Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space

ଗିରଫ ହେଲେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ …

ପିପିଲି:ନିରପେକ୍ଷ ଖବର:୨୨/୦୪/୨୦୧୯ ଗତକାଲି ପିପିଲିରେ ଫ୍ଲାଇଂ ସ୍କ୍ୱାର୍ଡ ଓ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣାରେ ପ୍ରଦୀପ ମହାରଥୀଙ୍କୁ ଗିରଫ କରିଛି ପୋଲିସ ।ପୁଲିସ୍‌ ପ୍ରଥମେ ମହାରଥୀଙ୍କୁ ପିପିଲି ଥାନାରେ ପଚରାଉଚରା କରିଥିଲା। ପରେ ତାଙ୍କୁ ଗିରଫ କରାଯାଇଥିଲା।ଗିରଫ ନେଇ ପୁରୀ ଏସପି…

ଶ୍ରୀଲଙ୍କାରେ ଘଟିଛି ବଡ ଧରଣର ଆତଙ୍କୀ ହମଲା…

କଲମ୍ବୋ: ନିରପେକ୍ଷ ଖବର: ପବିତ୍ର ଇଷ୍ଟର ଉପଲକ୍ଷେ ଶ୍ରୀଲଙ୍କାରେ ଘଟିଛି ବଡ ଧରଣର ଆତଙ୍କୀ ହମଲା । ଦେଶର ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଘଟିଛି 8ଟି ବୋମା ବିସ୍ଫୋରଣ । ଏହି ବିସ୍ଫୋରଣରେ ୩ଟି ଚର୍ଚ୍ଚ ଓ 3ଟି ପଞ୍ଚତାରକା ହୋଟେଲକୁ କରାଯାଇଛି ଟାର୍ଗେଟ । ଘଟଣାରେ ୧୫୮ ଜଣଙ୍କ ମୃତ୍ୟୁ…

୨୩ରେ ନିର୍ବାଚନ ପ୍ରଚାର ପାଇଁ ଆସୁଛନ୍ତି ପ୍ରଧାନମନ୍ତ୍ରୀ …..

ଭୁବନେଶ୍ୱର ନିରପେକ୍ଷ ଖବର, ତା.୧୮/୦୪: ଆସନ୍ତା ଏପ୍ରିଲ ୨୩ ତାରିଖ ଦିନ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି । ଶ୍ରୀ ମୋଦି ୨୩ ତାରିଖ ଦିନ ୧୦ଟାରେ କେନ୍ଦ୍ରାପଡା ଠାରେ ପହଂଚି ବିଜୟ ସଂକଳ୍ପ  ସମାବେଶରେ ଉଦବୋଧନ ଦେବେ  ଓ ପରେ ସେହିପରି  ଶ୍ରୀ ମୋଦି ମଧ୍ୟାହ୍ନ…

ଭୁବନେଶ୍ୱରଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଭୁବନେଶ୍ୱର, ନିରପେକ୍ଷ ଖବର:ତା.୧୧/୦୪: ପୁଣିଥରେ ଚଳିତ ମାସ ଏପ୍ରିଲ ୧୬ ତାରିଖ ଦିନ ନିର୍ବାଚନ ପ୍ରଚାର ପାଇଁ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶ୍ରୀ ମୋଦି ୧୬ ତାରିଖ ଦିନ ସକାଳ ୧୧ଟାରେ ସମ୍ବଲପୁର ଜିଲ୍ଲା ହିରାକୁଦ ରୋଡ ଲୋରପଙ୍କ ଠାରେ ପହଂଚି ବିଜୟ ସଂକଳ୍ପ…

ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ଜାରି…

ଭୁବନେଶ୍ୱର ନିରପେକ୍ଷ ଖବର , ୨୮ ମାର୍ଚ୍ଚ, ୨୦୧୯ ତୃତୀୟ ପର୍ଯ୍ୟାୟ ମତଦାନ ନିମନ୍ତେ ୪୨ ଗୋଟି ବିଧାନସଭା ଓ ୬ଗୋଟି ଲୋକସଭା ଆସନ ପାଇଁ ଆଜି ବିଜ୍ଞାପ୍ତି ପ୍ରକାଶ ପାଇଛି । ଆଜି ପ୍ରଥମ ଦିନରେ ଲୋକସଭା ପାଇଁ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିବାବେଳେ ୬୩-ଆଠମଲ୍ଲିକ,…

ରିଲିଜ ହେଲା ନିର୍ବାଚନୀ ଭିଡିଓ,ପୋଷ୍ଟର ଏବଂ ପ୍ରଚାର ଗାଡ଼ି…

ଭୁବନେଶ୍ୱର ନିରପେକ୍ଷ ଖବର, ତା.୨୮/୦୩: ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରଚାର ଗାଡି, ନିର୍ବାଚନୀ ପ୍ରଚାର ସଂଗୀତ ଏବଂ ନିର୍ବାଚନୀ ପୋଷ୍ଟର ଶୁଭାରମ୍ଭ ହୋଇଛି । ଆଜି ରାଜ୍ୟ କାର୍ଯ୍ୟାଳୟରେ ନିର୍ବାଚନୀ ସଂଗୀତର ଅଡିଓ ଓ ଭିଡିଓ ସିଡି, ପୋଷ୍ଟର ରିଲିଜ ସହ ପ୍ରଚାର ଗାଡିର…

ବିଜେପିରେ ସାମିଲ ହେଲେ ସିନେ ଅଭିନେତ୍ରୀ ବିଦୁସ୍ମିତା ମନ୍ତ୍ରୀ ଓ ଅଭିନେତା ଅଖିଳ ପଟ୍ଟନାୟକ…

ଭୂବନେଶ୍ୱର ନିରପେକ୍ଷ ଖବର, ତା.୨୮/୦୩: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ମହାକାଳପଡାର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ପଦ୍ମନାଭ ଚୌଧୁରୀ , ସିନେ ଅଭିନେତା ଅଖିଳ ପଟ୍ଟନାୟକ ଏବଂ ସିନେ…

ବିଜେଡି ଛାତ୍ର ନେତା କଂଗ୍ରେସରେ ଯୋଗଦେଲେ

ଭୁବନେଶ୍ୱର ନିରପେକ୍ଷ ଖବର:ତା ୨୭.୩ – ଆଜି ବିଜେଡି ଦଳର ଛାତ୍ର ନେତା ଭୁବନେଶ୍ୱର ଜୋନ୍ ଉପସଭାପତି ଶ୍ରୀ ଅଭିଷେକ ଖୁଂଟିଆ ତାଙ୍କର ଶତାଧିକ ସମର୍ଥକଙ୍କ ସହ କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି । ଏହି ଉପଲକ୍ଷେ ଛାତ୍ରନେତା ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ଆସି କଂଗ୍ରେସ ଭବନରେ…

ଓଡିଶାରେ ବିକାଶ ଆଣିବାକୁ ହେଲେ କେନ୍ଦ୍ର ଓ ରାଜ୍ୟରେ ଦରକାର ବିଜେପି ସରକାର :ଶିବରାଜ ସିଂହ ଚୌହାନ

ଭୁବନେଶ୍ୱର ନିରପେକ୍ଷ ଖବର, ତା ୨୬/୦୩: ଦୀର୍ଘ ୧୯ ବର୍ଷ ବିଜେଡି ସରକାର ଓଡିଶାକୁ ପୂରା ବରବାଦ କରିଛି । ରାଜ୍ୟରେ କୁପୋଷଣ, ଶିଶୁ  ମୃତ୍ୟୁହାର, କୃଷକ ଆତ୍ମହତ୍ୟା, ମହିଳାଙ୍କ ପ୍ରତି ଅତ୍ୟାଚାର ବଢିଚାଲିଛି । ସୁଶାସନର ଡିଣ୍ଡିମ ପିଟୁଥିବା ବିଜେଡି ସରକାର ଲୋକଙ୍କ ପାଖରେ ମୌଳିକ ସୁବିଧା…

ବିଜେପିରେ ଯୋଗ ଦେଲେ ଶ୍ରୀ ପରେଶ ଦେଓ…

ଭୁବନେଶ୍ୱର ନିରପେକ୍ଷ ଖବର, ତା.୨୬/୦୩: କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆଜି ଆଠ ମଲ୍ଲିକ ରାଜ ପରିବାରର ସଦସ୍ୟ ଶ୍ରୀ ପରେଶ ଦେଓ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ଏକାମ୍ର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ବାବୁ ସିଂଙ୍କ ନେତୃତ୍ୱରେ…

ଖାରବେଳ ସ୍ୱାଇଁଙ୍କ ଘର ବାହୁଡା….

ଭୁବନେଶ୍ୱର ନିରପେକ୍ଷ ଖବର, ତା.୨୫/୦୩: ମାନ୍ୟବର ପ୍ରଧାନମବୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ  ଅନୁପ୍ରାଣିତ ହୋଇ ଆଜି ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ପୂର୍ବତନ ସାଂସଦ ତଥା ଉତ୍କଳ ଭାରତର ସଭାପତି ଶ୍ରୀ ଖାରବେଳ ସ୍ୱାଇଁ ।…

ବିଜେପିରେ ସାମିଲ ହେଲେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ଓ ଦେବୀ ଚାନ୍ଦ….

ଭୁବନେଶ୍ୱର, ନିରପେକ୍ଷ ଖବର ତା.୨୪/୦୩: ବିଜେଡିର ପୂର୍ବତନ ଲଇକେରା ବିଧାୟକ ବୃନ୍ଦାବନ ମାଝୀ, ଜଳେଶ୍ୱରର ପୂର୍ବତନ କଂଗ୍ରେସ ବିଧାୟକ  ଦେବୀ ଚାନ୍ଦ, ବାଲେଶ୍ୱର ଜିଲ୍ଲା ବାଲିଆପାଳ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ମହେଶ୍ୱର ଜେନା, ଭୋଗରାଇ ବ୍ଲକ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଆଶିଷ…

ଆସନ୍ତା ୨୯ ଓ ୧ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ …..

ନିରପେକ୍ଷ ଖବର: ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ମାର୍ଚ୍ଚ ୨୯ରେ ଜୟପୁର ଏବଂ ଏପ୍ରିଲ ୧ ତରିଖରେ କଳାହାଣ୍ଡିରେ ନିର୍ବାଚନୀ ସମାବେଶ କରିବେ ।ମୋଦିଙ୍କ ଓଡିଶା ଗସ୍ତ ପୂର୍ବରୁ ୨୬ ତାରିଖରେ ୬ ଜଣ କେନ୍ଦ୍ର ମନ୍ତ୍ରୀ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି ।କେନ୍ଦ୍ରୀୟ…

ଶଙ୍ଖ ବଦଳରେ ପଦ୍ମ ଧରିବେ ବିଜେଡିର ପୁର୍ବତନ ବିଧାୟକ…

ଭବନେଶ୍ୱର:ନିରପେକ୍ଷ ଖବର:ତା:୨୪/୦୩/୨୦୧୯ ଲାଇକିରାର ପୁର୍ବତନ ବିଜେଡି ବିଧାୟକ ବୃନ୍ଦାବନ ମାଝି  ଶନିବାର ବିଜେଡିରୁ ଇସ୍ତଫା ଦେବାପରେ ଆଜି ବିଜେପିରେ ଯୋଗ ଦେବା ପାଇଁ ମନସ୍ତ କରିଛନ୍ତି। ବିଜେପି  ଏକ ସ୍ୱଚ୍ଛ ଓ ନିରପେକ୍ଷ ଦଳ ବୋଲି ସେ କହିଛନ୍ତି।ଏହି ଦଳରେ ଯୋଗ ଦେଇ ସେ ତାଙ୍କ ପ୍ରତି…

ଅଭିନେତ୍ରୀ ସ୍ୱପ୍ନା ଯୋଗଦେଲେ କଂଗ୍ରେସରେ …

ନିରପେକ୍ଷ ଖବର:ଦିଲ୍ଲୀ ତା:୨୩/୦୩/୨୦୧୯: ହରିୟାଣାର ପ୍ରସିଦ୍ଧ ଗାୟିକା ତଥା ଅଭିନେତ୍ରୀ ସ୍ୱପ୍ନା ଚୌଧୁରୀ ଶନିବାର କଂଗ୍ରେସରେ ଯୋଗଦେଇଛନ୍ତି। କୋଗ୍ରେସ ପକ୍ଷରୁ ସେ ବଜେପି ପ୍ରାର୍ଥୀ ପ୍ରଖ୍ୟାତ ଅଭିନେତ୍ରୀ ହେମା ମାଳିନୀଙ୍କ ବିରୋଧୀ ପ୍ରାର୍ଥୀ ହୋଇ ଠିଆ ହେବେ ବୋଲି ଜଣାପଡିଛି।

ବିଜେପି ଛାଡ଼ିଲେ ରାଜ୍ୟ ଉପ-ସଭାପତି ରାଜକିଶୋର ଦାସ…

ଭୁବନେଶ୍ୱର:ନିରପେକ୍ଷ ଖବର ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପ-ସଭାପତି ରାଜକିଶୋର ଦାସ ଦଳ ଛାଡ଼ିଛନ୍ତି। ରାଜକିଶୋର ଦାସ ।ନିଜର ଇସ୍ତଫା ପତ୍ରକୁ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ପଠାଇଛନ୍ତି। ଏହା ସହ ସେ ନିଜର ମନ୍ତବ୍ୟରେ କହିଛନ୍ତି ମୁଁ ଦେଶର ବୃହତ୍ତ ପାର୍ଟି ସହିତ କାମ କରି ଖୁସି ଅନୁଭବ…

ଆସ ମିଳି ମିଶି ଓଡ଼ିଶାକୁ ଆଗେଇ ନେବା…

ନିରପେକ୍ଷ ଖବର: ଆଜି ଏକ ଆଶ୍ଚର୍ଯ୍ୟ ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶର ଘାଟିକିଆ ଅଂଚଳରେ । ଏକ ନିଆରା ହୋଲି |ଯେଉଁ ହୋଲିରେ ଦେଖିବାକୁ ମିଳିଥିଲା ଏକା ସାଥିରେ ସବୁ ରାଜନୀତିକ ଦଳର ଚିହ୍ନ ।ଯାହା ପ୍ରମାଣିତ କରୁଛି ରାଜନୀତି ଓ ବନ୍ଧୁତ୍ୱ ଦୁଇଟି ଭିନ୍ନ ଭାଷା ଯାହାକୁ ପ୍ରମାଣ କରିଛନ୍ତି ଆଜି…

୩ ଜଣ ବରିଷ୍ଠ ନେତାଙ୍କୁ ମିଳିଲା ନୂତନ ଦାୟୀତ୍ୱ..

ଭୁବନେଶ୍ୱର, ନିରପେକ୍ଷ ଖବର:ତା.୨୩/୦୩: ସାଧାରଣ ନିର୍ବାଚନ ପୂର୍ବରୁ ସାଂଗଠନିକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ବରିଷ୍ଠ ବିଜେପି ନେତା ସୁବାଷ ଚୈାହାନ ଏବଂ  ବରିଷ୍ଠ ଆଇନଜୀବି ଓ ରାଜ୍ୟ ମୁଖପାତ୍ର ଶ୍ରୀ ପୀତାମ୍ବର ଆଚାର୍ଯ୍ୟଙ୍କୁ…

ଯୋଗ ବେଦାନ୍ତ ସେବା ସମିତି ପକ୍ଷରୁ ହୋଲି ମହୋତ୍ସବ ପାଳିତ..

ଭୁବନେଶ୍ବର:ନିରପେକ୍ଷ ଖବର:ଭୁବନେଶ୍ବର ଉପକଣ୍ଠ ଧଉଳି ନିକଟସ୍ଥ ଯୋଗ ବେଦାନ୍ତ ସେବା ସମିତି ପକ୍ଷରୁ ହୋଲି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ରାସାୟନିକ ରଙ୍ଗ ଓ ଅଭିର ଠାରୁ ଦୂରେଇ ଏକ ସ୍ବତନ୍ତ୍ର ଭାବେ ରଙ୍ଗ ପ୍ରସ୍ତୁତ କରାଯାଇଥିଲା। ପଳାସ ଫୁଲ,ଚନ୍ଦନ,ହଳଦୀକୁ ମିଶାଇ ସମିତି…