ଦେଓଲ ଜଣେ ଦେଶପ୍ରେମୀ ମଣିଷ କହିଛନ୍ତି ମୋଦି ।…

ମହାରଥୀଙ୍କ ଜାମିନ ମଞ୍ଜୁର୍….

ଭୁବନେଶ୍ୱର, ନିରପେକ୍ଷ ଖବର:୨୭/୦୪/୨୦୧୯ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ସର୍ତ୍ତ ମୁଳକ ଜାମିନ ମଞ୍ଜୁର କଲେ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ।ସାକ୍ଷୀ ମାନଙ୍କୁ ଧମକେଇବେନି ଓ ପୋଲିସକୁ ସହଯୋଗ କରିବେ।୫୦ ହଜାର ଟଙ୍କା ଲେଖାଏଁ ଦୁଇ ଜଣ ଜାମିନଦାରଙ୍କ ବଦଳରେ ମହାରଥୀଙ୍କୁ ଜାମିନ…

ଆସାରାମ୍ ବାପୁଙ୍କ ପୁଅ ନାରାୟଣ ସାଇ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ :ଏପ୍ରିଲ୍ ୩୦ ରେ ଦଣ୍ଡାଦେଷ ଦେବେ…

ସୁରତ୍, ନିରପେକ୍ଷ ଖବର:୨୬/୦୪/୨୦୧୯ ଆଜୀବନ କାରାଦଣ୍ଡ କାଟୁଥିବା ଆସାରାମ୍ ବାପୁଙ୍କ ପୁଅ ନାରାୟଣ ସାଇକୁ ସାଧ୍ୱୀଙ୍କ ବଳାତ୍କାର ମାମଲାରେ ସୁରତ୍ ସେସନ୍ କୋର୍ଟ ତରଫରୁ ଦୋଷୀ ସାବ୍ୟସ୍ତ କରାଯାଇଛି । କୋର୍ଟ ଏବେ ଅପ୍ରେଲ୍ ୩୦ ତାରିଖରେ ନାରାୟଣ ସାଇକୁ ସଜା ଶୁଣାଇବେ ।ନାରାୟଣ ସାଇଙ୍କ…

ବୈଜୟନ୍ତଙ୍କ ପ୍ରାର୍ଥୀପତ୍ର ଖାରଜ କରିବା ପାଇଁ ଦାବିକଲା ବିଜେଡି…

ନିରପେକ୍ଷ ଖବର ,ଭବନେଶ୍ୱର:୨୫/୦୪/୨୦୧୯ : ଇମ୍ଫା କମ୍ପାନୀକୁ ନେଇ ବିଜେଡ଼ି ଟାର୍ଗେଟରେ ଏବେ କେନ୍ଦ୍ରାପଡ଼ା ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ବିଜେଡ଼ି କହିଛି, ବୈଜୟନ୍ତ ପଣ୍ଡା ବାରମ୍ବାର କହି ଆସୁଛନ୍ତି ଇମ୍ଫା ସହିତ ମୋର କୌଣସି ସମ୍ପର୍କ ନାହିଁ । ବ୍ୟବସାୟିକ କାର୍ଯ୍ୟକଳାପରେ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମେଗା ରୋଡସୋ..

ବାଲେଶ୍ଵର,ନିରପେକ୍ଷ ଖବର:ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳିର ବାଲେଶ୍ୱର ସଦରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମେଗା ରୋଡସୋ । ରୋଡସୋ କରିବା ସହ ପ୍ରଚାରକୁ ଜୋରଦାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପୁଣି ଥରେ ଏସୀୟ ଆଥଲେଟିକରେ ଚମକିଛନ୍ତି ଓଡିଆ ଦୂତୀ ଚାନ୍ଦ…

ନିରପେକ୍ଷ ଖବର:୨୫/୦୪/୨୦୧୯:ପୁଣି ଥରେ ଏସୀୟ ଆଥଲେଟିକରେ ଚମକିଛନ୍ତି ଓଡିଆ ଦୂତୀ ଚାନ୍ଦ । ଦୋହାରେ ଚାଲିଥିବା ଏସୀୟ ଆଥଲେଟିକ ଚାମ୍ପିଅନସିପରେ ୨୦୦ ମିଟରରେ ଦୂତୀଙ୍କୁ ମିଳିଛି କାଂସ୍ୟ ପଦକ । ୨୦୦ ମିଟର ଅତିକ୍ରମ କରିବାକୁ ସେ ନେଇଥିଲେ ୨୩.୨୪ ସେକେଣ୍ଡ ସମୟ । ପୂର୍ବରୁ ୧୦୦ ମିଟର ଦୌଡରେ…

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ନବୀନ କଲେ ବାଲେଶ୍ୱରରୁ ବାରିପଦା ରୋଡ ସୋ’

ବାଲେଶ୍ବର ନିରପେକ୍ଷ ଖବର:୨୪/୦୪/୨୦୧୯ ,ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର । ଆଉ ପ୍ରଚାର ମଙ୍ଗ ଧରିଛନ୍ତି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ । ବାଲେଶ୍ୱର ଏବଂ ମୟୁରଭଞ୍ଜ ଲୋକସଭା ପାଇଁ ପ୍ରଚାର କରୁଛନ୍ତି ନବୀନ ପଟ୍ଟନାୟକ । ଏକ ବିଶାଳ ରୋଡ୍ ସୋ ଜରିଆରେ ବାଲେଶ୍ୱରରୁ…

ଗିରଫ ହେଲେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ …

ପିପିଲି:ନିରପେକ୍ଷ ଖବର:୨୨/୦୪/୨୦୧୯ ଗତକାଲି ପିପିଲିରେ ଫ୍ଲାଇଂ ସ୍କ୍ୱାର୍ଡ ଓ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣାରେ ପ୍ରଦୀପ ମହାରଥୀଙ୍କୁ ଗିରଫ କରିଛି ପୋଲିସ ।ପୁଲିସ୍‌ ପ୍ରଥମେ ମହାରଥୀଙ୍କୁ ପିପିଲି ଥାନାରେ ପଚରାଉଚରା କରିଥିଲା। ପରେ ତାଙ୍କୁ ଗିରଫ କରାଯାଇଥିଲା।ଗିରଫ ନେଇ ପୁରୀ ଏସପି…

ଶ୍ରୀଲଙ୍କାରେ ଘଟିଛି ବଡ ଧରଣର ଆତଙ୍କୀ ହମଲା…

କଲମ୍ବୋ: ନିରପେକ୍ଷ ଖବର: ପବିତ୍ର ଇଷ୍ଟର ଉପଲକ୍ଷେ ଶ୍ରୀଲଙ୍କାରେ ଘଟିଛି ବଡ ଧରଣର ଆତଙ୍କୀ ହମଲା । ଦେଶର ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଘଟିଛି 8ଟି ବୋମା ବିସ୍ଫୋରଣ । ଏହି ବିସ୍ଫୋରଣରେ ୩ଟି ଚର୍ଚ୍ଚ ଓ 3ଟି ପଞ୍ଚତାରକା ହୋଟେଲକୁ କରାଯାଇଛି ଟାର୍ଗେଟ । ଘଟଣାରେ ୧୫୮ ଜଣଙ୍କ ମୃତ୍ୟୁ…