ଭୁବନେଶ୍ୱର ଟାକ୍ସବାର ତରଫରୁ ଶହିଦ୍ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର: ନିରପେକ୍ଷ ଖବର :ତା୧୬.୦୨.୨୦୧୯: ଟାକ୍ସବାର ଆସୋସିଏସନ ଆନୁକୂଲ୍ୟରେ ଆଜି କାଶ୍ମୀର୍ର ପୁଲ୍ୱାମା ଠାରେ ପ୍ରାଣବଳୀ ଦେଇଥିବା ବୀର ସହିଦ୍ ଯବାନ୍ ମାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଆସୋସିଏସନ ହଲ୍ ରେ ଅନୁୁୁଷ୍ଠିତ ହୋଇଯାଇଛି ଏହି ସଭାରେ ଦେଶ…