Blank space
Blank space
Breaking News/ମୁଖ୍ୟ ଖବର:
୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ
Blank space

ବୈଜୟନ୍ତ ପଣ୍ଡାଙ୍କୁ ମିଳିଛି ଗୁରୁଦାୟୀତ୍ୱ….

ଭୁବନେଶ୍ୱର: ନିରପେକ୍ଷ ଖବର, ତା.୦୮/୦୩: ବିଜେପିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡାଙ୍କୁ ମିଳିଛି ଗୁରୁଦାୟୀତ୍ୱ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ବୈଜୟନ୍ତ ପଣ୍ଡାଙ୍କୁ ରାଷ୍ଟ୍ରୀୟ ଉପସଭାପତି ଏବଂ ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ନିଯୁକ୍ତ କରିଛନ୍ତି । ବହୁ ବର୍ଷର ସଂସଦୀୟ ଅନୁଭବ ଏବଂ…

ବୈଜୟନ୍ତ ପଣ୍ଡାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା…

ଭୁବନେଶ୍ୱର, ନିରପେକ୍ଷ ଖବର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ନୂଆଦିଲ୍ଲୀଠାରେ  ଆନୁଷ୍ଠାନିକ ଭାବେ ବିଜେପିରେ ବିଦ୍ଧିବଦ୍ଧ ଭାବେ ସାମିଲ ହେବା ପରେ ଭୁବନେଶ୍ୱର ଫେରିଛନ୍ତି । ଏହି ଅବସରରେ ଶ୍ରୀ ପଣ୍ଡାଙ୍କୁ  ବିମାନ ବନ୍ଦରରୁ ଦଳୀୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରାରେ…

ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତରେ ଗ୍ରାମୀଣ ସ୍ତରୀୟ ଉଦ୍ୟୋଗୀ ସମ୍ମିଳନୀ ଅନୁଷ୍ଠିତ..

ଭୁବନେଶ୍ୱର: ନିରପେକ୍ଷ ଖବର:୪ ମାର୍ଚ୍ଚ ୨୦୧୯: ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ରେଳବାଇ ଅଡ଼ିଟୋରିୟମ୍ ରେ ଆଜି ଗ୍ରାମୀଣ ସ୍ତରୀୟ ଉଦ୍ୟୋଗୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ଗ୍ୟାସ୍‍ ଏବଂ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ…

ମାର୍ଚ୍ଚ ୪ରେ ଗ୍ରାମୀଣ ସ୍ତରୀୟ ଉଦ୍ୟୋଗୀ ସମ୍ମିଳନୀ..

ଭୁବନେଶ୍ୱର ନିରପେକ୍ଷ ଖବର:  ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ରେଳବାଇ ଅଡ଼ିଟୋରିୟମ୍ ରେ ମାର୍ଚ୍ଚ ୪ ତାରିଖରେ ଗ୍ରାମୀଣ  ସ୍ତରୀୟ ଉଦ୍ୟୋଗୀ ସମ୍ମିଳନୀ ଆୟୋଜନ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉଜ୍ଜ୍ୱଳା ସାନିଟାରୀ ନାପ୍‍କିନ୍‍ର ୪୦୦ ଭେଣ୍ଡିଂ ମେସିନ ଉଦ୍‍ଘାଟନ ହେବ।…

ଘରୋଇ ସବ୍ସିଡ଼ୀଯୁକ୍ତ ରନ୍ଧନ ଗ୍ୟାସର ମୂଲ୍ୟ ସାମାନ୍ୟ ବୃଦ୍ଧି …

ଭୁବନେଶ୍ୱରରେ, ୨୮ା୨ା୨୦୧୯: ୨୦୧୯ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଘରୋଇ ଉପଭୋକ୍ତାଙ୍କ ନିମନ୍ତେ ସବ୍ସିଡ଼ୀଯୁକ୍ତ ଏଲ୍ପିଜି ସିଲିଣ୍ଡରର ପ୍ରଭାବୀ ଦରରେ ସିଲିଣ୍ଡର ପିଛା ଟ୨.୧୫ ପଇସା (ଫେବୃୟାରୀ ୨୦୧୯ରେ ଟ ୫୦୪.୩୪ ରୁ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ଟ୫୦୬.୪୯)କୁ ସାମାନ୍ୟ ବୃଦ୍ଧି ହୋଇଛି । …

ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ପୁରୀଠାରେ ଦୁଇଟି ସିଏନ୍ଜି ଷ୍ଟେସନ ଉଦ୍ଘାଟିତ…

ପୁରୀ (ଓଡ଼ିଶା) ନିରପେକ୍ଷ ଖବର: ୨୮ା୨ା୨୦୧୯: ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଗେଲ୍ ଗ୍ୟାସ ଲିମିଟେଡ଼ର ଦୁଇଟି କମ୍ପ୍ରେସ୍ଡ଼ ନ୍ୟାଚୁରାଲ ଗ୍ୟାସ (ସିଏନ୍ଜି) ଷ୍ଟେସନ ଆଜି ପୁରୀଠାରେ ଉଦ୍ଘାଟନ…

ଅସୁରକ୍ଷିତ ଶହୀଦ ନଗର…..

ଭୁବନେଶ୍ୱର:ନିରପେକ୍ଷ ଖବର:ତା.୨୮/୦୨/୨୦୧୯ ଆଜି ଦିନ ଦୁଇ ପ୍ରହରରେ ଶହୀଦ ନଗର ସ୍ଥିତ ହାପି ହାୱାର ସ୍କୁଲ ସମୁଖ ଗେଟ୍ ନଂ-୧ ପାଖ ଦୋକାନ ନିକଟରେ ପ୍ରଣୀତ୍ ସାହୁ ଚାହା   ପିଉଥିଲେ । ହଠାତ୍ ଦୁଇ ଜଣ ଲୁଟେରା ନମ୍ବର ବିହୀନ କଲା ରଙ୍ଗର ପଲସରରେ ଆସିଥିଲେ । ପ୍ରଣୀତ୍ ଙ୍କ ବେକରେ ବନ୍ଧୁକ ଲଗାଇ…

ଭୁବନେଶ୍ୱର ରିଟେଲ ମେଡ଼ିସିନ୍ ଫୋରମ ତରଫରୁ ବୀରଜବାନଙ୍କ ଉଦେଶ୍ୟରେ ଦୀପଦାନ….

ଭୁବନେଶ୍ୱର:ନିରପେକ୍ଷ ଖବର: ପୁଲୱାମା ରେ ସହିଦ ହୋଇଥିବା ବୀର ଯବାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଭୁବନେଶ୍ୱର ରିଟେଲର ମେଡ଼ିସିନ ଫୋରମ ତରଫରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ଫୋରମ୍ ର ସଂପାଦକ ଶ୍ରୀ ବିଶ୍ୱ ରଞ୍ଜନ ସାହୁ, ସଭାପତି ପ୍ରଗତି…

ନୂଆ ଓଡ଼ିଶା – ଧର୍ମପଦ ଡାଏଲଗ

ଭୁବନେଶ୍ୱର,  ନିରପେକ୍ଷ ଖବର: ୨୫ ଫେବୃଆରୀ, ୨୦୧୯: ସ୍କିଲ ଇଣ୍ଡିଆ ମିସନ ଅଧୀନରେ ବିବିଧ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ  ଉଦ୍ୟମ ସ୍ୱରୂପ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ (ଏମ୍‍ଏସ୍‍ଡିଇ) ଅଧିନସ୍ଥ ନ୍ୟାସନାଲ ସ୍କିଲ ଡେଭେଲପ୍ମେଣ୍ଟ କର୍ପୋରେସନ…

ସ୍କିଲ୍‍ ଇଣ୍ଡିଆର ‘ସ୍କିଲ୍‍ ସାଥୀ ୟୁଥ୍‍ କନ୍‍କ୍ଲେଭ୍‍’

ଭୁବନେଶ୍ୱର: ନିରପେକ୍ଷ ଖବର: ୨୩ /୦୨/ ୨୦୧୯: ସ୍କିଲ ଇଣ୍ଡିଆ ମିସନ ଅଧୀନରେ ବିବିଧ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ ସ୍ୱରୂପ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ (ଏମ୍‍ଏସ୍‍ଡିଇ) ଆସନ୍ତା ସୋମବାର ୨୫ ତାରିଖରେ ଓଡ଼ିଶାର ଭୁବନେଶ୍ୱରସ୍ଥିତ ରେଲ୍‍ ଅଡ଼ିଟୋରିୟମ୍‍ରେ…

ଉଜ୍ଜ୍ୱଳା ଦିଦି ସମ୍ମିଳନୀକୁ ସମ୍ବୋଧିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ନିରପେକ୍ଷ ଖବର: ୨୩/୦୨/୨୦୧୯: ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ଦେଶରେ ୧୩ ହଜାର କୋଟି ବିନିଯୋଗରେ ୭ କୋଟି ଗରିବ ମହିଳାଙ୍କୁ ମାଗଣା ଗ୍ୟାସ ସଂଯୋଗ ମିଳିଛି । ତନ୍ମଧ୍ୟରୁ ଓଡ଼ିଶାରେ ୪୦ ଲକ୍ଷ ଗ୍ୟାସ ସଂଯୋଗ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଉଜ୍ଜ୍ୱଳା…

ମାର୍ଚ୍ଚ ୨୦ରେ ସ୍ୱପ୍ନାପତି ଫାଉଣ୍ଡେସନ ପକ୍ଷରୁ ହର୍ବାଲ୍ ହୋଲି….

ଭୁବନେଶ୍ୱର:୨୨/୦୨/୨୦୧୯ ନିରପେକ୍ଷ ଖବର:ପ୍ରତିବର୍ଷ ଭଳି ଚଳିତବର୍ଷ ମାର୍ଚ୍ଚ ୨୦ରେ ସ୍ୱପ୍ନାପତି ଫାଉଣ୍ଡେସନ ପକ୍ଷରୁ ହର୍ବାଲ୍ ହୋଲିର ଆୟୋଜନ କରାଯାଇଛି।ଏହାର ମୁଖ୍ୟ ଉଦେଶ୍ୟ ହେଉଛି ଯେପରି ସମସ୍ତେ ରାସାୟନିକ ହୋଲିରୁ ନିବୃତ୍ତ ରହିବେ ଯାହାଦ୍ୱାରା ପରିବେଶ ଓ ନିଜକୁ ସୁରକ୍ଷିତ ରଖିବା ସମ୍ଭବ…

ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଆଜି ରାୟଗଡ଼ାଠାରେ ଏଚ୍ପି.ସି.ଏଲ୍ ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ ଭିତ୍ତିପ୍ରସ୍ତର…

ରାୟଗଡ଼ା ନିରପେକ୍ଷ ଖବର, ୧୯ା୨ା୨୦୧୯: ଭାରତ ସରକାରଙ୍କ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଆଜି ଓଡ଼ିଶାର ରାୟଗଡ଼ାଠାରେ ଏଚ୍ପିସିଏଲ୍ର ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟର  ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହିତ…

ଆମକୁ ମାନସିକତାରେ ପରିବର୍ତ୍ତନ ଆଣିବାକୁ ହେବ ।

ଭୁବନେଶ୍ୱର,, ୧୮/୦୨/୨୦୧୯ ଅନ୍ୟକୁ ଭଲ ପାଇବା ଓ ପ୍ରଶଂସା କରିବା ପରି ବିଶେଷତ୍ୱ ରଖି ଆମକୁ ମାନସିକତାରେ ପରିବର୍ତ୍ତନ ଆଣିବାକୁ ହେବ । ଧୃତରାଷ୍ଟ୍ର ପରିବାରର ଅନ୍ଧ ସଦସ୍ୟ ଭାବରେ ରହିଲେ ବିଶେଷ ଅଗ୍ରଗତି ହେବ ନାହିଁ ବୋଲି ସୁସାହତି୍ୟକ ଓ ଜର୍ମାନ୍‌ବାସୀ ଓଡ଼ିଆ ଡ. ରାଜେନ୍ଦ୍ର ନାରାୟଣ ଦାସ…

ନିଶାଦ୍ରବ୍ୟର ଦୁରୋପଯୋଗ ବିରୁଦ୍ଧରେ ସଚେତନତା :ରାଜ୍ୟ ସରକାର

ଭୁବନେଶ୍ୱର ନିରପେକ୍ଷ ଖବର,୧୮/୦୨/୨୦୧୯  ରାଜ୍ୟରେ ନିଶାଦ୍ରବ୍ୟର ଚାହିଦା ଓ ନିଶାସକ୍ତ ଲୋକଙ୍କ ସଂଖ୍ୟାରେ ହ୍ରାସ ଘଟାଇବା ଉଦ୍ଦେଶ୍ୟରେ ଏକ ବିସ୍ତୃତ ରାଜ୍ୟ କାର୍ଯ୍ୟକାରୀ ଯୋଜନା ପ୍ରଣୟନ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଏହା ୨୦୧୯ରୁ ୨୦୨୩ ମଧ୍ୟରେ କାର୍ଯ୍ୟକାରୀ ହେବ ।…

ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବ

ଭବନେଶ୍ୱର: ନିରପେକ୍ଷ ଖବର୧୬ା୦୨ା୨୦୧୯: ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବ ଆଜି ରାଜ୍ୟର ପ୍ରାୟ ସମସ୍ତ ଜିଲାରେ ଆରମ୍ଭ ହୋଇଛି । ସାମାଜିକ ଭାବେ ପ୍ରାସଙ୍ଗିକ ବାର୍ତ୍ତା ଏବଂ ଭିଡ଼ିଓ ମାଧ୍ୟମରେ ଜିଲାଗୁଡ଼ିକର ପ୍ରତି କ୍ଷେତ୍ରରେ ଉଜ୍ଜ୍ୱଳା ରଥ ଉପସ୍ଥାପନ କରାଯାଇଥିଲା । ଏହି ଉଜ୍ଜ୍ୱଳା  ରଥ ଓଡ଼ିଶାର…

ଭୁବନେଶ୍ୱର ଟାକ୍ସବାର ତରଫରୁ ଶହିଦ୍ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ନିରପେକ୍ଷ ଖବର :ତା୧୬.୦୨.୨୦୧୯: ଟାକ୍ସବାର ଆସୋସିଏସନ ଆନୁକୂଲ୍ୟରେ ଆଜି କାଶ୍ମୀର୍ର ପୁଲ୍ୱାମା ଠାରେ ପ୍ରାଣବଳୀ ଦେଇଥିବା ବୀର ସହିଦ୍ ଯବାନ୍ ମାନଙ୍କ  ଅମର ଆତ୍ମାର ସଦ୍ଗତି ନିମନ୍ତେ  ଏକ ଶ୍ରଦ୍ଧାଞ୍ଜଳୀ ସଭା  ଆସୋସିଏସନ ହଲ୍ ରେ  ଅନୁୁୁଷ୍ଠିତ ହୋଇଯାଇଛି  ଏହି ସଭାରେ ଦେଶ…

ଗ୍ରାମାଞ୍ଚଳରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ପାଇଁ ରାଜ୍ୟ ସରକାର ଅଗ୍ରାଧିକାର ଦେଉଛନ୍ତି

ଭୁବନେଶ୍ୱର, ନିରପେକ୍ଷ ଖବର:ତା.୧୬/୦୨/୨୦୧୯ରିଖ ରାଜ୍ୟ ସରକାର ଗ୍ରାମାଞ୍ଚଳର ଲୋକମାନଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ଉପରେ ଅଗ୍ରାଧିକାର ଦେଉଛନ୍ତି । ଫଳରେ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ସହଜରେ ପର୍ଯ୍ୟାପ୍ତ ପରିମାଣରେ ସୁବିଧାରେ ଅବିରତ ଭାବେ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରାଯାଇଛି ।…